ଏସୀୟ କ୍ରୀଡ଼ା: ପୁରୁଷ ‘ସିପକଟାକ୍ରୋ’ ଦଳକୁ ମିଳିଲା ବ୍ରୋଞ୍ଜ୍
ଜାକର୍ତ୍ତା : ମଙ୍ଗଳବାର ଏସିଆନ ଗେମ୍ସରେ ଭାରତ ଲାଗି ଶୁଭ ମଙ୍ଗଳବାର ସାବ୍ୟସ୍ତ ହୋଇଛି । ସୁଟିଂରେ ଭାରତ ୩ଟି ପଦକ ହାସଲ କରିଥିବା ବେଳେ ପୁରୁଷ ସିପକଟାକ୍ରୋ ଦଳ ସୁନ୍ଦର ଖେଳ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିବାରେ ସକ୍ଷମ ହୋଇଛି ।
ଏସିଆନ ଗେମ୍ସରେ ଭାରତ ପ୍ରଥମଥର ଲାଗି…