କଳିଙ୍ଗ ଷ୍ଟାଡ଼ିୟମରେ ‘ହକି ବିଶ୍ୱକପ’ ପ୍ରସ୍ତୁତି ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ହକି ବିଶ୍ୱକପ ଖେଳାଯିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାଡ଼ିୟମ ବୁଲି କାର୍ଯ୍ୟ ତଦାରଖ କରିଥିଲେ । ବିଶ୍ୱକପ ହକି ଚଳିତ ବର୍ଷ ନଭେମ୍ବର ୨୮ରୁ ଡ଼ିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବାକୁ ପୂର୍ବରୁ…