Latest Odisha News

BREAKING NEWS

ରାମ୍ ଫିଲ୍ମ ନ ଚାଲିବାରେ ଥାଇପାରେ ସ୍ୱାମୀଙ୍କ ସମ୍ପୃକ୍ତି, ଏମିତି କିଛି କହିଲେ ମନୋଜଙ୍କ ପତ୍ନୀ

ଭୁବନେଶ୍ୱର,: ଓଲିଉଡରେ ଚାଲିଥିବା କଳି ଭିତରେ ଅଭିନେତା ମନୋଜ ମିଶ୍ରଙ୍କ ପତ୍ନୀ ମାନା ମିଶ୍ର ମୁହଁ ଖୋଲିଛନ୍ତି । ଏବେ ସୋସିଆଲ ମିଡ଼ିଆରେ ତାଙ୍କର ଏକ ପୋଷ୍ଟ ଚର୍ଚ୍ଚାର ପରିସରକୁ ଆସିଛି । କଳିର ସମାଧାନ କରି ଶାନ୍ତିରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ପତ୍ନୀ । ଏମିତିକି ଯେଉଁମାନେ…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ସଦିହ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ଲକ୍ଷ୍ମୀବସ୍ ଲୋକାର୍ପିତ…

କଳାହାଣ୍ଡି: ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ। ସହିଦ୍ ରେଣ୍ଡୋ ମାଝୀ ମେଡିକାଲ୍ କଲେଜ ଉଦ୍ଘାଟନ ସହ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଉତ୍ସବମୁଖର ହୋଇଉଠିଛି ବିଜେଡି ଶିବିର ଏବଂ ଜିଲ୍ଲାବାସୀ। କାରଣ…

ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଉଦ୍‌ଯାପିତ: ଭାରତନାଟ୍ୟମ, କଥକ ନୃତ୍ୟ ଏବଂ ବଂଶୀବାଦନରେ ଦର୍ଶକ ବିିଭୋର

ଭୁବନେଶ୍ୱର:ରବୀନ୍ଦ୍ରମଣ୍ଡରେ ଆୟେଜିତ ୧୭ତମ ଗୁରୁ ଦେବପ୍ରସାଦ ଦାସ ପୁରସ୍କାର ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ଆରମ୍ଭରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗୁରୁ ଦେବପ୍ରସାଦ ସମ୍ମାନ ୨୦୨୩, ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅମୂଲ୍ୟ…

ଗଣଶିକ୍ଷା ବିଭାଗକୁ ଘାରିଲା ମାଟ୍ରିକ୍ ପିଲାଙ୍କ ଚିନ୍ତା: ରାଜ୍ୟ ସରକାର ଆଣିଲେ ‘ଜିରୋ ଏଫ୍ ମିଶନ’

ଭୁବନେଶ୍ୱର: ସରକାରଙ୍କୁ ଘାରିଛି ମାଟ୍ରିକ୍ ପିଲାଙ୍କ ଚିନ୍ତା। ମାଟ୍ରିକ ପରୀକ୍ଷାରେ ଯେଭଳି କୌଣସି ପିଲା ଫେଲ ନହେବେ ସେ ନେଇ ମାର୍ଗଦର୍ଶିକା ଜାରି କରିଛି ଗଣଶିକ୍ଷା ବିଭାଗ। ମାଟ୍ରିକରେ କେହି ଫେଲ ହେବେନି ତେଣୁ ରାଜ୍ୟ ସରକାର ଆଣିଲେ ‘ଜିରୋ ଫେଲ ମିଶନ’ମାଟ୍ରିକ୍ ପରୀକ୍ଷାରେ ଶତ ପ୍ରତିଶତ…

ବିଶ୍ୱ ସହର ଦିବସରେ ଓଡ଼ିଶାର ଆଭିମୁଖ୍ୟ

ପୀୟୂଷ ରଞ୍ଜନ ରାଉତଙ୍କ ଆଲେଖ୍ୟ ଆମେ ବର୍ତ୍ତମାନ ଏକ ସହରୀ ସଭ୍ୟତାରେ ବସବାସ କରୁଛେ ; ଯାହାକୁ ସହର ଶତାବ୍ଦୀ ବୋଲି କହିବାରେ କିଛି ଆସିବିଧା ହବନି ଏବଂ ମିଳିତ ଜାତିସଂଘର ଭବିଷ୍ୟତ ଚିନ୍ତାଧାରା ଅନୁସାରେ ୨୦୩୦ ସୁଦ୍ଧା ସମଗ୍ର ବିଶ୍ୱରେ ୭୦% ଲୋକ ସହରରେ ବସବାସ କରିବେ । ସହରୀକରଣର…

ହାତ ଧୋଇବା ଦ୍ୱାରା ସଂକ୍ରମଣକୁ ଦୂର କରିହେବ: ବିଶେଷଜ୍ଞ

ଭୁବନେଶ୍ୱର: ସେପ୍‌ସିସ୍ ଯୋଗୁଁ ବିଶ୍ୱରେ ବର୍ଷକୁ ୧ କୋଟି ଲୋକଙ୍କର ମୃତ୍ୟୁ ହେଉଛି । ପ୍ରତି ୧୦୦ ମୃତ୍ୟୁ ମଧ୍ୟରୁ ୩୫ ଟିର କାରଣ ସେପ୍‌ସିସ୍ । ଏହା ପୃଥିବୀରେ ମୃତ୍ୟୁର ତୃତୀୟ କାରଣ ପାଲଟିଥିବା ବେଳେ ଆଇସିୟୁରେ ପ୍ରଥମ ମୃତ୍ୟୁର କାରଣ ପାଲଟିଛି । ଏହା କୌଣସି ମହାମାରୀ ଠାରୁ କମ୍ ନୁହେଁ…

ଏହି ହଲିଉଡ ଅଭିନେତାଙ୍କ ପିିଲାର ମା’ ହେବାକୁ ଚାହୁଁଥିଲେ ଦୀପିକା

ମୁମ୍ବାଇ: ହଲିଉଡ଼ର ଏମିତି ଜଣେ କଳାକାର ଅଛନ୍ତି, ଯାହାକୁ ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ ମନେ ମନେ ଭଲପାଉଥିଲେ । ଖାଲି ସେତିକି ନୁହେଁ, ସେହି ଅଭିନେତାଙ୍କ ପିଲାର ମାଆ ହେବାକୁ ବି ଚାହୁଁଥିଲେ । ଏମିତି କିଛି କଥା କହିଛନ୍ତି ନିଜେ ଦୀପିକା । ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍…

କେବିସିରେ ଆୟକର ଅଧିକାରୀଙ୍କୁ ଦେଖି ଭୟଭୀତ ହୋଇପଡ଼ିଲେ ବିଗ୍‌ବି

ମୁମ୍ବାଇ: କୌନ ବନେଗା କରୋଡପତି’ ବା କେବିସିରେ ୨ ଜଣ ଆୟକର ଅଧିକାରୀଙ୍କୁ ଦେଖି ସିଟ୍‌ରୁ ଉଠିପଡ଼ିଲେ ବିଗ୍‌ବି । ଖାଲି ସେତିକି ନୁହେଁ, ଦୁଇଥର ନମସ୍କାର ବି କରିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଛୋଟପରଦାର ସବୁଠୁ ଲୋକପ୍ରିୟ କୁଇଜ୍ ଶୋ ‘କୌନ ବନେଗା…

ଟଙ୍କା ଚୋରି କଲା ସାପ, ଲୋକେ ଦେଖି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସାପକୁ ନେଇ ଅନେକ ଭିଡିଓ ଦେଖିବାକୁ ମିଳିଥାଏ । କିଏ ସାପକୁ ଚୁମ୍ବନ ଦେଉଥିବା ବେଳେ ଆଉ କିଏ ସାପକୁ ନେଇ ଖେଳୁଥିବା ଦେଖିବାକୁ ମିଳିଥାଏ । ହେଲେ ଏବେ ଗୋଟେ ସାପ ନୋଟ ବିଡ଼ା ଧରି ଘର ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି । ଏହି ଭିଡ଼ିଓକୁ ଦେଖିବା ପରେ ଲୋକେ…

ବାଣ ଗୋଦାମରେ ବିସ୍ଫୋରଣ, ୨ ଗୁରୁତର

ଖୋର୍ଦ୍ଧା: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । ଏନେଇ ଚାରିଆଡେ ଯୋରସୋରରେ ଚାଲିଛି ବାଣ ତିଆରି କାମ । ଆଉ ଏହି ବାଣ ତିଆରି ସମୟରେ ଅସାବଧାନତା ହେତୁ ଘଟୁଛି ଅନେକ ଦୁର୍ଘଟଣା । ଅକାରଣରେ ଚାଲି ଯାଉଛି ବହୁମୂଲ୍ୟ ଜୀବନ । ତେବେ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଖୋର୍ଦ୍ଧା ଜିଲ୍ଲା…