Latest Odisha News

BREAKING NEWS

ଆଉ ଯିବନି ଜୀବନ, ହାତୀଙ୍କ ବେକରେ ଲାଗିବ ରେଡିଓ କଲାର

ବାରିପଦା: ହାତୀ-ମଣିଷ ଲଢ଼େଇରେ ଲାଗିବ ବ୍ରେକ୍ । ଏଥିପାଇଁ ଓଡ଼ିଶା ସରକାର ବହୁସୂତ୍ରୀ ଯୋଜନା କରିଛନ୍ତି । ହାତୀ ବେକରେ ରେଡିଓ କଲାର ଲାଗିବ । ଏନେଇ ପିସିସିଏଫ୍ ସୁଶୀଲ କୁମାର ପୋପଲି କହିଛନ୍ତି, ’ଗଜବନ୍ଧୁ’ ଯୋଜନାରେ ହାତୀ-ମଣିଷ ଲଢ଼େଇ ରୋକିବାକୁ ରେଡିଓ କଲାର ଲଗାଯିବ । ଏନେଇ ବନ…

ସାହାରା ନିବେଶକ ଫେରିପାଇବେ ଟଙ୍କା, ଆସନ୍ତାକାଲି ସ୍ବତନ୍ତ୍ର ପୋର୍ଟାଲର ଶୁଭାରମ୍ଭ

ନୂଆଦିଲ୍ଲୀ: ସାହାରା ଇଣ୍ଡିଆର କୋଟି କୋଟି ନିବେଶକଙ୍କ ପାଇଁ ଖୁସି ଖବର। ସମସ୍ତ ନିବେଶକଙ୍କ ବର୍ଷ ବର୍ଷ ଧରି ଅଟକି ରହିଥିବା ଟଙ୍କା ଖୁବଶୀଘ୍ର ଫେରିପାଇବେ। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗୃହମନ୍ତ୍ରୀ ଅମିତ ଶାହା ଖୁବ୍ ଶୀଘ୍ର ଏହି ବିଷୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ…

ସବୁଠୁ ମୋଟା ମହିଳା: କ୍ରେନରେ ଉଠାଇବାକୁ ପଡ଼ୁଥିଲା, ହେଲେ ଏବେ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି

ଫ୍ଲୋରିଡା: ଆଜିକାଲି ଲୋକଙ୍କ ପାଇଁ ଫିଟ୍‌ନେସ୍ ଅତ୍ୟନ୍ତ ଗୁୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଲୋକେ ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରୁଛନ୍ତି । ସେଥିଲାଗି ଖାଇବା ଉପରେ ନିୟନ୍ତ୍ରଣ ରଖିବା ସହ ପ୍ରତ୍ୟେକ ଦିନ ଜିମ୍ ଯାଇଥାନ୍ତି । ୧୦ରୁ ୧୨ କିଲୋ ଓଜନ ହ୍ରାସ କରିବା କାଠିକର ପାଠ ହୋଇପଡ଼େ ।…

କେନ୍ଦ୍ରାପଡା ତରାସ ପଞ୍ଚାୟତରେ ପିଡିଏସ ଚାଉଳ ଯୋଗାଣରେ ଦୁର୍ନୀତି ଅଭିଯୋଗ

କେନ୍ଦ୍ରାପଡା: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପିଡିଏସ ଚାଉଳ ବଣ୍ଟନରେ ଦୁର୍ନୀତି ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ତରାସ ପଞ୍ଚାୟତରେ ଥିବା ସମବାୟ ସମିତି କାର୍ଯ୍ୟାଳୟ ଘେରାଉ କଲେ 6ଟି ଓ୍ୱାର୍ଡର ଶତାଧିକ ହିତାଧିକାରୀ। ସମ୍ପୃକ୍ତ ଡିଲର ଦୁଇ ମାସର ପିଡିଏସ୍ ଚାଉଳ…

ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ: ସବୁ ଦର ହୁହୁ ହୋଇ ବଢ଼ୁଛି

ନୂଆଦିଲ୍ଲୀ: ଭାରତରେ ଦିନିକିଆ କ୍ରିକେଟ ବିଶ୍ୱକପର ୨୦୨୩ ସଂସ୍କରଣ ଚଳିତ ବର୍ଷ ଆୟୋଜିତ ହେବ । ଅକ୍ଟୋବର ୧୫ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ । ଏହି ମ୍ୟାଚ ଦେଖିବା ପାଇଁ ଏବେଠାରୁ ପ୍ରଶଂସକଙ୍କ ଉତ୍ସାହ ଦେଖିବାକୁ ମିଳିଛି । ୧୪ ଅକ୍ଟୋବରରୁ ୧୬ ପର୍ଯ୍ୟନ୍ତ ଅହମ୍ମଦାବାଦ ଯାଉଥିବା…

୨୯ ବର୍ଷ ପରେ ‘ନୋ କିସ୍ ପଲିସି’ ଭାଙ୍ଗିଲେ କାଜଲ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କାଜଲ ଏବେ ଖୁବ୍ ଚର୍ଚ୍ଚାରେ । ସେ ଡିଜନି ପ୍ଲସ ହଟ ଷ୍ଟାରର ୱେବ ସିରିଜ ‘ଦ ଟ୍ରାଏଲ’ ମାଧ୍ୟମରେ ତାଙ୍କର ଓଟିଟି ଡେବ୍ୟୁ କରିଛନ୍ତି । ନିକଟରେ ଏହି ୱେବ ସିରିଜ୍ ରିଲିଜ୍ ହୋଇଛି । ଏହାକୁ ଲୋକେ ଖୁବ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏଥିରେ କାଜଲ ଜଣେ ଓକିଲ…

ଶିକ୍ଷକ ନିଯୁକ୍ତି ଦାବି କରି ୪ କିଲୋମିଟର ଚାଲି ଚାଲି ଗଲେ ଛାତ୍ରଛାତ୍ରୀ

ବାରିପଦା: ୩୦୦ ପିଲାଙ୍କ ପାଇଁ ନାହାନ୍ତି ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀ । ଯାହାର ପ୍ରତିବାଦ କରି ଛାତ୍ରଛାତ୍ରୀ ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ସହ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଛନ୍ତି । ସୁବର୍ଣ୍ଣରେଖା ପ୍ରକଳ୍ପ ହାଇସ୍କୁଲର ଛାତ୍ରଛାତ୍ରୀ ବହୁ…

ଫାଂଉଟେନ ଅଫ ୟୁଥ ଔଷଧ ମନୁଷ୍ୟର ବୟସ କମାଇଦେବ !

ନୂଆଦିଲ୍ଲୀ: ହାୱାର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ଗବେଷଣା କରି ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେମାନେ କହିଛନ୍ତି ଆଗାମୀ ଦିନରେ ମନୁଷ୍ୟର ବୟସ କମା ଏବଂ ବଢ଼ା ଯାଇପାରିବ । ଏଜିଂ ଜର୍ଣ୍ଣାଲରେ ପ୍ରକାଶିତ କେମିକାଲି ଇଣ୍ଡ୍ୟୁଷ୍ଟ ରି ପ୍ରୋଗ୍ରାମିଂ ଟୁ ରିଭର୍ସ ସେଲ୍ୟୁଲାର ଏଜିଂରେ ଏହି…

ଲକ୍ଷ ଲକ୍ଷ ଟଙ୍କା ରାସ୍ତାରେ ଉଡ଼ାଇଲେ ବ୍ୟକ୍ତି : ଟଙ୍କା ନେବାକୁ ହେଲା ଭିଡ଼,କାରଣ ଜାଣିଲେ ହେବେ ଚକିତ

ଚୀନ: କୁହାଯାଏ, ମଣିଷ ଜୀବନ ତୁଳନାରେ ଅର୍ଥ ମୂଲ୍ୟହୀନ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଚୀନରେ । କିଛି ଦିନ ତଳେ ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ଲୋକଙ୍କ ଉପରକୁ ଟଙ୍କା ଉଡ଼ାଇଥିଲେ । ହଜାରେ କି ଦୁଇ ହଜାର ନୁହେଁ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇଥିଲେ । ଏହି ଟଙ୍କାକୁ ନେବାକୁ ରାସ୍ତାରେ…

ଅଷ୍ଟ୍ରେଲିଆ ଆକାଶରେ ଚାନ୍ଦ ପରି ଚମକୁଛି ଚନ୍ଦ୍ରଯାନ; ଫଟୋ ଭାଇରାଲ

ନୂଆଦିଲ୍ଲୀ: ଇସ୍ରୋ ଚନ୍ଦ୍ରଯାନ ଜହ୍ନ ରାଇଜର ଯାତ୍ରାରେ ବାହାରି ଯାଇଛି । କେତେବେଳେ କୁଆଡେ ଯାଉଛି ଚନ୍ଦ୍ରଯାନ ତାହାକୁ ଦେଖିବାପାଇଁ ଭାରତୀୟ ମହାକାଶ ବିଜ୍ଞାନୀ ଚାହିଁ ରହିଛନ୍ତି । ଖାଲି ଭାରତ ନୁହେଁ, ଏହି ମିଶନ ମୁନ-୩ ଉପରେ ସାରା ବିଶ୍‌:ର ଆଖି । ସମସ୍ତେ ଚନ୍ଦ୍ରଯାନର ସଫଳତା କାମନା…