Latest Odisha News

BREAKING NEWS

ଶାହାରୁଖଙ୍କ ଘୁଘୁଂଡିରେ ବ୍ୟତୀବ୍ୟସ୍ତ ହୋଇ ପଡିଥିଲେ ସଲମାନ

ମୁମ୍ବାଇ: ଦୀର୍ଘ ଦିନର ଅଶାନ୍ତି ପରେ ଧିରେ ଧିରେ ଶାହାରୁଖ ଖାଁ ଓ ସଲମାନ ଖାଁଙ୍କ ବନ୍ଧୁତା ମଜଭୁତ ହେବାରେ ଲାଗିଛି । ପଠାନ, ଟାଇଗର ୩ରେ ଉଭୟ ଏକତ୍ର ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି । ଏହି ଅବସରରେ କରନ ଅର୍ଜୁନ ଫିଲ୍ମ ଶୁଟିଂ ଅବସରର ଏକ ମଜାଦାର ଘଟଣା ସଲମାନ…

ଶୀତଦିନେ କିପରି ନେବେ ତ୍ଵଚାର ଯତ୍ନ, ଜାଣନ୍ତୁ କିଛି ଘରୋଇ ଉପାୟ…

ଭୁବନେଶ୍ଵର: ଆରମ୍ଭ ହୋଇଗଲାଣି ଶୀତଋତୁ। ଶୀତଦିନରେ କିଛି ଲୋକ ମାନଙ୍କର ଚର୍ମ ଜନିତ ସମସ୍ୟା ଦେଖା ଯାଇଥାଏ । ଶୀତଦିନରେ ବିଶେଷ କରି ମହିଳା ମାନଙ୍କ କ୍ଷେତ୍ରରେ ମୁହଁ, ଗୋଡ, ହାତ ଫାଟିବା ଭଳି ସମସ୍ୟା ଦେଖା ଯାଇଥାଏ । କାରଣ ଶୀତଦିନରେ ସ୍କିନ ଡ୍ରାଏ ହୋଇଯାଏ ଯାହା କାରଣରୁ ସ୍କିନ ଫାଟିଥାଏ ।…

ଜନ୍ମମାଟିରେ ରାଷ୍ଟ୍ରପତିଙ୍କ ୨ୟ ଦିନ: ପାହାଡପୁରରେ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ…

ବାରିପଦା :ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ୨ୟ ଦିନ । ଆଜି ପାହାଡପୁର ଓ ରାଇରଙ୍ଗପୁରରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ରାଷ୍ଟ୍ରପତି ଆଜି ନିଜ ବାସଭବନରୁ ବାହାରି ପାହାଡପୁରରେ ପହଞ୍ଚିଛନ୍ତି । ପାହାଡପୁରର ମୁର୍ମୁ ଛକରେ ସ୍ୱାମୀ ତଥା ସ୍ୱର୍ଗତ…

ଅଧା ରହିଗଲା ଜଗା ଦର୍ଶନ, ସଡ଼କ ଦୁର୍ଘଟଣାରେ ଚାଲି ଗଲା ଦୁଇ ଜୀବନ

ଯାଜପୁର: ଅଧାରେ ରହିଗଲା ଜଗା ଦର୍ଶନ । ପବିତ୍ର ଅଁଳା ନବମୀ ଅବସରରେ ଜଗା ଦର୍ଶନ ପାଇଁ ପୁରୀ ଗଲାବେଳେ ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପାଣିକୋଇଲି ଶର୍ମା ପେଟ୍ରୋ ପମ୍ପ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେ ଦୁଇ ମୃତ , ୮…

ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ, ଉପବାଚସ୍ପତି ଭାବେ ସାଲୁଗା ପ୍ରଧାନ ନିର୍ବାଚିତ

ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ବିଧାନସଭାର ଉପବାଚସ୍ପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଚଳିତ ମାସ ୪ ତାରିଖରେ ସାଲୁଗାଙ୍କୁ…

ଆଜି ପବିତ୍ର ଅଁଳା ନବମୀ : ସାକ୍ଷୀଗୋପାଳରେ ଓଡିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀରାଧା

ପୁରୀ : ଆଜି ପବିତ୍ର ଅଁଳାନବମୀ  । ରାଧାପାଦ ଦର୍ଶନ ଲାଗି ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ନୀତିକାନ୍ତି ସରିବା ପରେ ଭୋର୍ ୫ଟାରୁ ଭକ୍ତମାନେ ଧାଡି ବାନ୍ଧି ରାଧା ପାଦ ଦର୍ଶନ କରୁଛନ୍ତି । ବିଶ୍ବାସ ରହିଛି ଏହି ଦିନ ରାଧା ପାଦ…

ବିରୋଧୀ, ସରକାରଙ୍କ ରଣନୀତି ପ୍ରସ୍ତୁତ: ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନ ଆଜିଠୁ ଆରମ୍ଭ ହୋଇ ଆସନ୍ତା ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ନେଇ ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଗାମୀ ନିର୍ବାଚନ ପୂର୍ବରୁ ଏହା ବିଧାନସଭାର ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ ହେବ ।…

ବାପା-ମା’ଙ୍କ ଚାପ ଛାତ୍ର ଆତ୍ମହତ୍ୟାର ଅନ୍ୟତମ କାରଣ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ଦେଶରେ ବୃଦ୍ଧି ପାଉଥିବା ଆତ୍ମହତ୍ୟା ଏକ ଚିନ୍ତାର କାରଣ ହୋଇଛି । ବିଶେଷକରି ଛାତ୍ର ଆତ୍ମହତ୍ୟାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା । ଏହି ପରିପ୍ରେକ୍ଷୀରେ  ଉଚ୍ଚତମ ନ୍ୟାୟାଳୟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଦେଶରେ ବୃଦ୍ଧି ପାଉଥିବା ଛାତ୍ରଛାତ୍ରୀଙ୍କ…

ସନେଟ : ସପନ ସଞ୍ଜରେ

ଅଞ୍ଜଳି ଗିରି ଆଶାୟୀ ହୃଦୟେ ରାତ୍ରି ଅଗଣାରେ ଚିକିମିକି ତାରାଫୁଲ, ପ୍ରୀତି ପ୍ରଣୟରେ ବିରହ ଦୀପକ ସାଜିଣ ମାଗନ୍ତି ମୂଲ । ବହଳ ଚାନ୍ଦିନୀ ବିଞ୍ଚିଦେଇ ଜହ୍ମ ଜଗାଏ ମହୁଲି ନିଶା, କିଛି କିଛି ସ୍ବପ୍ନ ଆବେଗ ଉଛ୍ୱ।ସ ବଖାଣିଲେ ହୃଦ ଭାଷା ।। ଶାନ୍ତ ସମୀରଣ ଜାଗେ ଶିହରଣ ମଉଳା ମନକୁ…

ଭାଷା ଭାଗବତ : କଥାଖୋର୍‌ ଜାତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ସ୍ବାର୍ଥ-ଅଠାରେ ଯାହା ଯୋଡ଼ା ଭାଂଗିଲେ ହୁଏନି ସଜଡ଼ା ଛିଡ଼ିଗଲେ ବଂଧନ ଡୋର କୁଟୁଂବ ହୁଏ ବାର ଦ୍ବାର ସୁଯୋଗ ଉଂଡୁଥିବା ଦଳ ବିରୋଧ କରଂତି ପ୍ରବଳ ଥରଟେ ଚାଖିଲେ କ୍ଷମତା ହରାଂତି ବୁଦ୍ଧି, ଜ୍ଞାନବତ୍ତା ଶାସକ, ବିରୋଧୀ ମଧ୍ୟରେ…