Latest Odisha News

BREAKING NEWS

ମହାପୁରୁଷ ମହମ୍ମଦଙ୍କ ଜନ୍ମଜୟନ୍ତୀ, ଜାମା ମସଜିଦ ପକ୍ଷରୁ ଆୟୋଜିତ ହୋଇଛି ବିଶେଷ କାର୍ଯ୍ୟକ୍ରମ

ପାରାଦୀପ: ଆଜି ମହାପୁରୁଷ ମହମ୍ମଦଙ୍କ ୧୪୪୫ତମ ଜନ୍ମଜୟନ୍ତୀ । ମହାପୁରୁଷ ମହମ୍ମଦଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ପାରାଦୀପ ଜାମା ମସଜିଦ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁସଲମାନ ଭାଇମାନେ ମସଜିଦ ପରିସରରେ ସମୂହ ପ୍ରାର୍ଥନା କରି ଏକ ଶାନ୍ତି ଶୋଭାଯାତ୍ରା କରି ମଧୁବନ କବରଖାନା…

ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣା: ଏଚଆରପିସିକୁ ତଦନ୍ତ ଭାର ହସ୍ତାନ୍ତର କଲେ ରାଉରକେଲା ଏସ୍ପି

ରାଉରକେଲା: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣା । ମୃତ୍ୟୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର । ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ପୁଲିସ୍‌ ବିଭାଗର  ମାନବଧିକାର ସୁରକ୍ଷା…

ସରକାରଙ୍କୁ ଜବାବ ମାଗିଲେ ନରସିଂହ,ଜୟ ନାରାୟଣ: ଅରୁଣ କହିଲେ, ବିରୋଧୀଙ୍କ ମାନସିକ ସ୍ଥିତି ଭଲ ନାହିଁ

ଭୁବନେଶ୍ୱର: ପୁଣି କମ୍ପିଲା  ବିଧାନସଭାର ଶୂନ୍ୟକାଳ । ପୁଣି ସରକାରଙ୍କୁ ଘେରିଲେ ବିରୋଧୀ। ବିଜେପି-କଂଗ୍ରେସର ପ୍ରଶ୍ନବାଣରେ କମ୍ପିଲା ଗୃହ । ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ପୁଣି ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷେ  କଂଗ୍ରେସ ବିଧାୟକ ଦଳ ନେତା…

‘ଜମ୍ବୁଲୋକ’ ଉପନ୍ୟାସ ପାଇଁ ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର : ବିଶିଷ୍ଟ ଉପନ୍ୟାସିକ ଭୀମ ପୃଷ୍ଟି ଚଳିତ ବର୍ଷ ପାଇଁ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ଇ ବହୁ ଚର୍ଚ୍ଚିତ ଉପନ୍ୟାସ 'ଜମ୍ବୁଲୋକ' ପାଇଁ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଶ୍ରୀ ପୃଷ୍ଟିଙ୍କୁ ସମ୍ମାନପତ୍ର, ଫଳକ ସହିତ ୫ ଲକ୍ଷ ଟଙ୍କାର ଅର୍ଥରାଶି…

Lata Mangeskar Birth Anniversary: ସୁରସାମ୍ରାଜ୍ଞୀ ଲତାଙ୍କୁ ଝୁରୁଛି ଆଜି ପୁରା ଦେଶ

ନୂଆଦିଲ୍ଲୀ: ଆଜି ସୁରସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଜନ୍ମଦିନ । ସୁରସମ୍ରାଜ୍ଞୀ ଲତାଙ୍କ ଦେହାନ୍ତକୁ ଇତି ମଧ୍ୟରେ ଦେଢ ବର୍ଷ ହୋଇଗଲାଣି । ମାତ୍ର ଆଜି ସବୁ ଭାରତୀୟଙ୍କ ମନରେ ବଞ୍ଚି ରହିଛି ତାଙ୍କର ସେଇ ସୁର । ୧୯୨୯ ମସିହା ଆଜିର ଦିନରେ ହିଁ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ…

ରାଜ କୁନ୍ଦ୍ରାଙ୍କ ଉପରେ ହେବ ବାୟୋପିକ୍, ମୁଖ୍ୟ ଭୂମିକାରେ ନଜର ଆସିବେ ଶିଳ୍ପାଙ୍କ ସ୍ୱାମୀ

ମୁମ୍ବାଇ: ବଲିଉଡ ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପାଇଁ ଚର୍ଚ୍ଚାରେ ରହିଛନ୍ତି। ରାଜ କୁନ୍ଦ୍ରାଙ୍କ ନାମରେ ଏକ ଅଶ୍ଳୀଳ ମାମଲାରେ ଜଡ଼ିତ ହୋଇଛି। ଏହି ମାମଲାରେ ତାଙ୍କୁ ଦୁଇ ମାସ ଜେଲରେ ରହିବାକୁ ପଡ଼ିଥିଲା। ତେବେ ପରେ…

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ୧୫୦ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପ୍ରହରାଜ ପ୍ରତିଭା ପୂଜା ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ପ୍ରହରାଜଙ୍କ ୧୫୦ତମ ଜୟନ୍ତୀ ପାଳିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସାରସ୍ୱତ…

ପୁଣି କୋଟାରେ ଜୀବନ ହାରିଲେ ଛାତ୍ର; ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ

କୋଟା:କୋଟାରେ ପୁଣି ଜଣେ ଛାତ୍ର ଜୀବନ ହାରିଲେ । ସେଠାରେ ରହି ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଛାତ୍ର ଜଣକ ଗତକାଲି ରାତିରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରଙ୍କ ନାଁ ତନବୀର ଏବଂ ସେ ଉତ୍ତରପ୍ରଦେଶ ନିବାସୀ । ତେବେ ସେ କୌଣସି କୋଚିଂ ସଂସ୍ଥାରେ ପଢୁ ନ ଥିଲେ ।…

ଭାଷା ଭାଗବତ : ଭାଷା-ଆଚ୍ଛନ୍ନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷା-ଆଚ୍ଛନ୍ନ ହୋଇ ମୁହିଁ ଯାହା ଜଣାଏଁ ଲେଖି, କହି ତାହା ନ ହୋଇଲେ ସ୍ବୀକାର୍ଯ ହରାଏଁନାହିଁ ନିଜ ଧୈର୍ଯ ହୁଏତ ମୋର କଥା ଲେଖା ଅଜଣା କାରଣୁ ଅବିକା କେତେକେ କରଂତି ଅଗ୍ରାହ୍ୟ ତାହା ମୁଁ କରିପାରେଁ ସହ୍ୟ ବିରୋଧ ଅବା…

ପରଲୋକରେ କୃଷି ବିଜ୍ଞାନୀ ତଥା ‘ସବୁଜ ବିପ୍ଳବ’ର ପୁରୋଧା ଏମଏସ ସ୍ବାମୀନାଥନ୍‌

ଚେନ୍ନାଇ: ବିଶିଷ୍ଟ କୃଷି ବିଜ୍ଞାନୀ ତଥା ଭାରତର ‘ସବୁଜ ବିପ୍ଳବ’ର ମୁଖ୍ୟ ଏମଏସ ସ୍ବାମୀନାଥନ୍‌ଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ୯୮ ବର୍ଷ ବୟସରେ  ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ପୂର୍ବାହ୍ନ ୧୧ଟା ୨୦ରେ  ଦେହାନ୍ତ ହୋଇଛି । ୧୯୨୫ ମସିହା ଅଗଷ୍ଟ ୭ ତାରିଖରେ…