ପିପିଲି ଟୋଲ ପ୍ଲାଜାରେ ଗୁଳିମାଡ ଘଟଣା : ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ
ପିପିଲି: ପିପିଲି ଟୋଲ ପ୍ଲାଜାରେ ଗୁଳିମାଡ଼ ଘଟଣା । ଫେରାର ଥିବା ୩ ଅଭିଯୁକ୍ତ ଗିରଫ । ନିମାପଡା ଅରିଷଣ୍ଢ ଡଗରାସାହି ଗହିରରୁ ୩ ଅଭିଯୁକ୍ତ ଧରାପଡିଛନ୍ତି । ଗାଡି ଛାଡି ଫେରାର ହେବାକୁ ଉଦ୍ୟମ କରିବା ବେଳେ ପୋଲିସ ଏମାନଙ୍କୁ ଧରିଛି । ଟୋଲ କର୍ମଚାରୀଙ୍କ ସହ ବଚସାରୁ ଫାଙ୍କା ଗୁଳିମାଡ…