ଆଉ ୫୧ ବର୍ଷ ପରେ ଚନ୍ଦ୍ରମାରେ ମଣିଷ ସନ୍ତାନ ଜନ୍ମ କରିପାରିବ : ଷ୍ଟଡି
ନୂଆଦିଲ୍ଲୀ: ୨୦୭୫ ବେଳକୁ ଚନ୍ଦ୍ରପୃଷ୍ଠରେ ମଣିଷ ରହିବା ସହ ସନ୍ତାନ ଜନ୍ମ କରିପାରିବ ବୋଲି ଏକ ଷ୍ଟଡିରେ ଉଲ୍ଲେଖ କରାଯାଇଛି । ଦକ୍ଷିଣ ଧ୍ରୁବର ହେନ୍ସନ କ୍ରେଟରରେ ନୀଲ ଆର୍ମଷ୍ଟ୍ରଙ୍ଗ ଇଂଟରନ୍ୟାଶନାଲ ଲୁନାର ବେସ ହେବ । ଏହା ଚନ୍ଦ୍ରର ସାଉଥ ପୋଲରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ । ଚୀନ ଏବଂ…