Latest Odisha News

BREAKING NEWS

ଭୋଟ ଦେଇ ଫେରିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ

କନ୍ଧମାଳ: ଗଣତନ୍ତ୍ରର ମହାନପର୍ବରେ ନିଜର ମତଦାନ ସାବ୍ୟସ୍ତ କରି ଫେରିବା ବେଳେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଉଛନ୍ତି କନ୍ଧମାଳଜିଲ୍ଲା ଦାରିଙ୍ଗବାଡ଼ି ଥାନା ପର୍ତ୍ତମାହା ଗାଁର ନିରଲ ନାୟକ। ସୂଚନା ଅନୁସାରେ, ଗତକାଲି ରାଜ୍ୟରେ…

‘ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରନ୍ତି, ଅନ୍ୟ ମାନେ ଭୋଟ୍ ପାଇଁ କାମ କରନ୍ତି’

କେନ୍ଦୁଝର: ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଆଦିବାସୀମାନେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜନଜାତି ସମ୍ପ୍ରଦାୟର ଲୋକମାନେ ବହୁତ ଭଲ ପାଆନ୍ତି ଯାହାର ପ୍ରମାଣ ଆଜି ଏହି ଜନସଭାରୁ ମିଳୁଛି ବୋଲି କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନୀସଭାରେ କହିଛନ୍ତି…

ସମ୍ବିତଙ୍କ ବିବାଦୀୟ ମନ୍ତବ୍ୟ: ପଲ୍ଲୀରୁ ଦିଲ୍ଲୀ ତେଜିଲା ରାଜନୀତି, ପ୍ରଭାବିତ ହେବ କି ଭୋଟ୍ ବ୍ୟାଙ୍କ?

ଭୁବନେଶ୍ୱର: ଯେଉଁଠୁ ପ୍ରଧାନମନ୍ତ୍ରୀଙ୍କୁ ରୋଡ ଶୋ କରାଇ ବିଜେପି ସାରା ଦେଶର ହିନ୍ଦୁ ଭୋଟରଙ୍କୁ ଗୋଟିଏ ବଡ଼ ବାର୍ତ୍ତା ଦେବାକୁ ପ୍ରୟାସ କରୁଥିଲା, ହେଲେ ଦଳୀୟ ପ୍ରାର୍ଥୀଙ୍କ ବିବାଦୀୟ ବୟାନ ବା ପାଟିରୁ ଖସି ଯାଇଥିବା କଥା ପାଇଁ ଅଡୁଆରେ ପଡିଥିବା କୁହାଯାଉଛି। ଆଉ ପୁରୀର ଏହି ବିଜେପି…

‘ମୁଖ୍ୟମନ୍ତ୍ରୀ ଡିବେଟ ପାଇଁ ଆସନ୍ତୁ, ସେ ଯେଉଁଠିକୁ ଡାକିବେ ମୁଁ ଯିବି’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଡିବେଟ ପାଇଁ ଆସନ୍ତୁ, ସେ ଯେଉଁଠିକୁ ଡାକିବେ ମୁଁ ଯିବି  । ଏମିତି କହି ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ । ମୁଁ ଆଶ୍ଚର୍ଯ୍ୟ ୨୪ ବର୍ଷର ଜଣେ ଆଦରଣୀୟ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଜଣେ ସାଂସଦଙ୍କୁ ଅଙ୍ଗୁଳି…

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ମତଦାନ । ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ୨୩…

ଏଠାରେ ହୋଇଛି ଶତ ପ୍ରତିଶତ ମତଦାନ

ଲଳିତପୁର: ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ବିଭିନ୍ନ ମାଧ୍ୟମରେ ପ୍ରଚାର କରାଯାଉଛି । ଏହା ସତ୍ୱେ ଭୋଟ ପ୍ରତିଶତ ହାର ଏବେ ବି ଉତ୍ସାହଜନକ ରହି ନାହିଁ । ଉତରପ୍ରଦେଶର ଲଲିତପୁର ମହାରୈନୀ ସୋଲଦାରେ ଦ୍ୱିପ୍ରହର ସୁଦ୍ଧା ଶତ ପ୍ରତିଶତ ମତଦାନ ହୋଇଥିଲା । ଏହି ଆଦିବାସୀ ବହୂଳ ଗ୍ରାମର ଜଣେ…

‘ଲୋକ ପରିବର୍ତ୍ତନ ଚାହୁଁଛନ୍ତି, ଓଡ଼ିଶାରେ ଏଥର ବିଜେପି ସରକାର ସୁନିଶ୍ଚିତ’

ଭୁବନେଶ୍ୱର: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ, ତୃତୀୟ ପର୍ଯ୍ୟାୟ ପାଇଁ ବିଭିନ୍ନ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରଚାର ପ୍ରସାର । ଆରି ଭିତରେ ଦଳ ଡିଆଁ ପର୍ବ ମଧ୍ୟ ଜାରି ରହିଛି । ବଳ ଗୋଟାଉଛି ବିଜେପି । ବିଜେଡି, କଂଗ୍ରେସ ସମେତ ଅନ୍ୟାନ୍ୟ ପ୍ରମୁଖ ରାଜନୈତିକ ଦଳର…

ନିର୍ବାଚନ ବେଳେ ତେଜିଲା ଚିଟଫଣ୍ଡ ପ୍ରସଙ୍ଗ: ମୋଦୀଙ୍କ ପରେ ଶାହ ଦେଲେ ବଡ଼ ଇସାରା

ଭୁବନେଶ୍ୱର: ଗୃହମନ୍ତ୍ରୀ ଅମିତ ଶାହ ସମ୍ବଲପୁରରେ ଚିଟଫଣ୍ଡ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ବିଜେପି ରାଜ୍ୟରେ ସରକାର ଗଠନ କରିବାର ୧୮ ମାସ ଭିତରେ ଚିଟଫଣ୍ଡରେ ସାମିଲ ଥିବା ବ୍ୟକ୍ତିଙ୍କୁ ଜେଲରେ ପୁରାଇବ। ଶାହଙ୍କ ଏହି ବୟାନକୁ ନେଇ ଆରମ୍ଭ ହୋଇଛି ବିତର୍କ। ନିକଟ ଅତୀତରେ ଯେଉଁ କିଛି…

କୋଟା ହାସଲ କରିଥିବା ରେସଲର ଅଲିମ୍ପିକ୍ସ ଖେଳିବାକୁ ଯିବେ, ଦାହିୟାଙ୍କୁ ଝଟକା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ନୂତନ ଅଧ୍ୟକ୍ଷ ସଞ୍ଜୟ ସିଂ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବିବାଦ ଥମିବାର ନାମ ଧରୁନି । ଯେଉଁ ରେସଲର କୋଟା ହାସଲ କରିଛନ୍ତି ସେମାନେ ପ୍ୟାରିସ ଅଲିମ୍ପିକ ଖେଳିବାକୁ ଯିବେ ବୋଲି ସଞ୍ଜୟ କହିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ୫୭ କିଗ୍ରା ଫ୍ରି ଷ୍ଟାଇଲ…

ସମ୍ବିତଙ୍କ ବିବାଦୀୟ ବୟାନ ପ୍ରସଙ୍ଗ: ‘ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖାଯାଉ, ସମ୍ବିତ ନିଜ ସ୍ବାସ୍ଥ୍ୟ ପ୍ରତି…

ଭୁବନେଶ୍ବର: ‘ଜଗନ୍ନାଥ ମୋଦିଙ୍କ ଭକ୍ତ’ ବୟାନ ପରେ ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ସେ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେବା ସମୟରେ କହିଛନ୍ତି, ବିଜେପି ଓଡିଆ ଅସ୍ମିତାର କଥା କହୁଛି, ପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡିଆ…