ଲୋନ ଠକେଇ ଅଭିଯୋଗର ଛାନଭିନ ପାଇଁ ‘ସମ୍ବାଦ’ ମୁଖ୍ୟ କାର୍ଯ୍ୟାଳୟରେ ପଶିଲେ ଇଓଡବ୍ଲୁ ଟିମ
ଭୁବନେଶ୍ୱର: ରସୁଲଗଡ ଶିଳ୍ପାଞ୍ଚଳରେ ଥିବା ଦୈନିକ ଖବରକାଗଜ ‘ସମ୍ବାଦ’ ମୁଖ୍ୟ କାର୍ଯ୍ୟାଳୟରେ ପଶିଲେ ଇଓଡବ୍ଲୁ ଟିମ । ଲୋନ ଠକେଇ ଅଭିଯୋଗର ତଦନ୍ତ କରିବା ପାଇଁ ଇଓଡବ୍ଲୁ ସମ୍ବାଦ ମୁଖ୍ୟ କାର୍ଯ୍ୟାଳୟରେ ପଶିଥିବା ଜାଣିବାକୁ ମିଳିଛି ।
ଇଓଡବ୍ଲୁର ଏକ ୧୨ ଜଣିଆ ଟିମ ଆଜି ମଧ୍ୟାହ୍ନ…