Latest Odisha News

BREAKING NEWS

ଉଦ୍ଧାର କାର୍ଯ୍ୟର ସଫଳତା ପାଇଁ ଭଗବାନଙ୍କୁ ପ୍ରାର୍ଥନା କଲେ ବିଦେଶୀ ବିଶେଷଜ୍ଞ

ଉତ୍ତରକାଶୀ: ୧୭ ଦିନ ବିତିଗଲାଣି । ତଥାପି ମିଳୁନଥିଲା ସଫଳତା ।  ଯେମିତି ବିଜ୍ଞାନ ଏଠି ବିଫଳ ହୋଇ ପଡିଥିଲା ! ପ୍ରକୃତି ପାଖରେ ଯେମିତି ହାର ମାନି ଯାଇଥିଲା ଯନ୍ତ୍ର । ସୂର୍ଯ୍ୟ, ଚନ୍ଦ୍ରରେ ପହଞ୍ଚି ପାରୁଛି..ହେଲେ ୫୦ମିଟର ମାଟିତଳେ ପହଞ୍ଚି ପାରୁନି ମଣିଷ ! ଏହା ପ୍ରକୃତିର ଚାଲେଞ୍ଜ…

ଥାନା ବାବୁଙ୍କ ଟଙ୍କା ଗୋଦାମ : ଏଯାବତ୍ ଘର ଓ କ୍ବାର୍ଟର୍ସରୁ ମିଳିଲାଣି ୩୭ ଲକ୍ଷ ଟଙ୍କା

କଟକ : ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥିଙ୍କ ଘରୁ ମିଳିଲା ପ୍ରଚୁର ଟଙ୍କା । କଟକ ବକ୍ସିବଜାର କ୍ବାର୍ଟର୍ସରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଛି । କାଲି ଆଇଆଇସିଙ୍କ ବୈପାରୀଗୁଡା ଘର ଓ ଅଫିସରୁ ପ୍ରାୟ ୭.୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏଯାବତ୍ ଆଇଆଇସିଙ୍କ ଘର ଓ କ୍ବାର୍ଟର୍ସରୁ…

ଉର୍ଦ୍ଦୁ ଏବଂ ମୁସଲିମ ବହୁଳ ଅଞ୍ଚଳ ସ୍କୁଲରେ ଏଣିକି ଶୁକ୍ରବାର ହେବ ସାପ୍ତାହିକ ଛୁଟି

ପାଟନା: ବିହାର ଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଯାହା ଶୀତଦିନଆ ରାଜନୀତିକୁ ଉଷୁମ କରିଦେଇଛି । ଏହି ନିଷ୍ପତ୍ତିକୁ ନେଇ ସରକାର ଉପରେ ବର୍ଷିଛନ୍ତି ବିରୋଧୀ । ସରକାର ଏପରି ଏକ ନିଷ୍ପତ୍ତି କାହିଁକି ନେଇଛନ୍ତି ଏବଂ ଏହା ପଛରେ କ’ଣ କାରଣ ରହିଛି ଏ ନେଇ ପ୍ରଶ୍ନ…

ଫିଟ୍ ରହିବା ପାଇଁ ଶୀତଦିନେ ଖାଆନ୍ତୁ ଅଦା ହାଲୁଆ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତି

ଭୁବନେଶ୍ଵର: ଆସିଛି ଶୀତ ଋତୁ । ଶୀତ ସହ ଥଣ୍ଡା, ଜ୍ଵର ଓ କାଶ ଭଳି ରୋଗର ଆଶଙ୍କ ମଧ୍ୟ ବଢିବାରେ ଲାଗିଛି । ଏହି ଶୀତ ଋତୁରେ ହେଉଥିବା ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୋକମାନେ ଅନେକ ପ୍ରକାର ଉପଚାର କରିଥାନ୍ତି । ବିଭିନ୍ନ ପ୍ରକାର ଔଷଧ ସହ ଅନେକ ଗରମା ଗରମ ଖାଦ୍ୟ…

ବିଗତ ଶତାବ୍ଦୀର ମହାପୁରୁଷ ମହାତ୍ମା ଗାନ୍ଧୀ, ଚଳିତ ଶତାବ୍ଦୀର ଯୁଗପୁରୁଷ ନରେନ୍ଦ୍ର ମୋଦି-ଉପରାଷ୍ଟ୍ରପତି

ମୁମ୍ବାଇ:ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୋମବାର ମହାତ୍ମା ଗାନ୍ଧୀଙ୍କୁ ବିଗତ ଶତାବ୍ଦୀର ମହାପୁରୁଷ ବୋଲି କହିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚଳିତ ଶତାବ୍ଦୀର ଯୁଗପୁରୁଷର ମାନ୍ୟତା ଦେଇଛନ୍ତି । ଧନଖଡ କହିଛନ୍ତି, ‘ମହାତ୍ମା ଗାନ୍ଧୀ ସତ୍ୟାଗ୍ରହ ଏବଂ ଅହିଂସା ମାଧ୍ୟମରେ ଆମକୁ…

ଗୌତମ ସିଂହାନିଆଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପତ୍ନୀ ନବାଜ: କହିଲେ, ଭୋକ ଉପାସରେ ତିରୁପତି ସିଡି…

ନୂଆଦିଲ୍ଲୀ: ପାରବାରିକ ବିବାଦକୁ ନେଇ ଏବେ ଚର୍ଚ୍ଚାରେ ରେମଣ୍ଡ ଗ୍ରୁପର ଡାଇରେକ୍ଟର ଗୌତମ ସିଂହାନିଆ  । ଖୁବ ଶୀଘ୍ର ଗୌତମ ସିଂହାନିଆ ଓ ପତ୍ନୀ ନବାଜ ମୋଦିଙ୍କ ବିବାହ ବିଚ୍ଛେଦ ହେବ  । ଏ ନେଇ ଗୌତମ ସିଂହାନିଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ ସାରିଛନ୍ତି । ଏପଟେ ଗୌତମ…

ଆଜି ଛାଡ଼ଖାଇ, ଜାଣନ୍ତୁ ଛାଡଖାଇର ପ୍ରକୃତ ଅର୍ଥ

ଭୁବନେଶ୍ଵର: ସରିଲା ଧର୍ମ ମାସ କାର୍ତ୍ତିକ । ଆଜି ହେଉଛି ଛାଡଖାଇ । ମାସକ ଯାକ ନିରାମିଷ ଖାଇବା ପରେ ଆଜି ପାଟିରେ ଟିକିଏ ଆମିଷ ବାଜିବ । ଚଳିତ ବର୍ଷ ମଙ୍ଗଳବାରରେ ଛାଡଖାଇ ପଡିଥିଲେ ମଧ୍ୟ ଆମିଷ ଦୋକାନରେ ଖଚାଖଚ୍ ଭିଡ । କିନ୍ତୁ କଣ ଆପଣ ଜାଣିଛନ୍ତି କି, ପ୍ରକୃତରେ ଛାଡଖାଇର ଅର୍ଥ କ’ଣ ?…

ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥିଙ୍କ ଘରୁ ମିଳିଲା ବିଡା ବିଡା ଟଙ୍କା

କଟକ : ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥିଙ୍କ ଘରୁ ମିଳିଲା ବିଡା ବିଡା ଟଙ୍କା  । ଆଜି କଟକ ବକ୍ସିବଜାର ସ୍ଥିତ କ୍ବାର୍ଟର୍ସରୁ ୨୫ ଲକ୍ଷ ଟଙ୍କା ମିଳିଥିବା ସୂଚନା ମିଳିଛି । ୫ଶହ ଟଙ୍କିଆ ଓ ଅନ୍ୟାନ୍ୟ ନୋଟ୍ ମିଳିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । କାଲି ଆଇଆଇସିଙ୍କ…

କାହିଁକି ମାଟି ହାଣ୍ଡି ଭିତରେ ପୂଜା ପାଆନ୍ତି ମାଆ ?

ପିପିଲି: ଓଡିଆ ଘରେ ବାର ମାସରେ ତେର ପର୍ବ ପାଳିତ ହୁଏ  । ଓଡିଶାରେ ଅନେକ ମଠ, ମନ୍ଦିର , ପର୍ଯ୍ୟଟନସ୍ଥଳୀ ରହିଛି । ଯେଉଁ ଭିନ୍ନ ଭିନ୍ନ ରୀତିନୀତି ଅନୁଯାୟୀ ଭଗବାନଙ୍କୁ ପୂଜାର୍ଚ୍ଚନା କରାଯାଏ  । ସେଥିମଧ୍ୟରୁ ଏପରି ଏକ ସ୍ଥାନ ହେଉଛି ମା ଉତ୍ତରାୟଣୀଙ୍କ ପୀଠ  । ଯାହା ପୁରୀ ଜିଲ୍ଲା…

ଚାଷ ଜମିରୁ ଘରକୁ ଫେରୁଥିବାବେଳେ କଚାଡି ମାରିଲା ହାତୀ

ସୁନ୍ଦରଗଡ : ବନ ବିଭାଗର ବହୁ ଚେଷ୍ଟା ପରେ ବି ଥମୁନି ହାତୀଙ୍କ ଦୌରାତ୍ମ୍ୟ । ହାତୀ-ମଣିଷ ଲଢେଇ ଭିତରେ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷ ତାର ବହୁ ମୂଲ୍ୟ ଜୀବନ ହରାଉଛି । ଆଜି ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ଗରଡବାହାଲ ଗାଁରେ । ଚାଷ ଜମିରୁ ଘରକୁ…