ମିଛର ସୀମା ରହୁନାହିଁ ବିଜେପିର, ଏମାନଙ୍କ ଉପରେ ଭରସା ନାହିଁ: ପାଣ୍ଡିଆନ
ବଲାଙ୍ଗୀର: ବାହାର ରାଜ୍ୟରୁ ବିଜେପିର ବଡ଼ ବଡ଼ ନେତା ଓ ମୁଖ୍ୟମନ୍ତ୍ରୀମାନେ ଆସୁଛନ୍ତି । କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଆସୁଛନ୍ତି । ବହୁତ ବଡ଼ ବଡ଼ କଥା କହୁଛନ୍ତି । ଏମାନେ ଓଡ଼ିଶାବାସୀଙ୍କୁ ଜାଣି ନାହାନ୍ତି, ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ କେତେ ଭଲ ପାଆନ୍ତି ତାହା ବି ଜାଣି ନାହାନ୍ତି…