ରାଜ୍ୟରେ ନିମ୍ନମାନର ସାଲାଇନ ଯୋଗାଣ: ସଂପୃକ୍ତ ସଂସ୍ଥା ହେଲା କଳା ତାଲିକାଭୁକ୍ତ
ଭୁବନେଶ୍ୱର : ଭେଜାଲ ସାଲାଇନ୍ ଯୋଗାଣ ଅଭିଯୋଗକୁ ଆଧାର କରି ରାଜ୍ୟ ଔଷଧ ନିଗମ ଗୁଜୁରାଟର ଏକ୍ୟୁଲାଇଫ ନାମକ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ପଠାଇବା ସହ କଳା ତାଲିକାଭୁକ୍ତ କରିଛି ।
ସୂଚନା ଅନୁଯାୟୀ ସଂପୃକ୍ତ ସଂସ୍ଥା ‘ନିରାମୟ’ ଯୋଜନାରେ ଭେଜାଲ ତଥା ନିମ୍ନମାନର ସାଲାଇନ ଦେଉଥିବା ନେଇ…