ଲଗାଣ ବର୍ଷାରେ ଉବୁଟୁବୁ କେରଳ, ଗଲାଣି ୧୧ ଜୀବନ
ତିରୁଅନନ୍ତପୁରମ: ଆଣ୍ଡାମାନ ନିକୋବର ଛୁଇଁଛି ମୌସୁମୀ । ସେପଟେ କିନ୍ତୁ କେରଳରେ ପ୍ରଳୟ ରଚିଲାଣି ପ୍ରାକ-ମୌସୁମୀ ବର୍ଷା । ଗତ ଏକ ସପ୍ତାହ ଧରି କେରଳରେ ପ୍ରବଳ ବର୍ଷା ଲାଗି ରହିଛି। ଜଳପ୍ରଳୟରେ ଏଯାବତ୍ ୧୧ ଜଣ ପ୍ରାଣ ହରାଇଲେଣି । ଏବେ କିନ୍ତୁ ବର୍ଷାରୁ ନିସ୍ତାର ନାହିଁ ବୋଲି କହିଛି…