ଚିଲିକା ଡ଼ଙ୍ଗାବୁଡ଼ି ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା
ଭୁବନେଶ୍ୱର/ବାଲୁଗାଁ : ନୀଳାମ୍ବୁ ଚିଲିକାରେ ଘଟଣାରେ ସମସ୍ତ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।
ଚିଲିକାରେ ଘଟିଥିବା ମର୍ମନ୍ତୁଦ ଡ଼ଙ୍ଗାବୁଡ଼ି ଘଟଣାରେ ଗଭୀର ଦୁଃଖ…