Latest Odisha News

ଜୁନିୟର ଏସିଆ କପ ମହିଳା ହକି: କୋରିଆକୁ ହରାଇ ଭାରତ ଚାମ୍ପିୟନ

ନୂଆଦିଲ୍ଲୀ: ଜାପାନର କାକାମିଗାହାରାରେ ଅନୁଷ୍ଠିତ ଜୁନିୟର ଏସିଆ କପ ମହିଳା ହକିରେ ଭାରତ ଚାମ୍ପିୟନ ହୋଇଛି । ରବିବାର ଅନୁଷ୍ଠିତ ଫାଇନାଲରେ ଭାରତ ୨-୧ ଗୋଲରେ କୋରିଆକୁ ହରାଇ ଭାରତ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଛି । ଅନୁ ଓ ନୀଲମ ଯଥାକ୍ରମେ ୨୨ତମ ଓ ୪୧ତମ ମିନିଟରେ ଭାରତ ପକ୍ଷରୁ ଗୋଲ…

ଦଶନ୍ଧି ପରେ ବି ଆଇସିସି ଟ୍ରଫି ଭାରତ ପାଇଁ ହେଲା ସ୍ୱପ୍ନ

ଲଣ୍ଡନ: ଏଠାରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ୨୦୯ ରନରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଏଥିସହ ଭାରତର ଆଇସିସି ଟ୍ରଫି ହାତେଇବା ସ୍ୱପ୍ନ ପୁଣି କିଛି ଦିନ ପାଇଁ ଘୁଂଚିଯାଇଛି । ଓଭାଲରେ ଖେଳା ଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ…

ଧର୍ମେନ୍ଦ୍ରଙ୍କ ନାତି କରଣଙ୍କ ବିବାହ ୧୮ରେ, ପ୍ରସ୍ତୁତି ଚାଲିଛି ଜୋରସୋରରେ

ମୁମ୍ବାଇ: ବଲିଉଡର ଭେଟରାନ ଅଭିନେତା ଧର୍ମେନ୍ଦ୍ରଙ୍କ ନାତି ତଥା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲଙ୍କ ବିବାହ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ । ବିବାହ ଖୁବ୍ କମ ଦିନ ଥିବାରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏନେଇ ଧର୍ମେନ୍ଦ୍ରଙ୍କ ଜୁହୁସ୍ଥିତ ଘରକୁ ସୁନ୍ଦର ଭାବେ ସଜ୍ଜାଯାଉଛି ।…

ପୁଣି ଗୋଟିଏ ଟ୍ରାକରେ ମୁହାଁମୁହିଁ ହେଲେ ୨ ଟ୍ରେନ୍, ରେଲୱେ ଦେଲା ସ୍ପଷ୍ଟୀକରଣ

ବିଳାସପୁର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ୧୦ ଦିନ ବିତିଛି । ବାହାନଗା ବାହୁନି ବାହୁନି କାନ୍ଦୁଥିବା ବେଳେ ପୁଣି ସାମ୍ନାକୁ ଆସିଛି ରେଳ ବିଭାଗର ଅବହେଳା । ଛତିଶଗଡ଼ର ବିଳାସପୁରରେ ଗୋଟିଏ ଟ୍ରାକରେ ୨ଟି ଟ୍ରେନ୍ ଆସିବା ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ଭିଡିଓରେ ଦେଖା…

କଫି ଶପ୍‌ରେ ବସି ଅନ୍‌ଲାଇନ୍‌ରେ କଲେ ଅର୍ଡର, ୪୦୦ ବଦଳରେ ଦେଲେ ୧୯୦ ଟଙ୍କା

ବିଜ୍ଞାନର ଉନ୍ନତି କାରଣରୁ ଏବେ ସବୁକ୍ଷେତ୍ରର ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ଗୋଟିଏ ଫୋନ କଲରେ ଘର ପାଖରେ ପହଞ୍ଚି ଯାଉଛି ସବୁ ସୁବିଧା । ଲୋକଙ୍କ ପସନ୍ଦ ପାଇଁ ଏବେ ଅନ୍‌ଲାଇନ୍ ଡ଼େଲିଭରିକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ଦିଆଯାଉଥିବା ଅଫର ପ୍ରତି…

ଜୋହାନ୍ସବର୍ଗରେ ବଡ ଧରଣର ଭୂକମ୍ପ ଝଟକା

ଜୋହାନସବର୍ଗ: ଜୋହାନସବର୍ଗରେ ରବିବାର ବଡଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ସମୟ ୨ଟା ୩୮ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ଯାହାର ତୀବ୍ରତା ଥିଲା ରିକ୍ଟର ସ୍କେଲରେ ୫.୦  ।   ଭୂମିକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣପୂର୍ବ ଅଞ୍ଚଳରେ ଥିବା ଅଲବଟର୍ଣ୍ଣ ଠାରୁ ୬ କିଲୋମିଟର ଦୂରରେ ରହିଛି ।…

ପୁରୀ ରଥଯାତ୍ରା ବେଳେ ଉଡ଼ାଇ ପାରିବେନି ଡ୍ରୋନ୍‌, ଲାଗିଲା କଟକଣା

ପୁରୀ: ଜୁନ୍ ୨୦ରୁ ବିଶ୍ୱପ୍ରସିଦ୍ଧ ପୁରୀ ରଥ ଯାତ୍ରା । ବିଶ୍ୱ ନିୟନ୍ତାଙ୍କ ମାନବୀୟ ଲୀଳାଖେଳା ଦେଖିବାକୁ ଛୁଟିବ ପୁରୀକୁ ଭକ୍ତଙ୍କ ଧାଡ଼ି । ଡିଜିଟାଲ୍ ଯୁଗରେ ସମସ୍ତେ ଠାକୁରଙ୍କ ବଡ଼ଦାଣ୍ଡରେ ଉପସ୍ଥିତିକୁ ମୋବାଇଲ୍ ଓ କ୍ୟାମେରାରେ କଏଦ କରିବାକୁ ଆଗ୍ରହୀ । ହେଲେ ରଥଯାତ୍ରା ସମୟରେ ଆପଣ…

ବାପାଙ୍କ ଶ୍ରାଦ୍ଧବାର୍ଷିକୀରେ ଝିଅ ସହ ପୂଜା କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ବାପାଙ୍କ ଶ୍ରାଦ୍ଧବାର୍ଷିକୀରେ ଝିଅ ସହ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ବାପାଙ୍କ ମୃତ୍ୟୁ ବାର୍ଷିକୀରେ ଏକ ସ୍ୱତନ୍ତ୍ର ପୂଜାର ଆୟୋଜନ କରି ସୋସିଆଲ ମିଡ଼ିଆରେ ଫଟୋ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ତୁମକୁ ବହୁତ ମନେ…

‘ବିକାଶ ପାଇଁ ଅବିଶ୍ରାନ୍ତ କାମ କରୁଛି ବିଜେଡି ହେଲେ ବାଧା ଦେଉଛି ବିଜେପି ନେତାଙ୍କ ଷଡଯନ୍ତ୍ର’

ଭୁବନେଶ୍ୱର: ବିଜୁ ଜନତା ଦଳ ସରକାର ବିଗତ ୨୩ ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ପାଇଁ ଅବିଶ୍ରାନ୍ତ ଭାବେ କାମ କରୁଛି ।  ହେଲେ ଓଡିଶା ବିଜେପି ନେତାମାନେ ଗତ ନଅ ବର୍ଷ ଧରି ଦିଲ୍ଲୀରେ ଓଡିଶାର ବିକାଶ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଏମିତି ଅଭିଯୋଗ ଆଣିଛି ବିଜେଡି  । ଆଜି ଭୁବନେଶ୍ୱରଠାରେ…

ଆଶ୍ଚର୍ଯ୍ୟ : ମଣିଷ ଭଳି ରୋବୋ ବି କରୁଛି ଶ୍ୱାସକ୍ରିୟା

ୱାଶିଂଟନ: ବିଜ୍ଞାନର ଉନ୍ନତି କାରଣରୁ ଧୀରେ ଧୀରେ ବଦଳିବାରେ ଲାଗିଛି ଲୋକଙ୍କ ଜୀବନଧାରା । ଏବେ କର୍ମଚାରୀଙ୍କ ବଦଳରେ ବିକଳ୍ପ ପାଲଟି ଯାଉଛି ରୋବୋ । ହୋଟେଲଠାରୁ ଆରମ୍ଭ କରି କାର ଶୋରୁମ,ପେଟ୍ରୋଲ ପମ୍ପ ସବୁଠି ରୋବୋର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ଆବଶ୍ୟକତା ବଢୁଥିବାରୁ ଏହାକୁ ନେଇ…