Latest Odisha News

BREAKING NEWS

ଉଦଘାଟନର ଚାରି ମାସ ବି ପୁରିନି, ଦବିଗଲା ବିଜୁ ଏକ୍ସପ୍ରେସ ସେତୁ

ନୂଆପଡା: ପୂର୍ତ୍ତ ବିଭାଗର ପିସି କାରବାରର ନଗ୍ନ ଚିତ୍ର । ଠିକାଦାର ର ମନମୁଖୀ କାର୍ଯ୍ୟ ସହ ତତ୍କାଳୀନ ଯନ୍ତ୍ରୀ ଙ୍କ ପିସି ଖିଆ ମନୋଭାବ ଯୋଗୁଁ ମାତ୍ର ଛଅ ମାସ ମଧ୍ୟରେ ଦବିଗଲା କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ଏକ୍ସପ୍ରେସ ସେତୁ । ମୁଖ୍ୟମନ୍ତ୍ରୀ ଆସି ଉଦଘାଟନ କରିବେ ବୋଲି ତରବରିଆ…

ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ; ମାଡ଼ିବସିଲା ଭିଜିଲାନ୍ସ

କେନ୍ଦ୍ରାପଡା: ପିଲାମାନଙ୍କୁ ନୈତିକତା, ବୌଦ୍ଧିକ ଶିକ୍ଷା ଦେଉଥିବା ଶିକ୍ଷକ ଯଦି ଭୁଲ କରେ ତେବେ କହିବ ବା କାହାକୁ । ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବାନ୍ଧିଲା ଭିଜିଲାନ୍ସ । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ୫ହଜାର ଟଙ୍କା…

ଇପିଏଫ୍ ସୁଧହାର ବୃଦ୍ଧି: ଉପକୃତ ହେବେ ୭ କୋଟି କର୍ମଚାରୀ

ନୂଆଦିଲ୍ଲୀ: ବଢ଼ିଲା ଇପିଏଫ୍ ସୁଧହାର  । ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଇପିଏଫ୍ ସୁଧହାର ବୃଦ୍ଧି କରାଯାଇଛି । ସୁଧହାର ୮.୨୫କୁ ବୃଦ୍ଧି ହୋଇଛି । ଯଦ୍ୱାରା ପ୍ରାୟ ୭ କୋଟିରୁ ଅଧିକ ଇପିଏଫଓ କର୍ମଚାରୀ ଉପକୃତ ହୋଇପାରିବେ । ପୂର୍ବରୁ ଇପିଏଫ୍ ସୁଧହାରରେ ୦.୧୦ ପ୍ରତିଶତ ବଢ଼ାଯାଇଥିଲା ।…

ଜଣେ ନାବାଳକ ସହ ୪ ଜୀବନ ନେଲା ଇଟା ଭାଟି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅଧୀନ କମଲାଙ୍ଗ ଗାଁ ଇଟାଭାଟିରେ ଅଭାବନୀୟ ଘଟଣା । ଇଟାଭାଟିରେ ନିଆଁ ଲଗାଇ ତା’ ଉପରେ ଶୋଇଥିଲେ। ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଜଣଙ୍କ ଜୀବନ। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ବେଳେ ତାଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାଯାଇଛି।…

ହାତ ଧରିଲେ ଅଭିନେତା ମନୋଜ ମିଶ୍ର

ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର । ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଭାରୀ ଅଜୟ କୁମାର, ତଥା ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି । ଆଜି ସେ ଭୁବନେଶ୍ୱର ଆସି ହାତ ଧରିଛନ୍ତି । କଂଗ୍ରେସରେ ମିଶିବା ପରେ…

ଇଂଲଣ୍ଡ ବିପକ୍ଷ ବାକି ୩ଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ବାକି ୩ଟି ଟେଷ୍ଟ ପାଇଁ ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ୧୭ ସଦସ୍ୟ ଦଳରେ ବିରାଟ କୋହଲି ଓ ଶ୍ରେୟାସ ଆୟାର ନାହାନ୍ତି । ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଯଶପ୍ରୀତ ବୁମରାହ ବିଶ୍ରାମ ନେବେ ବୋଲି ଆଲୋଚନା ହେଉଥିଲେ…

କାମରେ ଆସୁନି ଆଦିବାସୀ ସଂଗ୍ରହାଳୟ, ବ୍ୟବସାୟୀ କରଣ କରାଯାଇ ନଷ୍ଟ କରାଯାଉଥିବା ଅଭିଯୋଗ …

ନବରଙ୍ଗପୁର: ସାରା ରାଜ୍ୟରେ ଆଦିବାସୀ ଜନଜାତିଙ୍କ ବ୍ୟବହୃତ ଜିନିଷ, ସେମାନଙ୍କ ରହିବା ଶୈଳି ଆଦି ବିଷୟରେ ଜଣିବା ପାଇଁ ନିର୍ମାଣ କରାଯାଇଥିଲା ଆଦିବାସୀ ସଂଗ୍ରହାଳୟ । କିନ୍ତୁ ରକ୍ଷଣାବେକ୍ଷଣା ଅଭାବରୁ ଖତ ଖାଉଛି ଏହି ଆଦିବାସୀ ସଂଗ୍ରହାଳୟ । ଯେଉଁ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିଲା ସେଥିପାଇଁ…

ଟ୍ରେନରେ ଫୁଟିଲା ଗୁଳି , ଜଣେ ଯବାନ ମୃତ

ରାୟପୁର: ଛତିଶଗଡ଼ର ରାୟପୁର ରେଳ ଷ୍ଟେସନ ନିକଟରେ ଆଜି ସକାଳେ ସାରନାଥ ଏକ୍ସପ୍ରେସ୍ ଟ୍ରେନ୍ ଭିତରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଜଣେ ଆରପିଏଫ୍  ଯବାନଙ୍କ ମୃତ୍ୟୁ ଘଟିଛି । ମୃତ ଯବାନଙ୍କ ନାଁ ଦିନେଶ ଚଦ୍ର ବୋଲି ଜଣାପଡ଼ିଛି । ଏହି ଘଟଣାରେ ମହମ୍ମଦ ଦାନିଶ ନାମକ ଜଣେ ଯାତ୍ରୀଙ୍କ…

ବିଧାୟିକା ଭି ସୁଜ୍ଞାନୀ ଦେଓଙ୍କ ପରଲୋକ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଭୁବନେଶ୍ଵର: ପରଲୋକରେ ଖଲ୍ଲିକୋଟର ରାଣୀ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନୀ ଦେଓ । ଗତ କିଛି ଦିନ ହେବ ସେ ଗୁରୁତର ହୋଇପଡିବାରୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବିଳମ୍ବିତ ରାତି ୧୨ଟା ୪୪ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି । ବିଧାୟିକା ଭି.…

କେଉଁଠାରେ ତିଆରି ହୋଇଥିଲା ସର୍ବପ୍ରଥମେ ସାବୁନ୍, କିଏ କରିଥିଲେ ଏହାକୁ ପ୍ରସ୍ତୁତ

ଭୁବନେଶ୍ଵର: ପ୍ରତ୍ୟକଙ୍କ ଘରେ ସାବୁନର ବ୍ୟବହାର ତ ନିଶ୍ଚୟ ହେଉଥିବ । ଶରୀର ପାଇଁ, ବାସନ ମାଜିବା ପାଇଁ, ପୋଷାକ ସଫା କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାର ସାବୁନ ବ୍ୟବହାର କରାଯାଏ । କିନ୍ତୁ କଣ ଆପଣ ଜାଣନ୍ତି କି ସର୍ବପ୍ରଥମେ ସାବୁନ୍ କେଉଁଠାରେ ବ୍ୟବହାର କରାଯାଇଥିଲା ଏବଂ କିଏ ଏହାର…