ରାଜଧାନୀ ଉପକଣ୍ଠରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଭରତପୁର ପୁଲିସ ସୀମା ଅନ୍ତର୍ଗତ ଖଣ୍ଡଗିରି ବରୀ ଅଞ୍ଚଳରୁ ମଙ୍ଗଳବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତକଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ମୃତ ମହିଳା ଜଣକ ତାଙ୍କ ସାନ ପୁଅ ଓ ବୋହୂଙ୍କ ସହ ଖଣ୍ଡଗିରି ବରୀ…