Latest Odisha News

BREAKING NEWS

ଲଗାତର ପଞ୍ଚମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ହେଲେ ଭ୍ଲାଦିମିର ପୁଟିନ

ମସ୍କୋ: ଲଗାତର ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହୋଇଛନ୍ତି ଭ୍ଲାଦିମିର ପୁଟିନ । ଆୟୋଜିତ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ୮୭.୮% ପ୍ରତିଶତ ଭୋଟ୍ ମିଳିଛି । କ୍ରମାଗତ ଭାବେ ସେ ପଞ୍ଚମ ଥର ଦେଶର ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଆଗାମୀ ୬ ବର୍ଷ ପାଇଁ ଶାସନ କରିବେ । ଭ୍ଲାଦିମର…

ବିଶ୍ଵ ପଖାଳ ଦିବସ: ପ୍ରତିଟି ଓଡ଼ିଆଙ୍କ ପ୍ରିୟ ଏବଂ ଗର୍ବ, ସବୁଠି ବାସୁଛି ପଖାଳ ବାସ୍ନା

ଭୁବନେଶ୍ଵର: ଆଜି ବିଶ୍ଵ ପଖାଳ ଦିବସ । ଓଡ଼ିଆ ଲୋକଙ୍କ ଜୀବନଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ପରିଚୟ। ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଏହାର ମହତ୍ତ୍ୱ ମନେ ପକାଇବା ପାଇଁ ପ୍ରତି ବର୍ଷ …

ବିଏମସି କମିଶନର ପଦରୁ ହଟାଯାଇଥିବା କୁଲାଙ୍ଗେ ହେଲେ ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର: ବିଜୟ ଅମୃତା କୁଲାଙ୍ଗେଙ୍କୁ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍ (ଓମଫେଡ୍)ର ନୂତନ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି। ମାର୍ଚ୍ଚ ୧୬ ତାରିଖରେ ଜାରି…

ଓଡ଼ିଶାକୁ ବିଶ୍ୱସ୍ତରୀୟ କ୍ରିକେଟ୍ କୋଚିଂରେ ପରିଣତ ହେବ: ରବି ଶାସ୍ତ୍ରୀ

ଭୁବନେଶ୍ୱର: କଟକରେ ଥିବା ଏମଜିଏମ ସ୍କୁଲ୍ ଅଫ୍ ସ୍ପୋର୍ଟସ୍ ଭାରତର ଅଗ୍ରଣୀ କ୍ରିକେଟ୍ କୋଚିଂ ଅନୁଷ୍ଠାନ 'କୋଚିଂ ବିୟଣ୍ଡ୍' ସହ ଚୁକ୍ତି କରିଛି। ଟିମ୍ ଇଣ୍ଡିଆର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ବି ଅରୁଣ ଏବଂ ଆର ଶ୍ରୀଧରଙ୍କ ଦ୍ୱାରା ପ୍ରତିଷ୍ଠିତ କୋଚିଂ ବିୟଣ୍ଡ ଏହି ଅଭିଯାନ ପାଇଁ…

ମୟୂରଭଞ୍ଜରେ ମନରେଗା ପାଣ୍ଠି ଦୁର୍ନୀତି ଅଭିଯୋଗରେ ୩ ଇଞ୍ଜିନିୟରଙ୍କୁ ଇଡିର ନୋଟିସ୍

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ୩ କୋଟିରୁ ଅଧିକ ମୂଲ୍ୟର ମନରେଗା କାର୍ଯ୍ୟରେ ଅନିୟମିତତା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୩ ଜଣ ଯନ୍ତ୍ରୀଙ୍କୁ ନୋଟିସ ଜାରି କରିଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଯଶୀପୁର ବ୍ଲକର ପୋଡ଼ାଗଡ଼ା, ବରେହିପାଣି, ଅଷ୍ଟକୁମାର, ଗୁରୁଗାଡିଆ ଓ ଧଲାବାଣୀ…

ସାଂସଦଙ୍କ ଗାଡ଼ି ଉପରକୁ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅପରାଧୀମାନେ ଖୋଲାଖୋଲି ରାଜଧାନୀ ଛାତି ଉପରେ ଅପରାଧ ଘଟାଇ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହେଉଛନ୍ତି। ଆଜି ରାଜଧାନୀ ଭୁବନେଶ୍ୱରର ଏକ ବ୍ୟସ୍ତବହୁଳ ୟୁନିଟ ୪ ଅଞ୍ଚଳରେ ଘଟିଥିବା ଏକ…

ପନ୍ତ ହେବେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ସଂସ୍କରଣରେ ରିଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ୱ ତୁଲାଇବେ । ମଙ୍ଗଳବାର ଫ୍ରାଂଚାଇଜ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ ଘୋଷଣା କରାଯାଇଛି । ୧୪ ମାସ କ୍ରିକେଟଠାରୁ ଦୂରେଇ ରହିବା ପରେ ପନ୍ତ ଫିଟ ହୋଇ ପଡିଆକୁ ଫେରିଛନ୍ତି । ସେ ଏବେ ଭାଇଜାଗରେ ଟିମ…

ବଦଳିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର ନାମ

ବାଙ୍ଗାଲୋର: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣର କାଂଉଟଡାଉନ ଆରମ୍ଭ ହୋଇଯାଇଛି । ମଙ୍ଗଳବାର ଫ୍ରାଂଚାଇଜର ଏହାର ନାମ ବଦଳାଇବା ପାଇଁ ନିଷ୍ପତି ନେଇଛନ୍ତି । ଆରସିବି ଏଥର ନୂଆ ନାମ ସହ ପଡିଆକୁ ଓହ୍ଲାଇବ । ଏବେ ଏହାର ନୂତନ ନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁର ରଖାଯାଇଛି । ୨୦୧୪ରେ…

ଅଶ୍ୱଥାମାଙ୍କ ଭୂମିକା କରିବେ ଶାହୀଦ କାପୁର

ମୁମ୍ବାଇ: ଲୋକପ୍ରିୟ କଳାକାର ଶାହୀଦ କାପୁର ରୋଶନ ଆଣ୍ଡ୍ର‌୍ୟୁଏଜଙ୍କ ଫିଲ୍ମ ଦେବା ପରେ ଆଉ ଏକ ପୌରାଣିକ ଫିଲ୍ମ ସାଇନ କରିଛନ୍ତି । ତେରି ବାତୋଁ ମେଁ ଐସା ଉଲଝା ଫିଲ୍ମରେ ଶାହୀଦଙ୍କ ଭୂମିକାଙ୍କୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏବେ ସେ ଅଶ୍ୱଥାମାଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ…

ପାଣ୍ଡରାରୁ ହଟିଲା ଜବରଦଖଲ, ପୋଲିସ ହାଉସିଂ କର୍ପୋରେସନ ନିର୍ମାଣ କରିବ ବିଲ୍ଡିଂ

ଭୁବନେଶ୍ୱର: ପାଣ୍ଡରା ମୌଜା ଅନ୍ତର୍ଗତ ଖାତା ନମ୍ବର-1352 ପ୍ଲଟ ନଂ-3724, 3725ରେ ହୋଇଥିବା ଜବରଦଖଲକୁ ଉଚ୍ଛେଦ କଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)। ଏହି ସ୍ଥାନରେ ପୋଲିସ ହାଉସିଂ କର୍ପୋରେସନ ନିର୍ମାଣ କରିବ ବିଲ୍ଡିଂ । ବିଡିଏ ଏନଫୋର୍ସମେଣ୍ଟ ଟିମ୍ ପୂର୍ବାହ୍ଣରେ ପାଣ୍ଡରା…