Latest Odisha News

BREAKING NEWS

ଟିଏମସିକୁ କଂଗ୍ରେସର ଜବାବ, ବିଧାୟକ ନେଉଛ ଏକାଠି ହେବାକୁ କହୁଛ!

ଭୁବନେଶ୍ୱର: ପଶ୍ଚିମବଙ୍ଗରେ କଂଗ୍ରେସର ଏକମାତ୍ର ବିଧାୟକ ବାୟରନ ବିଶ୍ୱାସ ଟିଏମସିରେ ମିଶିବା ପରେ କଂଗ୍ରେସ ପ୍ରତିକ୍ରିୟାଶୀଳ ହୋଇଛି। ରାଜ୍ୟରେ ଟିଏମସି ପକ୍ଷରୁ ଚାଲିଥିବା ଜନ ସଂଯୋଗ ଯାତ୍ରା ସମୟରେ କଂଗ୍ରେସର ସାଗରଦିଘି ବିଧାୟକ ବାୟରୋନ ବିଶ୍ୱାସ ଦଳର ସାଂସଦ ଅଭିଷେକ ବାନାର୍ଜୀଙ୍କ…

ନାବାଳିକାଙ୍କ ମୃତ୍ୟୁ ପରେ ନିଦ ଭାଙ୍ଗିଲା ସିଏମସିର, ନିର୍ମାଣସ୍ଥଳରେ ସୂଚନା ଫଳକ ଲଗାଇବାକୁ ନିର୍ଦ୍ଦେଶ

କଟକ: ନିଦ ଭାଙ୍ଗିଲା ସିଏମସିର। ନାବାଳିକାଙ୍କର ମୃତ୍ୟୁ ପରେ ଆଖି ଖୋଲିଛି କଟକ ମହନଗର ନିଗମ ଏବଂ ମେୟର ସୁବାସ ସିଂଙ୍କର। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆକ୍ରୋଶ ବୃଦ୍ଧି ପାଉଥିବା ଦେଖି ମେୟର ସୁବାସ ସିଂହ ତତ୍ପରତା ପ୍ରକାଶ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ପ୍ରୟାସ କରିବା…

ବିଜେପିକୁ ବହିରୁ ବାହାର କରିଦେବେ !

ଭୁବନେଶ୍ୱର: କର୍ଣ୍ଣାଟକରେ ପୂର୍ବର ବିଜେପି ସରକାର ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ତୁରନ୍ତ ପରିବର୍ତ୍ତନ କରିବାରେ ଲାଗିଛି ନୂଆ କଂଗ୍ରେସ ସରକାର। ବିଜେପି ଦ୍ୱାରା କରାଯାଇଥିବା କିଛି ଯୋଜନାକୁ ବନ୍ଦ କରାଯିବା ସହ ଯୋଜନା ପାଇଁ ଅର୍ଥ ବରାଦକୁ ବି ବନ୍ଦ କରିଦିଆଯାଇଛି। ଏପରିକି କିଛି ବଡ଼…

ନଜର ଆସିଲା ବିରଳ ପାଣ୍ଡା : ଦେଖିବାକୁ ପୁରା ଧଳା

ଚୀନ୍‌: ଦୁନିଆରେ ଅନେକ ପ୍ରକାରର ଜୀବଜନ୍ତୁ ରହିଛନ୍ତି । ସେଥିମଧ୍ୟରୁ କିଛି ବିରଳ ପଶୁ କାଁ ଭାଁ ଦେଖିବାକୁ ମିଳିଥାନ୍ତି । ତାହାପୁଣି ଭିନ୍ନ ଭିନ୍ନ ସ୍ଥାନରେ । ଏବେ ସେମିତି ଚୀନ୍‌ରେଏକ ବିରଳ ପାଣ୍ଡା ଦେଖିବାକୁ ମିଳିଛି । ଯାହାକୁ ବିଶେଷଜ୍ଞମାନେ ଆଲବିନୋ ପାଣ୍ଡା ବୋଲି କହିଛନ୍ତି ।…

ବଲାଙ୍ଗୀର ରାଜ ପରିବାର ଘରୋଇ କଳି, ବୋହୂ ନାଁରେ ଶାଶୁ ଘର ଲୋକ ଦେଲେ ଏତଲା

ବଲାଙ୍ଗୀର: ରାଜପରିବାର ମଧ୍ୟରେ ଚାଲିଥିବା ବୈବାହିକ ବିବାଦରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ଓ ତାଙ୍କ ବାପା ଅଜୟ ସିଂହଙ୍କ ବିରୋଧରେ ଏସସି/ଏସଟି ଆକ୍ଟରେ ମାମଲା ରୁଜୁ ହୋଇଛି। ଅର୍କେଶଙ୍କ ପରିବାର ଲୋକେ ଏହି ମାମଲା ରୁଜୁ…

ମାଟି ଖୋଳୁଥିବା ମେସିନ ଖସିପଡ଼ିଲା, ଭିତରେ ଥିବା ଡ୍ରାଇଭର ଏବଂ ହେଲପରଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲାରେ ଏକ ପଥର ଖାଦାନରେ ଖଣି ଖୋଳା ଚାଲିଥିବା ବେଳେ ଦୁର୍ଘଟଣା ଘଟି ଜଣେ ନାବାଳକଙ୍କ ସମେତ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଜେନାପୁର ଥାନା ଅଧିନରେ ଥିବା ଲୁଣିବର ଖଣିରେ ବିଳମ୍ବିତ ରାତିରେ ହୋଇଥିବା ଏହି ଦୁର୍ଘଟଣା ଆଜି ସକାଳେ ଜଣାପଡ଼ିଛି। ଦୁଇ ମୃତକ ହେଲେ…

ସବୁଠୁ ବିପଜ୍ଜନକ ଉଦ୍ଭିଦ: ଛୁଇଁଲେ ଅବସ୍ଥା ହେବ ଗୁରୁତର

ବ୍ରିଟେନ୍‌: ଦୁନିଆରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି । ଏଥିମଧ୍ୟରୁ ଆମେ କିଛି ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଲଗାଇଥିବା ବେଳେ ଆଉ କିଛି ଉଦ୍ଭିଦ ଜଙ୍ଗଲରେ ବଢିଥାନ୍ତି । ଏମିତି କିଛି ଗଛ ଅଛି, ଯାହା ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥାଏ, କିନ୍ତୁ ଯଦି ଆପଣ ଏହାକୁ ସ୍ପର୍ଶ କରନ୍ତି,…

୮୩ ବର୍ଷ ବୟସରେ ବାପା ହେବେ ଅଭିନେତା ଆଲ ପାଚିନୋ

ମୁମ୍ବାଇ: ୮୩ ବର୍ଷ ବୟସରେ ବାପା ହେବାକୁ ଯାଉଛନ୍ତି ହଲିଉଡ୍‌ର ଲୋକପ୍ରିୟ ବରିଷ୍ଠ ଅଭିନେତା ଆଲ୍ ପାଚିନୋ । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ଆନନ୍ଦିତ ହେବା ସହ ଶୁଭେଚ୍ଛା ଜଣାଇଛନ୍ତି । ସେ ୪ର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି । ଆଲ୍ ପାଚିନୋଙ୍କ ପ୍ରେମିକା ତଥା ଫିଲ୍ମ…

ପନ୍ତଙ୍କ ବିଶ୍ୱକପ ଖେଳିବା ସମ୍ଭାବନା ଉଜ୍ଜୀବୀତ

ନୂଆଦିଲ୍ଲୀ: କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଟିମ ଇଣ୍ଡିଆର ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ଦ୍ରୁତ ଆରୋଗ୍ୟ ହେବାରେ ଲାଗିଛନ୍ତି । ନ୍ୟାଶନାଲ କ୍ରିକେଟ ଏକାଡେମୀରେ ସେ ଅଭ୍ୟାସ ଆରମ୍ଭ କରିଛନ୍ତି । ପନ୍ତଙ୍କ ଆଉ କୌଣସି ଅପରେଶନର ଆବଶ୍ୟକତା ନାହିଁ ଏନସିଏ ପକ୍ଷରୁ ତାଙ୍କ ଉପରେ ନଜର…

ମହାକାଶରେ ବିବାହ କରିବେ ବେଜୋସ୍

ପ୍ୟାରିସ୍‌: ମହାକାଶରେ ବିବାହ କରିବେ ଆମାଜନ୍‌ର ସମ୍ପାଦକ ଜେଫ୍  ବେଜୋସ୍ । ଲରେନ ସାନଞ୍ଜେଜ୍‌ଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ବେଜୋସ୍ । ସେମାନେ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଯଦି ସେ ମହାକାଶରେ ବିବାହ କରିବେ, ତେବେ ସେ ପ୍ରଥମ ବ୍ୟକ୍ତି ଭାବେ ବିବେଚିତ ହେବେ ।…