Latest Odisha News

BREAKING NEWS

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ; ବିଜେଡି ସୁପ୍ରିମୋଙ୍କୁ ନିମନ୍ତ୍ରଣ ଦେଲେ ବିଜେପି ନେତା

ଭୁବନେଶ୍ବର: ଆସନ୍ତାକାଲି ଶପଥ ଗ୍ରହଣ କରିବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ତଥା ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଆରମ୍ଭ ହୋଇଗଲାଣି ସମୟ ଗଣତି । ଚାଲିଛି ନିମନ୍ତ୍ରଣ ପତ୍ର ବଣ୍ଟନ । ଏହାରି ଭିତରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ…

ନିଟ୍ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ନୋଟିସ, ପରୀକ୍ଷା ରଦ୍ଦ ଓ କାଉନସେଲିଂ ପ୍ରକ୍ରିୟାରେ ଲାଗିବନି ରୋକ୍‌

ନୂଆଦିଲ୍ଲୀ: ଆଜି ନିଟ୍‌ ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନର ଶୁଣାଣି ହୋଇଛି। ନିଟ୍ (NEET) ବିବାଦକୁ ନେଇ ନୋଟିସ ଜାରି କଲେ ସୁପ୍ରିମକୋର୍ଟ। NEET UG ୨୦୨୪ ପରୀକ୍ଷାର ରେଜଲ୍ଟକୁ ନେଇ ବିବାଦ ଜାରି ରହିଥିବା ବେଳେ ନିଟ୍ କାଉନସେଲିଂ ଉପରେ ରୋକ୍‌ ଲାଗିବନି ବୋଲି…

ପହଞ୍ଚିଲେ କେନ୍ଦ୍ରୀୟ ବିଜେପି ପର୍ଯ୍ୟବେକ୍ଷକ; ଆରମ୍ଭ ହେଲା ସମୟ ଗଣତି, କାହାଙ୍କ ନାଁରେ କରିବେ ମୁଖ୍ୟମନ୍ତ୍ରୀ ଗାଦି?

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ । କାହାକୁ ବାଛିବେ ଓଡିଶାର ନୂଆ ତଥା ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ? ମୁଖ୍ୟମନ୍ତ୍ରୀ ଚୟନ ବୈଠକରେ ବିଧାୟକଙ୍କ ସହ କରିବେ ଆଲୋଚନା । ତାପରେ ଘୋଷଣା କରିବା ଓଡିଶା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ।…

ସୁରକ୍ଷା ବଳୟରେ ଛାଉଣି ହେବ ଜନତା ମଇଦାନ, ମୁତୟନ ହେବେ ୬୭ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ଆସନ୍ତାକାଲି ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ସଜେଇ ହେଉଛି ଜନତା ମଇଦାନ । କଡା ସୁରକ୍ଷା ବଳୟରେ ଚାଲିବ ଶପଥ ଗ୍ରହଣ ସମାରୋହ । ଏଥିସହିତ ଗତକାଲି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ ମାନ୍ୟଗଣ ବ୍ୟକ୍ତି…

ଝାଡ଼ାବାନ୍ତି ଆତଙ୍କ: ଜଣେ ମୃତ ଓ ୩ ଆକ୍ରାନ୍ତ, ସଚେତନ କରାଇଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଡାଲିଆକୁଜି ପଞ୍ଚାୟତର ଗଇଲକଣା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଛି । ଏଥିରେ ବର୍ତ୍ତମାନ ସୁଦ୍ଧା ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୩ ଜଣ ଚିକିତ୍ସାଧୀନ ଅଛନ୍ତି । ମୃତ ଯୁବକ ଜଣକ ହେଲେ ଗୋପାଳ କାଣ୍ଡାମାକା (୨୮) । ଅନ୍ୟପଟେ, ସେହି…

ପନ୍ତଙ୍କ ଦୁର୍ଘଟଣା ଖବର ଶୁଣି ଭାରତର ଏହି ପୂର୍ବତନ କୋଚ କାନ୍ଦି ପକାଇଥିଲେ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପରେ ଭାରତର ଷ୍ଟାର ୱିକେଟ କିପର ରିଷଭ ପନ୍ତଙ୍କ ଭଲ ବ୍ୟାଟିଂ ପ୍ରଦର୍ଶନ ଯୋଗୁ ଭାରତ ବୋଲରଙ୍କୁ ସୁହାଉଥିବା ପିଚରେ ପାକିସ୍ତାନକୁ ହରାଇଥିଲେ । ପନ୍ତଙ୍କ ଏହି ପ୍ରଦର୍ଶନ ଭାରତର ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କୁ ଭାବପ୍ରବଣ କରାଯାଇଛି । ସେ କହିଛନ୍ତି ୨୦୨୨…

ମୋଦୀ ୩.୦: ଦାୟିତ୍ବ ଗ୍ରହଣ କଲେ ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା

ନୂଆଦିଲ୍ଲୀ: ଗତକାଲି ପଦବୀ ପାଇବା ପରେ ଦାୟିତ୍ବ ଗ୍ରହଣ କରୁଛନ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳ । ଆଜି ଜଣଙ୍କ ପରେ ଜଣେ ନିଜ ନିଜ କାର୍ଯ୍ୟାଳୟ ଯାଇ ଦାହିତ୍ବ ଗ୍ରହଣ କରୁଛନ୍ତି । ଏହି କ୍ରମରେ ପୁଣି ଥରେ ଗୃହମନ୍ତ୍ରୀ ଭାବରେ ଗୃହ ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କରିଛନ୍ତି ଅମିତ୍ ଶାହା ।…

ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ଟ୍ରାଫିକ୍ କଟକଣା, ୫ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ଚଳାଚଳ ମନା

ଭୁବନେଶ୍ୱର: ଆସନ୍ତାକାଲି ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଏହା ସହିତ ଶପଥ ନେବେ ଓଡିଶାର ନୂଆ କ୍ୟାବିନେଟ ମନ୍ତ୍ରୀ । ଏଥିଲାଗି ଭୁବନେଶ୍ବର ସ୍ଥିତ ଜନତା ମଇଦାନରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ୧୨ ତାରିଖ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଦିନ ଭୁବନେଶ୍ୱରରେ ସୁରକ୍ଷା…

ଦକ୍ଷିଣ କୋରିଆ ସୀମାର ୫୦ ମିଟର ଭିତରକୁ ପ୍ରବେଶ କଲା ଉତର କୋରିଆ ସେନା

ସିଓଲ: ଉତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ ଏବେ ତୀବ୍ର ରୂପ ନେଇଛି । ଉତର କୋରିଆର ୨୦ରୁ ୩୦ ସୈନିକ ଦକ୍ଷିଣ କୋରିଆ ସୀମାର ୫୦ ମିଟର ଭିତରକୁ ପ୍ରବେଶ କରିଛି । ଏହାର ଜବାବରେ ଦକ୍ଷିଣ କୋରିଆ ପକ୍ଷରୁ ଗୁଳିମାଡ କରାଯାଇଥିଲା । କିଛି ସମୟ ପରେ ଅବଶ୍ୟ ଉତର କୋରିଆ ସେନା ଫେରି ଯାଇଥିଲେ…

ରେଳ ଧାରଣାରୁ ଉଦ୍ଧାର ହେଲା ଯବାନଙ୍କ ମୃତ ଦେହ, ହତ୍ୟା ସନ୍ଦେହ

କୋରାପୁଟ: ଟ୍ରେନ୍ ଲାଇନରୁ ମିଳିଲା ଯବାନଙ୍କ ମୃତ ଦେହ । କେରାପୁଟ ଲାଣ୍ଡିଗୁଡା ନିକଟ ନୂଆ କଲୋନୀ ରେଳ ଲାଇନରୁ ଜଣେ ଯବାନଙ୍କ ମୃତ ଦେହ ମିଳିଛି । ତେବେ ମୃତକ ଯବାନ ଜଣକ ବିଏସଏଫ ଯବାନ ଧ୍ରୁବରାଜ ପ୍ରଧାନ ବୋଲି ଜଣା ପଡିଛି । ସେ ସ୍ଥାନୀୟ ବିଏସଏଫ କ୍ୟାମ୍ପରେ ଡ୍ୟୁଟିରେ ରହିଥିଲେ ।…