Latest Odisha News

ଭୋଜି ସାରି ଫେରିବା ବେଳେ ବୋଲେରୋ ଚକା ତଳେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ

କାମାକ୍ଷାନଗର: ଭୋଜି କରିବାକୁ ସାଙ୍ଗ ସାଥୀଙ୍କ ସହ ହସଖୁସିରେ ଯାଇଥିଲେ । ହେଲେ ଫେରିବା ବେଳେ ଖେଳିଗଲା ଶୋକର ଛାୟା । ଚାହୁଁ ଚାହୁଁ ଚାରି ଚକିଆ ତଳେ ଚାଲିଗଲା ଜୀବନ । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ୫୩ ନମ୍ବର ଜାତୀୟ ରାଜପଥର ସୁରପ୍ରତାପପୁର ଗାଁ ବନଦୁର୍ଗା ମନ୍ଦିର…

ଦୋକାନରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି

ଭୁବନେଶ୍ୱର: ରବିବାର ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟି ୨ଟି ଦୋକାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କେ. କେ. ଟ୍ରେଡିଂ ଓ ସୁପ୍ରିମ୍ ମେସିନାରି ଆଣ୍ଡ ଟୁଲ୍ସ ନାମକ ଦୁଇଟି ଦୋକାନରେ ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଓ ଜିନିଷ ପତ୍ର ପୋଡ଼ି ଯାଇଛି।…

୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଉଦ୍ଧାର ହେଲା ୪ ଭାଇଭଉଣୀ

ନୂଆଦିଲ୍ଲୀ: ଭଗବାନ ଯାହକୁ ବଂଚାଇବା ପାଇଁ ଚାହିଁବେ ତାଙ୍କୁ କିଏ ମାରିପାରିବ । ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା କି ଉପରୋକ୍ତ ଉକ୍ତିକୁ ପୁନର୍ବାର ସତ୍ୟ ପ୍ରମାଣିତ କରିଛି । ଆମାଜନର ଘଂଚ ଜଙ୍ଗଲରେ ୪୦ ଦିନ ପରେ ଜୀବିତ ଉଦ୍ଧାର ହେବା କଣ ସହଜ ? ଆଜ୍ଞା ହଁ ଏହାକୁ କୁହାଯାଏ ଚମତ୍କାର ।…

ଜରରେ କମ୍ପୁଛନ୍ତି ଶ୍ରୀଜୀଉ, ଅଲାରନାଥ ପୀଠରେ ଲାଗିଛି ଭକ୍ତଙ୍କ ଗହଳି

ପୁରୀ: ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁଁ ଶ୍ରୀଜୀଉମାନେ ଏବେ ଶ୍ରୀମନ୍ଦିରର ଅଣସର ଘରେ ରହିଛନ୍ତି । ଦଇତାପତିମାନେ ମହାପ୍ରଭୁଙ୍କ ଅସୁସ୍ଥତାର ଉପଚାର କରିବା ସହ ଓଷ ଲାଗି କରୁଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବାରୁ ପୁରୀକୁ ଆସୁଥିବା…

ପାକିସ୍ତାନର ହାଇବ୍ରିଡ ମଡେଲରେ ରାଜି ହୋଇପାରେ ଏସିସି

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ବୋର୍ଡର ହାଇବ୍ରିଡ ମଡେଲ ନେଇ ସବୁଜ ସଙ୍କେତ ଦେଇଛି ଏସିଆନ କ୍ରିକେଟ କାଉନସିଲ । ଭାରତର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ କରାଯିବ ଏବଂ ଅନ୍ୟ ସମସ୍ତ ମ୍ୟାଚ ଘରୋଇ ପରିବେଶରେ କରିବା ପାଇଁ ପିସିବି ପ୍ରସ୍ତାବ ଦେଇଥିଲା । ୧୩ ଜୁନରେ ଏ ସମ୍ପର୍କରେ ଚୂଡାନ୍ତ…

ଜଳୁଛି ପଶ୍ଚିମ ଓଡ଼ିଶା, ୪୩ ଡିଗ୍ରୀ ଉପରେ ୧୦ ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗରମ ସହ ଗୁଳୁଗୁଳି ଲାଗି ରହିଛି । ଆଜି ପଶ୍ଚିମ ଓଡ଼ିଶାର ୪ ସହରରେ ପାରଦ ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ୧୦ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଟପିଛି । ବଲାଙ୍ଗିରରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି । ବରଗଡ଼ରେ ପାରଦ…

ଶାଢିରେ କ୍ରିତି,ସୋସିଆଲ ମିଡ଼ିଆରେ ସେୟାର କଲେ ଫଟୋ

ମୁମ୍ବାଇ: ଫିଲ୍ମ ‘ଆଦିପୁରୁଷ’କୁ ନେଇ ଅଭିନେତ୍ରୀ କ୍ରିତି ସାନନ ଏବେ ଖୁବ୍ ଚର୍ଚ୍ଚାରେ । ଏବେ ସେ ଫିଲ୍ମର ପ୍ରମୋଶନକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ନିକଟରେ ସେ ତାଙ୍କର ଏକ ଲାଟେଷ୍ଟ ଫଟୋ ସୋସିଆଲ ମିଡ଼ିଆରେ ସେଶୟାର କରିଛନ୍ତି, ଯାହାକୁ ତାଙ୍କର ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି ।…

ବାପାର ଆଖି ଆଗରେ ପୁଅକୁ ଖାଇଗଲା ସାର୍କ

ଇଜିପ୍ଟ: ବାପା ପାଲଟି ଯାଇଥିଲା ଅସହାୟ । କାରଣ ବାପାର ଠିକ୍ ସାମ୍ନାରେ ପୁଅକୁ ଖିନ୍‌ଭିନ୍ କରି ଖାଇଗଲା ସମୁଦ୍ର ଶିକାରୀ ସାର୍କ । ଏବେ ଏମିତି ଏକ ଲୋକହର୍ଷଣକାରୀ ଘଟଣା ସୋସିଆଲ ମିଡିଆରେ ଘୁରି ବୁଲୁଛି, ଯାହାକୁ ନେଇ ଢେର ଚର୍ଚ୍ଚା । ଏହି ଘଟଣା ଘଟିଛି ଇଜିପ୍ଟର ଏକ ପର୍ଯ୍ୟଟନସ୍ଥଳୀରେ ।…

ଜୁନିୟର ଏସିଆ କପ ମହିଳା ହକି: କୋରିଆକୁ ହରାଇ ଭାରତ ଚାମ୍ପିୟନ

ନୂଆଦିଲ୍ଲୀ: ଜାପାନର କାକାମିଗାହାରାରେ ଅନୁଷ୍ଠିତ ଜୁନିୟର ଏସିଆ କପ ମହିଳା ହକିରେ ଭାରତ ଚାମ୍ପିୟନ ହୋଇଛି । ରବିବାର ଅନୁଷ୍ଠିତ ଫାଇନାଲରେ ଭାରତ ୨-୧ ଗୋଲରେ କୋରିଆକୁ ହରାଇ ଭାରତ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଛି । ଅନୁ ଓ ନୀଲମ ଯଥାକ୍ରମେ ୨୨ତମ ଓ ୪୧ତମ ମିନିଟରେ ଭାରତ ପକ୍ଷରୁ ଗୋଲ…

ଦଶନ୍ଧି ପରେ ବି ଆଇସିସି ଟ୍ରଫି ଭାରତ ପାଇଁ ହେଲା ସ୍ୱପ୍ନ

ଲଣ୍ଡନ: ଏଠାରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ୨୦୯ ରନରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଏଥିସହ ଭାରତର ଆଇସିସି ଟ୍ରଫି ହାତେଇବା ସ୍ୱପ୍ନ ପୁଣି କିଛି ଦିନ ପାଇଁ ଘୁଂଚିଯାଇଛି । ଓଭାଲରେ ଖେଳା ଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ…