ହାଫ୍ ପ୍ୟାଣ୍ଟ ପିନ୍ଧି ବିବାହ କଲେ ନୂପୁର
ମୁମ୍ବାଇ: ହାଫ ପ୍ୟାଣ୍ଟ ପିନ୍ଧି ବିବାହ କଲେ ନୂପୁର ଶିଖରେ । ସେ ବଲିଉଡ୍ ସୁପରଷ୍ଟାର ଅମିର ଖାନ୍ଙ୍କ ଝିଅ ଇରା ଖାନ୍ଙ୍କୁ ବିବାହ କରିଛନ୍ତି । ଅତି ସାଧାରଣ ଢ଼ଙ୍ଗରେ ଦୁହେଁ ବିବାହ କରିଛନ୍ତି । ବିବାହର ଭୋଜି ବଡ଼ ଆକାରରେ ଦିଆଯିବ ବୋଲି ଜଣାପଡ଼ିଛି । ସବୁଠୁ ବଡ଼ କଥା ହେଲା, ବିବାହ ପାଇଁ…