Latest Odisha News

BREAKING NEWS

କରନ ନିଜେ ମାନିଲେ, ଫିଲ୍ମର ନେଗେଟିଭ ରେଟିଂରୁ ବଂଚିବା ପାଇଁ ନକଲି ରିଭ୍ୟୁ କରାଇଥାନ୍ତି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଓ ବିବାଦୀୟ ଫିଲ୍ମମେକର କରନ ଜୋହରଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ଫିଲ୍ମର ନେଗେଟିମ ରେଟିଂରୁ ବଂଚିବା ପାଇଁ ନକଲି ରିଭ୍ୟୁ କରାଇଥାଏ ବୋଲି ସେ ଏକ କାର୍ଯ୍ୟକ୍ରମରେ ନିଜେ ସ୍ୱୀକାର କରିଛନ୍ତି । ଏହା ଫଳରେ ଫିଲ୍ମ ଭଲ ହୋଇ ନ ଥିଲେ ମଧ୍ୟ ଦର୍ଶକ…

ମାନସିକ ରୋଗୀ ନା ସୁଚିନ୍ତିତ ଯୋଜନା, ମା’ କହିଲା ଶିଶୁ କନ୍ୟାକୁ ବୋରୱେଲରେ ପକାଇବାର କାରଣ

ସମ୍ବଲପୁର: ମୁହଁ ଖୋଲିଲେ ବିଜୟିନୀର ମା’ । କହିଲେ ମାନସିକ ସ୍ଥିତି ଠିକ୍ ନଥିବାରୁ ଶିଶୁକୁ ବୋରୱେଲ୍ ମଧ୍ୟକୁ ପକେଇ ଦେଇଥିଲି । ତେବେ ଏହି କଥା ଭିତରେ କେତେ ସତ୍ୟତା ରହିଛି ତା’ ଉପରେ ଏବେ ପ୍ରଶ୍ନ ଉଠିଛି । କାରଣ ବିଜୟିନୀର ମା’ ନିଜକୁ ମାନସିକ ରୋଗୀ କହୁଥିବା ବେଳେ ଡାକ୍ତର କିନ୍ତୁ ଏହି…

ବିକଶିତ ଭାରତ କାର୍ଯ୍ୟକ୍ରମକୁ ଧସେଇ ପଶିଲେ ଦୁବୃର୍ତ୍ତ ; ବ୍ୟାନର ଚିରିଲେ, କାଚ ଭାଙ୍ଗିଲେ  

ଭଦ୍ରକ; ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀର ଚୁଡାକୁଟି ପଞ୍ଚାୟତ ରାଲିରେ ଜୋର ଜବରଦସ୍ତ ପ୍ରବେଶ କରି ଭଙ୍ଗାରୁଜା କରିଛନ୍ତି କିଛି ଦୁବୃର୍ତ୍ତ ।  ସୂଚନା ଅନୁସାରେ ଧାମନଗରରେ ବିଜେପିର ବିକଶିତ ଭାରତ ସଙ୍କଳ୍ପ ରଥ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଅତର୍କିତ ଭାବରେ ବସର…

ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଟେଷ୍ଟରେ ସର୍ବନିମ୍ନ ସ୍କୋର: ସିରାଜଙ୍କ ଘାତକ ବୋଲିଂରେ ୫୫ରେ ଅଲଆଉଟ

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ପେସ ବୋଲିଂ ବାହିନୀ ଘାତକ ବୋଲିଂ କରିଛନ୍ତି । ମହମ୍ମଦ ସିରାଜଙ୍କ ୬ ୱିକେଟ ବଳରେ ଟିମ ଇଣ୍ଡିଆ ୫୫ ରନରେ ଦକ୍ଷିଣ ଆଫ୍ରିକାକୁ ଅଲଆଉଟ କରି ଦେଇଛି । ଯଶପ୍ରୀତ ବୁମରାହ ଓ ମୁକେଶ କୁମାର ୨ଟି ଲେଖାଁଏ ୱିକେଟ ନେଇଥିଲେ ।…

ସ୍କୁଲ ବସ୍ ପାଇଁ ଆସିଲା ଗାଇଡଲାଇନ, ବସ୍ ରେ ରହିବ ଅଗ୍ନି ନିର୍ବାପକ ଯନ୍ତ୍ର

ଭୁବନେଶ୍ଵର: ସ୍କୁଲ ବସ୍ ପାଇଁ ଆସିଲା ଗାଇଡଲାଇନ । ଗାଇଡଲାଇନ ଆଣିଛି ସଡକ ଓ ପରିବହନ ବିଭାଗ। ଏଣିକି ସ୍କୁଲ୍ ବସ୍ କିମ୍ବା ଭ୍ୟାନର ଆଗ ଓ ପଛରେ ପ୍ରାଞ୍ଜଳ ଭାବରେ ‘ସ୍କୁଲ ବସ୍’ ଲେଖାଯିବ । ସେହିପରି ଭଡାରେ ଲାଗିଥିବା ସ୍କୁଲ ବସ୍ କିମ୍ବା ଭ୍ୟାନରେ ‘ ଅନ୍ ସ୍କୁଲ୍ ଡ୍ୟୁଟି’ ଲେଖା ରହିବ ।…

ଧରାପଡ଼ିଲେ ୮ ଜଣିଆ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ଵର; କମିସନରେଟ୍ ପୁଲିସ ହାତରେ ରାଜ୍ୟ ବାହାରର ଗୋଟିଏ ବଡ଼ ଲୁଟେରା ଗ୍ୟାଙ୍ଗ୍ ଧରାପଡ଼ିଛି। ଏହି ଗ୍ୟାଙ୍ଗ ମୋବାଇଲ୍ ଫୋନ୍ ଲୁଟି ଏଥିରୁ ସିମ୍ କାଢ଼ିବା ପରେ ମୋବାଇଲ୍ ବ୍ୟବହାରକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିନେଉଥିଲେ। ଏହି ମାମଲାରେ ଝାଡ଼ଖଣ୍ଡ ସାହେବ ଗଞ୍ଜର ସେରଶାହା…

ଅନଲାଇନରେ ଗଣଦୁଷ୍କର୍ମର ଶିକାର ହେଲେ ୧୬ ବର୍ଷୀୟ ନାବାଳିକା, ଥାନାରେ ମାମଲା ରୁଜୁ

ନୂଆଦିଲ୍ଲୀ: ବ୍ରିଟେନରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର । ମେଟାଭର୍ସ ଗେମରେ ଜଣେ ୧୬ ବର୍ଷୀୟ ନାବାଳିକାକୁ ଅନଲାଇନରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ବ୍ରିଟେନ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମେଟାଭର୍ସ ଗେମରେ ଏଭଳି ଘଟଣା ବର୍ତ୍ତମାନ ସମସ୍ତଙ୍କୁ ଚକିତ…

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଉ: ବିଜେପି

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ପ୍ରଜ୍ଞାପୁରୁଷ ତଥା ଲକ୍ଷ ଲକ୍ଷ ଆଦିବାସୀମାନଙ୍କର ଆଶାର ପ୍ରାଣକେନ୍ଦ୍ର ଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ଆଜି ୧୫ବର୍ଷ ବିତିଗଲାଣି । କିନ୍ତୁ ବଡ ଆଶ୍ଚର୍ଯ୍ୟର ବିଷୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ତଦନ୍ତ କମିଶନ ରିପୋର୍ଟ…

ସ୍ଥାପନ ହେଲା ଶୁଭ ଖମ୍ବ, ପାଞ୍ଚ ଦିନ ଧରି ଜମିବ ଖଡ଼ିଆଳ ମହୋତ୍ସବ

ନୂଆପଡା: ଚଳିତ ମାସର ୨୯ ତାରିଖ ରୁ ୫ ଦିନ ଧରି ଜମିବ ଖଡ଼ିଆଳ ମହୋତ୍ସବ ୨୦୨୪  l ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଖଡ଼ିଆଳ ମହୋତ୍ସବ ୨୦୨୪ ପାଇଁ ଶୁଭ ଖମ୍ଭ ସ୍ଥାପନ କରାଯାଇଛି l ଏହି ଖମ୍ଭ ସ୍ଥାପନ ଉତ୍ସବରେ ଯୋଗ ଦେଇଥିଲେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ l ଚଳିତ ମାସ ର ୨୯ ତାରିଖ…

ପାହାଡ଼ି ଗ୍ୟାଙ୍ଗର ୮ ଲୁଟେରା ଗିରଫ, ମୋବାଇଲ ଚୋରି କରି ଖାଲି କରୁଥିଲେ ଆକାଉଣ୍ଟ

ଭୁବନେଶ୍ବର: ପୋଲିସ ହାତରେ ପାହାଡି ଗ୍ୟାଙ୍ଗ । ୨୨ ଟି ମୋବାଇଲ୍‌ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କଲା କମିଶନରେଟ ପୋଲିସ । ତେବେ ଗିରଫ ସମସ୍ତ ୮ ଜଣ ଲୁଟେରା ଝାଡ଼ଖଣ୍ଡର ହୋଇଥିବା ସୂଚନା ଦେଇଛି ପୋଲିସ । ସୂଚନା ଅନୂସାରେ, ଏହି ପାହାଡି ଗ୍ୟାଙ୍ଗ ଦୀର୍ଘ କିଛି ଦିନ ହେବ ମୋ ବସ୍ ଓ…