ବିରୋଧୀଙ୍କ ‘ଇଣ୍ଡିଆ’କୁ ନେଇ ବର୍ଷିଲେ ମୋଦି; ନେଲେ ଇଷ୍ଟ ଇଣ୍ଡିଆ କମ୍ପାନୀ..ଇଣ୍ଡିଆନ ମୁଜାହିଦ୍ଦିନ ନାଁ
ନୂଆଦିଲ୍ଲୀ: ମଣିପୁର ଜଳୁଛି । ମଣିପୁର ତାତି ସଂସଦ ଭବନରେ ବି ଦେଖିବାକୁ ମିଳୁଛି । ଏମିତି ସ୍ଥିତିରେ ସରକାର ନିଜ ରଣନୀତି ତିଆରି କରିବାରେ ଲାଗି ପଡିଛନ୍ତି । ଆଜି ବିଜେପିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…