Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଦେବାଧିଦେବ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଦେବାଧିଦେବ ଭାବେ ବିବେଚନା କରିବା, କାରଣ ସେ (ଶ୍ରୀଜଗନ୍ନାଥ)କୌଣସି ଏକ ନିର୍ଦ୍ଧିଷ୍ଟ କାରଣର ଦେବତା ନୁହନ୍ତି, ବିଶ୍ୱର ସର୍ବ କାରଣରୁପ ସେ (ଶ୍ରୀଜଗନ୍ନାଥ )…

୧୦ ଜିଲ୍ଲାରେ ନିର୍ମାଣ ହେବ ଟ୍ରକ୍ ଟର୍ମିନାଲ

ଭୁବନେଶ୍ୱର : ଜାତୀୟ ରାଜପଥରେ ସୁରକ୍ଷିତ ଗାଡ଼ି ଚଳାଚଳ ସହ ଟ୍ରକ୍ ଚାଳକଙ୍କ ସୁବିଧା ପାଇଁ ୧୦ ଜିଲାରେ ନିର୍ମାଣ ହେବ ଟ୍ରକ ଟର୍ମିନାଲ । ଏଥିପାଇଁ ଡିପିଆର ପ୍ରସ୍ତୁତ ହୋଇଛି । ଏଥିଲାଗି ୩୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଜମି ଚିହ୍ନଟ ହୋଇସାରିଥିବାରୁ ଡିପିଆର ପ୍ରସ୍ତୁତି ପାଇଁ କିଛି…

ଦୁନିଆର ସବୁଠୁ ବୟସ୍କ କଇଁଛ,ବୟସ ହେଲାଣି ୧୯୧ ବର୍ଷ

ନୂଆଦିଲ୍ଲୀ: ଦୁନିଆରେ ଭିନ୍ନ ଭିନ୍ନ ପ୍ରଜାତିର କଇଁଛ ଅଛନ୍ତି । ସେଥିମଧ୍ୟରୁ କିଛି କଇଁଛ ୧୦ରୁ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବାବେଳେ ଆଉ କିଛି ପ୍ରଜାତିର କଇଁଛ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତିି । ଜୋନାଥନ ନାମକ ଏକ କଇଁଛ ବିଶ୍ୱର ସବୁଠୁ ବୟସ୍କ କଇଁଛ ଭାବେ ଜଣାଶୁଣା । ଏହି କଇଁଛ…

ଦେଶର ସବୁଠାରୁ ସୁରକ୍ଷିତ ସହର ହେଉଛି କୋଲକତା

କୋଲକାତା: ଦେଶରେ ସବୁଠାରୁ ସୁରକ୍ଷିତ ସହର ହେଉଛି କୋଲକତା । ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ ରେକର୍ଡ ଅନୁସାରେ ୨୦୨୩ରେ ଦେଶର ସବୁଠାରୁ ସୁରକ୍ଷିତ ସହର ଭାବେ କୋଲକାତାକୁ ମାନ୍ୟତା ମିଳିଛି । ଲଗାତାର ୩ୟ ଥର ପାଇଁ କୋଲକାତାକୁ ଦେଶର ସୁରକ୍ଷିତ ସହର ଭାବେ ଘୋଷଣା କରାଯାଇଛି । ପ୍ରତି…

ବାତ୍ୟା ଯାଗୁ ଫସିଗଲେ ୨୦୦ ଟେବୁଲ ଟେନିସ ଖେଳାଳି

ବିଜୟୱାଡା: ମିଗଜୋମ ପ୍ରଭାବରେ ୁ ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଛି । ସବୁଆଡ଼େ ପାଣି ଜମି ରହିଛି । ଘରୁ ବାହାରିବା ବି ସମ୍ଭବ ହେଉନାହିଁ । ବର୍ଷା ଓ ପବନ ଯୋଗୁ ୨୦୦ ଟେବୁଲ ଟେନିସ ଖେଳାଳି ଫସି ଯାଇଛନ୍ତି । ଏହି ଖେଳାଳୀମାନେ ସେଠାରେ ଆୟୋଜିତ ନ୍ୟାଶନାଲ…

ଟ୍ରେନରେ ମଦ୍ୟପାନ କରୁଥିବା ବେଳେ ଗିରଫ ହେଲେ ୩ ଯୁବକ

ନୂଆଦିଲ୍ଲୀ: ଟ୍ରେନରେ ମଦ୍ୟପାନ କରୁଥିବା ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜଣେ ମହିଳା ଯାତ୍ରୀଙ୍କ ଅଭିଯୋଗର ମାତ୍ର ୧୨ ମିନିଟ୍‌ରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ନିକଟରେ ଜଣେ ମହିଳା ଯାତ୍ରୀଙ୍କ ଅଭିଯୋଗର ୧୨ ମିନିଟ ମଧ୍ୟରେ ୩ଜଣ ମଦ୍ୟପଙ୍କୁ ଟ୍ରେନରୁ ଗିରଫ…

ବାତ୍ୟା ମିଗ୍‌ଜୋମ୍‌ରେ ଫସିଲେ ଅମୀର ଖାନ୍‌

ମୁମ୍ବାଇ: ସ୍ଥଳ ଭାଗ ଛୁଇଁଛି ବାତ୍ୟା ମିଗ୍‌ଜୋମ । ଲ୍ୟାଣ୍ଡଫଲ କରିବା ପରେ ବାତ୍ୟା ମିଗ୍‌ଜମ ତାଣ୍ଡବ ରଚିଛି । ଚେନ୍ନାଇରେ ବାତ୍ୟାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ଏହାରି ଭିତରେ ଫସି ଯାଇଛନ୍ତି ଅଭିନେତା ଅମୀର ଖାନ୍ । ଏନେଇ ସାଉଥ ସୁପରଷ୍ଟାର ବିଷ୍ଣୁ ବିଶାଲ ସୂଚନା ଦେଇଛନ୍ତି । ସେ…

୧୫ରୁ କୋରାପୁଟରେ ଚାଲିବ ଲକ୍ଷ୍ମୀ ବସ୍‌: ଜୟପୁର ବ୍ଲକରେ ୩ଟି ରୁଟରେ ଗଡ଼ିବ

ଜୟପୁର: ମାଲାକାନଗିରି, ଗଜପତି, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା ପରେ ଏବେ କୋରାପୁଟ ଜିଲାରେ ଗଡ଼ିବ ଲକ୍ଷ୍ମୀ ବସ । କୋରାପୁଟ ଜିଲ୍ଲାରେ ଆସନ୍ତା ୧୫ତାରିଖରେ ଏହାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାରମ୍ଭିକ ଭାବେ ୨୦ଟି ନୂଆ ବସ ଆସିବା ସହ ଷ୍ଟିକରିଂ ଚାଲିିଥିବା…

ରାଜ୍ୟରେ ‘ମହିଳା ସୁରକ୍ଷା ବ୍ୟବସ୍ଥା’ କେବଳ ‘ନୀଳ ରଙ୍ଗ ବୋର୍ଡ’ରେ ସୀମିତ: ବିଜେପି

ଭୁବନେଶ୍ୱର: ମହିଳା ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ହିଂସା ପାଇଁ ଗୃହ ବିଭାଗ ସଂପୂର୍ଣ୍ଣ ଦାୟୀ । ରାଜ୍ୟରେ 'ମହିଳା ସୁରକ୍ଷା ବ୍ୟବସ୍ଥା' କେବଳ 'ନୀଳ ରଙ୍ଗ ବୋର୍ଡ'ରେ ସୀମିତ ହୋଇ ରହିଛି । ଗତକାଲି ଏନ୍‌ସିଆର୍‌ବି ରିପୋର୍ଟ ପ୍ରକାଶ ପାଇବା ପରେ ବିଜେଡି ଉପରେ ବର୍ଷିଛନ୍ତି ରାଜ୍ୟ ମୁଖପାତ୍ର…

ସଫଳ କ୍ୟାରିୟରରୁ ବର୍ବାଦ ଆଡକୁ ପଳାଇ ଯାଇଥିଲେ ବବି ଦେଓଲ..ଏବେ ପୁଣି ଚର୍ଚ୍ଚାରେ

ମୁମ୍ବାଇ: ଆନିମଲ ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରୁଛି । ରଣବୀର କାପୁର, ବବି ଦେଓଲ ଓ ଅନୀଲ କାପୁରଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣୁଛି । ତେବେ ଏହି ଫିଲ୍ମ ବବିଙ୍କ କ୍ୟାରିୟରକୁ ନୂତନ ଦିଗ ପ୍ରଦାନ କରିଛି । ୧୯୯୫ରେ ବରସାତ ଫିଲ୍ମ ମାଧ୍ୟମରେ ବବି ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୨…