‘ଗଦର-୨’ରେ ଓଡିଆ ପୁଅଙ୍କ କମାଲ, ଛୁଟୁଛି ଶୁଭେଚ୍ଛାର ସୁଅ
ଭୁବନେଶ୍ୱର: ବଲିଉଡ ଫିଲ୍ମ ‘ଗଦର-୨’ରେ ଓଡ଼ିଆ ପୁଅଙ୍କ କମାଲ । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିର ବରୁଣ ବିଷୋୟୀ ସନ୍ନି ଦେଓଲଙ୍କ ଅଭିନୀତ ‘ଗଦର-୨’ ଫିଲ୍ମରେ କାମ କରି ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ ସେ ଫଲି ଆର୍ଟିଷ୍ଟ ଭାବେ କାମ କରିବାର ସୁଯୋଗ ପାଇଛନ୍ତି । ଏନେଇ ବରୁଣଙ୍କ ପାଖକୁୁ…