Latest Odisha News

BREAKING NEWS

ରେସଲରଙ୍କ ଆନ୍ଦୋଳନକୁ ହାଇଜ୍ୟାକ କରୁଛି କିଏ ?

ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରଙ୍କ ଧାରଣର ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ନ୍ୟାୟ ପାଇଁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ଏବେ ଧିରେ ଧିରେ ଅନ୍ୟ ହାତକୁ ଚାଲିଯାଉଛି । ତେବେ ରେସଲରଙ୍କ ଏହି ଆନ୍ଦୋଳନକୁ ହାଇଜ୍ୟାକ କରୁଛି କିଏ ? ଏଥିରେ…

ଜୁନ ୮ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ

ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ପ୍ଲସ୍-୨ କଳା ପରୀକ୍ଷା ଫଳ ଜୁନ୍ ୮ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ବୁଧବାର ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନାୟକ କହିଛନ୍ତି, ଜୁନ୍ ୮…

ଆକଳନ ଠାରୁ ଅଧିକ ରହିଲା ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ବିଶ୍ୱରେ ପ୍ରତିକୂଳ ପରିସ୍ଥିତି ଲାଗି ରହିଥିବା ବେଳେ ଗତ ଆର୍ଥିକ ବର୍ଷ ତୁଳନାରେ ଭାରତ ଭଲ ପ୍ରଦର୍ଶନ କରିଛି । ବୁଧବାର ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଅଭିବୃଦ୍ଧି ହାର ଆକଳନ ଠାରୁ ଅଧିକ ରହିଛି । ତଥ୍ୟ ଅନୁସାରେ, ମାର୍ଚ୍ଚ ତ୍ରୈମାସିକରେ ଭାରତୀୟ ଅର୍ଥ ବ୍ୟବସ୍ଥା…

ପୁଣି ଜେଜେବାପା ହେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାନ୍ସ ଗ୍ରୁଫର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଥରେ ଜେଜେବାପା ହୋଇଛନ୍ତି । ପୁଅ ଆକାଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ଶ୍ଲୋକା ଦ୍ୱିତୀୟ ଥର ପାଇଁ ପିତାମାତା ହୋଇଛନ୍ତି । ଏଥର ଶ୍ଲୋକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଭୟଙ୍କର ପୂର୍ବରୁ ୨ ବର୍ଷର ଏକ ପୁଅ ମଧ୍ୟ ଅଛି ।…

ସୁନ୍ଦରୀ ପ୍ରତିଯୋଗିତାରେ ବିଜେତାଙ୍କ ମୁକୁଟ ଭାଙ୍ଗିଦେଲେ ପରାସ୍ତ ପ୍ରତିଯୋଗୀଙ୍କ ସ୍ୱାମୀ

ବ୍ରାଜିଲ: ପ୍ରତ୍ୟେକ ପ୍ରତିଯୋଗିତାରେ ହାର-ଜିତ୍ ଥାଏ । ପ୍ରତିଯୋଗିତାରେ କେହି ତ ଜଣେ ବିଜୟୀ ହୋଇଥାନ୍ତି । ଅନ୍ୟ ପ୍ରତିଯୋଗୀମାନେ ହାରୁଥିଲେ ବି ଆଗାମୀ ଦିନରେ ପୁଣି ଜିତିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ବ୍ରାଜିଲରେ ଆୟୋଜିତ ଏକ ସୁନ୍ଦରୀ ପ୍ରତିଯୋଗିତାରେ ଭିନ୍ନ କିଛି ଦେଖିବାକୁ…

୨୦ ବର୍ଷରୁ କମ ଫିଫା ବିଶ୍ୱକପ: କ୍ୱାର୍ଟରରେ ଆମେରିକା, ଇସ୍ରାଏଲ

ବୁଏନ୍ସ ଏରିସ: ଆର୍ଜେଂଟିନାରେ ଚାଲିଥିବା ୨୦ ବର୍ଷରୁ କମ ଫିଫା ବିଶ୍ୱକପର ରୋମାଂଚ ବଢ଼ିବାରେ ଲାଗିଛି । ବୁଧବାର ଚମତ୍କାର ପ୍ରଦର୍ଶନ କରି ଆମେରିକା ଓ ଇସ୍ରାଏଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି-କ୍ୱାର୍ଟରରେ ଆମେରିକା ୪-୦ ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ଆମେରିକା…

+୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍‍ର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ରାଜ୍ୟର ବିଜ୍ଞାନରେ ପାସ ହାର ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ୮୧.୧୨…

ଦାମି ଗାଡ଼ିରେ ଆସି ରାସ୍ତାକଡ଼ରେ ଚା’ ବିକନ୍ତି ଦୁଇ ଯୁବକ

ମୁମ୍ବାଇ: ଯେଉଁମାନେ ଚା କିମ୍ବା ରାସ୍ତା କଡ଼ରେ କୌଣସି ଜଳଖିଆ ବ୍ରିକ୍ରି କରନ୍ତି, ତାଙ୍କୁ ଛୋଟ ଲୋକ ଭାବରେ ବିବେଚନା କରାଯାଏ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି । ଉଚ୍ଚ ଶିକ୍ଷିତ ଯୁବକମାନେ ନିଜ ଇଚ୍ଛାରେ ରାସ୍ତାକଡ଼ରେ ଚା’ ବିକ୍ରି କରୁଛନ୍ତି । ଏବେ ମୁମ୍ବାଇର ଦୁଇ ଜଣ ଯୁବକ…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ଭାରତର ଷ୍ଟାର ମହିଳା ଖେଳାଳି ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ସାଇନା ନେହ୍ୱାଲ, ସାତ୍ୱିକ-ଚିରାଗ ଓ ଲକ୍ଷ୍ୟ ସେନ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ସିନ୍ଧୁ କାନାଡାର ମିଚେଲ ଲୀଙ୍କ ନିକଟରୁ ୨୧-୮, ୨୧-୧୮ ଓ…

ମାଆଙ୍କ ମୃତଦେହକୁ ୬ ବର୍ଷ ଘରେ ରଖିଲେ ପୁଅ: କାରଣ ଜାଣିଲେ ହେବେ ଚକିତ

ଇଟାଲି: ଯଦି କେହି ହଠାତ୍ ନିଜର ପ୍ରିୟଜନକୁ ହରାଏ, ତାହାକୁ ନେଇ ସେ ପୁରା ଭାଙ୍ଗି ପଡ଼ିଥାଏ । ତାର ଜୀବନ ପୁରା ନଷ୍ଟ ହୋଇଯାଇଥାଏ । ଏଭଳି ପରିସ୍ଥିତିରେ ଅନେକ ଲୋକ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରନ୍ତି ନାହିଁ । ତଥାପି, କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ପ୍ରିୟଜନଙ୍କ ମୃତ ଶରୀରକୁ…