ପ୍ରାର୍ଥୀ ବଦଳ ଜାଣିପାରି ଫେରାଇ ଦେଲେ ଟିକେଟ: ଅଜୟ କୁମାର
ଭୁବନେଶ୍ୱର: କଂଗ୍ରେସରୁ ପୁରୀ ସାଂସଦ ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି ଟିକେଟ ଫେରାଇବା ପରେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଅଜୟ କୁମାରଙ୍କ କହିବା ଅନୁସାରେ ପୁରୀ ଲୋକସଭା ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଥାନ୍ତା । ଏଥିପାଇଁ ଆମେ…