Latest Odisha News

BREAKING NEWS

ରେଳ ଷ୍ଟେସନରେ ପାନୀୟ ଜଳର ଉପଲବ୍ଧତା ନିଶ୍ଚିତ କରିବା ପ୍ରୟାସକୁ ତୀବ୍ର କରିଛି ରେଳ ମନ୍ତ୍ରଣାଳୟ

ଭୁବନେଶ୍ୱର: ଭାରତୀୟ ରେଳର ସମସ୍ତ ଷ୍ଟେସନରେ ଯାତ୍ରୀମାନଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ରେଳ ମନ୍ତ୍ରଣାଳୟ ପ୍ରତିବଦ୍ଧ। ଗ୍ରୀଷ୍ମ ସମୟରେ ଏବଂ ସମ୍ଭାବ୍ୟ ଉତ୍ତାପ ତରଙ୍ଗକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଷ୍ଟେସନ ମାନଙ୍କରେ ପାନୀୟ ଜଳର ଉପଲବ୍ଧତା ସମୀକ୍ଷା କରିଛି ଏବଂ ପର୍ଯ୍ୟାପ୍ତ ଯୋଗାଣ…

ବିଜେପିରେ ଯୋଗ ଦେଲେ ବିଜେଡି ରାଜ୍ୟ ସମ୍ପାଦକ ଅଜୟ ନାୟକ

ଭୁବନେଶ୍ୱର: ବିଜେଡି ସହ ଦୀର୍ଘ ବର୍ଷର ସଂପର୍କରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି ବିଜେପିରେ ଯୋଗ ଦେଲି ବୋଲି ବିଜେଡି ରାଜ୍ୟ ସଂପାଦକ ତଥା ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡି ନେତା ଅଜୟ ନାୟକ। ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ନାୟକ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ…

କାହିଁକି ଆମଦାନୀ ନେତାଙ୍କୁ ଭରସା ?

ଭୁବନେଶ୍ୱର: ଦଳଡିଆଁ ନେତାଙ୍କୁ ଟିକେଟ୍ । କାହିଁକି ଆମଦାନୀ ନେତାଙ୍କୁ ବିଜେଡିର ଭରସା ? ବିଜୟ ପାଇଁ ରଣନୀତି, ନା ପ୍ରସ୍ତୁତି ଅଭାବରୁ ତରବରିଆ ନିଷ୍ପତ୍ତି ? ୩୩ପ୍ରତିଶତ ମହିଳାଙ୍କୁ ଟିକେଟ୍‌, ବିଗାଡିଲା କି ଆଶାୟୀଙ୍କ ଖେଳ? କାହିଁକି ନିଜ ଦଳ ନେତାଙ୍କ ଅପେକ୍ଷା ଆମଦାନୀ ନେତା ପସନ୍ଦ ?…

ଭାଷା ଭାଗବତ : ଈଶ୍ବରାନୁଭୂତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବୁଝିଲେ 'ଈଶ୍ବର'ର ଅର୍ଥ ଜ୍ଞାନ ହୋଇପାରେନି ବ୍ୟର୍ଥ ଈଶ୍ବରମୟ ଏହି ବିଶ୍ବ ନୁହେ, ନ ଥିଲା କେବେ ନିଃସ୍ବ ଲୋକଂକୁ ଈଶ୍ବରାନୁଭୂତି ଦେଲେ ହେଁ ସମଗ୍ର ପ୍ରକୃତି ତାଂକୁ ମଣିଲେ ବସ୍ତୁ, ବ୍ଯକ୍ତି ଘଟଇ ସୁଜ୍ଞାନର କ୍ଷତି ଈଶ୍ବର…

ଜୀବନ୍ତ ସହର ଭୁବନେଶ୍ୱର, କଳା, ସଂସ୍କୃତି, ସ୍ଥାପତ୍ୟ,ଐତିହ୍ୟ ଏବଂ ଭାଷାର ପେଣ୍ଠସ୍ଥଳୀ

ପୀୟୂଷ ରଞ୍ଜନ ରାଉତଙ୍କ ଆଲେଖ୍ୟ ଅତୀତରେ ଭାରତର ସହରାଞ୍ଚଳ କଳା, ସଂସ୍କୃତି, ସ୍ଥାପତ୍ୟ,ଐତିହ୍ୟର ଭାଷା ଏବଂ ବେପାର ବାଣିଜ୍ୟର ପେଣ୍ଠସ୍ଥଳୀ ଭାବେ ପରିଗଣିତ ହୋଇ ଆସିଛନ୍ତି । ଫଳସ୍ୱରୂପ ଏହି ସହରମାନ ନିଜ ମଧ୍ୟରେ ଏକ ଐତିହାସିକ ପୃଷ୍ଠଭୂମି ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛନ୍ତି। ଏହି…

ବିଜେଡ଼ି ଓ ବିଜେପିର ଓଡ଼ିଶା ବିରୋଧି ନୀତି, କିଛି ନେତାମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବିକାଶ ବାଟବଣା

ଭୁବନେଶ୍ୱର: ରାଜ୍ୟରେ ବିଜେଡି ଓ ବିଜେପି ନେତାମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜନସାଧାରଣ ଦୀର୍ଘ ଦଶନ୍ଧି ଧରି ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଲୋକଙ୍କର କୌଣସି ଉନ୍ନତିମୂଳକ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସଂପନ୍ନ ହୋଇପାରୁନାହିଁ । ଏ ସନ୍ଧର୍ଭରେ…

ସ୍ଵାସ୍ଥ୍ୟ ପାନୀୟ ବର୍ଗରୁ ହଟିବ ବୋର୍ନଭିଟା, ଆଡଭାଇଜରୀ ଜାରି କଲା ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସମସ୍ତ ଇ-କମର୍ସ କମ୍ପାନୀମାନଙ୍କୁ ବୋର୍ନଭିଟା ପରି ସମସ୍ତ ପାନୀୟକୁ "ସ୍ୱାସ୍ଥ୍ୟ ପାନୀୟ" ଶ୍ରେଣୀରୁ ହଟାଇବା ପାଇଁ ଏକ ଆଡଭାଇଜରୀ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ କହିଛି ଯେ, ସମସ୍ତ ଇ-କମର୍ସ କମ୍ପାନୀଗୁଡିକ ସେମାନଙ୍କ ପ୍ଲାଟଫର୍ମରେ ବୋର୍ନଭିଟା ସମେତ ଏହି…

କେଜ୍ରିୱାଲଙ୍କ ସହ ତାଙ୍କ ପତ୍ନୀଙ୍କୁ ସାକ୍ଷାତ କରିବାକୁ ମିଳିଲାନି ଅନୁମତି, ଅମାନବୀୟ ବ୍ୟବହାର କହିଲେ ସଞ୍ଜୟ ସିଂହ

ନୂଆଦିଲ୍ଲୀ: ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ତାଙ୍କ ପତ୍ନୀଙ୍କୁ ବ୍ୟକ୍ତିଗତ ସାକ୍ଷାତ କରିବାକୁ ଅନୁମତି ଦିଆଗଲା ନାହିଁ। ଏନେଇ ଆମ୍ ଆଦମି ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଭାରତୀୟ ଜନତାଙ୍କ ବିରୋଧରେ…

ହିନ୍ଦୁଙ୍କ ଭାବନା ସହ ଖେଳୁଛି କି ପାକିସ୍ତାନ! ସରକାର ଭାଙ୍ଗିଲେ ବହୁ ପୁରାତନ ହିନ୍ଦୁ ମନ୍ଦିର

ନୂଆଦିଲ୍ଲୀ: ହିନ୍ଦୁମାନଙ୍କ ଭାବନା ସହ ଖେଳୁଛି କି ପାକିସ୍ତାନ! ହିନ୍ଦୁମାନଙ୍କ ଉପରେ ରାଗ ସୁଝାଉଛି କି ପାକିସ୍ତାନ! ଦୀର୍ଘ ଦିନ ଧରି ବନ୍ଦ ପଡି ରହିଥିବା ବହୁ ପୁରାତନ ହିନ୍ଦୁ ମନ୍ଦିରକୁ ଭାଙ୍ଗିଲା ପାକିସ୍ତାନ । ଖାଇବର ପଖ୍ତୁନଖୱା ପ୍ରଦେଶର ଏକ ଐତିହାସିକ ହିନ୍ଦୁ ମନ୍ଦିରକୁ ଭାଙ୍ଗି…

ଘନଉଛି ଯୁଦ୍ଧ ଆଶଙ୍କା, ଆଗାମୀ ୪୮ ଘଣ୍ଟା ଇସ୍ରାଏଲ୍ ପାଇଁ ଗୁରୁତ୍ଵପୂର୍ଣ୍ଣ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆଉ ଏକ ବଡ଼ ଯୁଦ୍ଧର ପଦଧ୍ବନୀ । ମୁହାଁମୁହିଁ ସ୍ଥିତିରେ ଇସ୍ରାଏଲ ଓ ଇରାନ୍‌ । ଯେକୌଣସି ମୂହୁର୍ତ୍ତରେ ହୋଇପାରେ ଆକ୍ରମଣ-ପ୍ରତିଆକ୍ରମଣ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇରାନ ସିଧାସଳଖ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିପାରେ। ୧୦୦ରୁ ଅଧିକ ଡ୍ରୋନ୍‌ ସହ ମିସାଇଲ…