Latest Odisha News

BREAKING NEWS

ଉପାସରେ ମହାପ୍ରଭୂ ଲିଙ୍ଗରାଜ: ଗତରାତିରୁ ବନ୍ଦ ରହିଛି ନୀତିକାନ୍ତି, ଅସନ୍ତୋଷ ଭକ୍ତ

ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ଲିଙ୍ଗରାଜ ମନ୍ଦିରରେ ବଡୁ-ପୂଜାପଣ୍ଡା ନିଯୋଗ ବିବାଦକୁ ନେଇ ନୀତିକାନ୍ତି ବନ୍ଦ ଥିବା ନେଇ ସୂଚନା ମିଳିଛି। ପଇତା ଲାଗି ନୀତିକୁ ନେଇ ବିବାଦ ଦେଖାଦେଇଛି। ଗତକାଲି ବଡ଼ସିଂହାର ବେଶ ପରଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତ ବନ୍ଦ ହୋଇ…

ଥରିଲା ଇଣ୍ଡୋନେସିଆ, ସମୁଦ୍ର ଭିତରେ ସୃଷ୍ଟି ହେଲା ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ

ନୂଆଦିଲ୍ଲୀ : ଶକ୍ତିଶାଳୀ ଭୂକମ୍ପରେ ଥରିଲା ବାଲି। ଇଣ୍ଡୋନେସିଆର ବାଲି ସାମୁଦ୍ରିକ ଅଞ୍ଚଳରେ ଭୂକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରହିଛି। ସମୁଦ୍ର ମଝିରେ ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି ।  ଭୂକମ୍ପର କେନ୍ଦ୍ରସ୍ଥଳ ଇଣ୍ଡୋନେସିଆର…

ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସ, ଓଡ଼ିଶା (ସିଜିଜିଓ) କାର୍ଯ୍ୟାଳୟ ଉଦଘାଟିତ

ଭୁବନେଶ୍ୱର : ଫଳାଫଳ ଭିତ୍ତିକ ପରିଚାଳନା ଓ ସାମାଜିକ ଅଭିନବତ୍ୱ ଆଣିବା ଦିଗରେ ସିଜିଜିଓ ଏକ  ସ୍ଥାୟୀ କାର୍ଯ୍ୟକ୍ଷେତ୍ର ଭାବେ କାର୍ଯ୍ୟ କରିବା ପାଇଁ ଗୋପବନ୍ଧୁ ପ୍ରଶିକ୍ଷଣ ଏକାଡେମୀ ପରିସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏବଂ ଗୋପବନ୍ଧୁ ପ୍ରଶିକ୍ଷଣ ଏକାଡେମୀ ପରିସରରେ…

ଉତ୍ତରପ୍ରଦେଶରେ ଜାତିଗତ ଆକ୍ଷେପ ସହ ଚାପୁଡ଼ା ମାରିବା ଘଟଣା: ଶିକ୍ଷୟିତ୍ରୀ ଗିରଫ, ସ୍କୁଲ ଛାଡ଼ିଲା ଛାତ୍ର

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ଏକ ସ୍କୁଲରେ ଜଣେ ମୁସଲିମ୍ ଛାତ୍ରଙ୍କୁ ଅନ୍ୟ ଛାତ୍ରମାନେ ଚାପୁଡ଼ା ମାରିବା ଘଟଣାକୁ ନେଇ ତେଜିଥିବା ବିବାଦ ଥମିବା ନାଁ ଧରୁନି। ଏହି ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବାବେଳେ ପୀଡ଼ିତ ଛାତ୍ରଙ୍କୁ ଉକ୍ତ ସ୍କୁଲରୁ ନିଆଯାଇ ଏକ ଘରୋଇ ଇଂଲିଶ ମିଡିୟମ…

୩୧ରେ ଉତକେଲାରୁ ଭୁବନେଶ୍ୱରକୁ ଉଡିବ ବିମାନ: ଆଜି ଟ୍ରାଏଲ ରନ୍

କଳାହାଣ୍ଡି: ଆସନ୍ତା ୩୧ ତାରିଖରୁ କଳାହାଣ୍ଡି ଜିଲ୍ଲାର ଉତକେଲାରୁ ଭୁବନେଶ୍ୱରକୁ ଉଡିବ ବିମାନ। ‌ଏହାପୂର୍ବରୁ ଆଜି ଟ୍ରାଏଲ ରନ୍ କରାଯିବ। ସଫଳତାର ସହ କିଭଳି ଉତକେଲାରୁ ବିମାନ ଉଡାଣ କରିବ। ସେଥିପାଇଁ ଡିଜିସିଏ ପକ୍ଷରୁ ଏହି ଉଡାଣ ପରୀକ୍ଷଣ କରାଯିବ। ଆଜିର ଟ୍ରାଏଲ୍ ରନ୍ ସଫଳ ହେବା ପରେ…

ରଣକ୍ଷେତ୍ର ପାଲଟିଲା ଶିଶୁପାଳଗଡ: ନିଶାଡିଙ୍କ ଉନ୍ମତ୍ତକାଣ୍ଡ, ଯାହାକୁ ପାଇଲେ ଗୋଡାଇ ଗୋଡାଇ ହାଣିଲେ

ଭୁବନେଶ୍ୱର : ରଣକ୍ଷେତ୍ର ପାଲଟିଲା ଭୁବନେଶ୍ବର ଉପକଣ୍ଠ ଶିଶୁପାଳଗଡ଼। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି  ।  ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରିଛନ୍ତି। ଉତ୍ତେଜନା ଯୋଗୁଁ ଭୁବନେଶ୍ବର-ପୁରୀ ରାସ୍ତା ଅବରୋଧ କରାଯାଇଛି। ଗତକାଲି…

କବିତା : ବାକିଅଛି

ସାଗରିକା ଦାସ  ବଳକା ଯୌବନ ବୋଲି ଯାହାଅଛି ବସନ୍ତ ଆ’ ବସନ୍ତ ଆ’ ଡାକ ଛାଡୁଛି ତୋବିନୁ ଆଉ ଯେ ରଙ୍ଗ ନାହିଁ ଫୁସର ଧୂସର କାଦୁଅ ମେଞ୍ଚା ଜୀବନ ଠାଏଖସା ଠାଏନେସା ସିମେଣ୍ଟ କାନ୍ଥ ଯାଇଛି ଜଞାଳ କାନ୍ଧେଇ । କେବେ ଯେ ସମୟ ମୁରୁକି ହସୁଥିଲା ସବୁଋତୁ ସୁବାସିତ ବସନ୍ତ ଉତ୍ସବ ଆଃ ଧୂ…

ଭାଷା ଭାଗବତ : ସିଦ୍ଧିର ନିକଟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସୂକ୍ଷ୍ମ ଚିଂତା ପାଇଁ ଅକ୍ଷମ ଭାଷାରେ ନୁହେ କାର୍ଯକ୍ଷମ ତୀକ୍ଷ୍‌ଣ ବୁଦ୍ଧି ଓ ସୂକ୍ଷ୍ମ ଜ୍ଞାନ ଘଟାଏ ଭାଷାର ଉତ୍‌ଥାନ କୌଣସି ଭାଷାର ପ୍ରବାହ ବହିଲେ ସୁଦ୍ଧା ଅହରହଃ ପ୍ରତ୍ୟେକ ଜଳକଣା ନୂଆ ସଂସାରେ ଲଗାଏ କିମିଆ ଭାଷା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସେବକ ଶୁଦ୍ଧି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପୂଜିତ ଶ୍ରୀଜୀଉମାନଙ୍କ ପୂଜା ବିଧିର ଆଲୋଚନା ଭିତରେ ଗୋଟିଏ ମୂଖ୍ୟ ଓ ଅତି ଦରକାରୀ ବିଷୟ ସମସ୍ତେ ଜାଣିବା ଆବଶ୍ୟକତା ଅଛି। କାରଣ ପୂଜକ ସାଧାରଣରେ…

ସେପ୍ଟେମ୍ବର ୨୮ରେ ରିଲିଜ୍ ହେବ ପ୍ରଭାସଙ୍କ ‘ସାଲାର’ , ଆମେରିକାରେ ପ୍ରି ବୁକିଂରେ କଲା ରେକର୍ଡ଼

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଭିନେତା ପ୍ରଭାସଙ୍କ ଅଭିନିତ ଫିଲ୍ମ ‘ସାଲାର’ ସେପ୍ଟେ୍ଟମ୍ବର ୨୮ ତାରିଖରେ ରିଲିଜ୍ ହେବ । ରିଲିଜ୍ ପୂର୍ବରୁ ଆମେରିକାରେ ଏହାର ଆଡ଼ଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ଇତିମଧ୍ୟରେ ଏହା ବକ୍ସ ଅଫିସରେ ୪୦୦ ହଜାର ଡଲାର ରୋଜଗାର କରିଛି । କୁହାଯାଉଛି ଯେ ଫିଲ୍ମର…