ଠାକୁରଙ୍କୁ ବି ଛାଡିଲେନି; ସୁବର୍ଣ୍ଣମେରୁ ମନ୍ଦିର ରେ ପଶି ଦାନ ବାକ୍ସ ଚୋରୀ କଲେ ଦୁର୍ବୁତ୍ତ
ସୁବର୍ଣ୍ଣପୁର: ଠାକୁରଙ୍କୁ ବି ଛାଡୁନାହାନ୍ତି ଚୋର । ସୁବର୍ଣ୍ଣପୁର ସହରର ଇଷ୍ଟଦେବ ସୁବର୍ଣ୍ଣମେରୁ ମନ୍ଦିର ରେ ହୋଇଛି ଚୋରି । ଗତକାଲି ରାତିରେ ସହରର ସୁବର୍ଣ୍ଣମେରୁ ମନ୍ଦିରରୁ କେହି ଦୁର୍ବୁତ୍ତ ହୁଣ୍ଡିକୁ ଚୋରି କରି ନେଇଥିବା ଜଣାପଡିଛି । ଚୋର ମାନେ ମନ୍ଦିର ରୁ ହୁଣ୍ଡିକୁ ବୋହି ନେଇ ଏକ…