ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ : ପୁରୀ ରୁ ତାଳଚେରକୁ କରାଯାଇଛି ଟ୍ରାଏଲ ରନ୍
ପୁରୀ: ଦ୍ଵିତୀୟ ଥର ପାଇଁ ଓଡିଶାରୁ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀରୁ ତାଳଚେର ମଧ୍ୟରେ କରାଯାଇଛି ଟ୍ରାଏଲ ରନ୍ । ଟ୍ରାଏଲ ରନ୍ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ରହିଥିଲା ଏହି ଟ୍ରେନ୍ । ପୁରୀ ଷ୍ଟେସନରୁ ସକାଳ ୯ଟା ୩୦ରେ…