ଗଦର-୨ ସଫଳତାକୁ ନେଇ ପାର୍ଟି ଦେଲେ ସନ୍ନି ଦେଓଲ, ସାମିଲ ହେଲେ ସଲମାନ, ଅମିର, ଶାହାରୁଖ
ମୁମ୍ବାଇ: ବକ୍ସ ଅଫିସ୍ରେ ଦର୍ଶକଙ୍କ ମନୋରଞ୍ଜନ କରି ଚାଲିଛି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ । ଏହି ଫିଲ୍ମ ଅଗଷ୍ଟ ୧୧ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମଟି ବେଶ୍ ଭଲ ରୋଜଗାର ମଧ୍ୟ କରୁଛି । ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତ୍ରୀ ଅମିଷା…