Latest Odisha News

BREAKING NEWS

ଅଭିନୟ ଦୁନିଆରୁ ବିଦାୟ ନେବେ ଦୀପିକା : ପରିବାରକୁ ଦେବେ ପୁରା ସମୟ

ମୁମ୍ବାଇ: ଅଭିନୟ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେବି । ମୋ ପରିବାର ଓ ଆଗକୁ ଆସୁଥିବା ମୋ ବେବିକୁ ପୁରା ସମୟ ଦେବି । ମୁଁ ବହୁତ କମ୍ ବୟସରେ ଅଭିନୟ ଦୁନିଆକୁ ଆସିଛି । ୧୫ବର୍ଷ ହେଲା ନିରନ୍ତର କାମ ବି କଲି । ଏବେ ଅଭିନୟ ନୁହେଁ,ପରିବାରକୁ ଧ୍ୟାନ ଦେବି । ଏମିତି କିଛି କହିଛନ୍ତି ଛୋଟପରଦାର…

ଡ଼୍ୟାନ୍ସ କଲେ ୮୦ ବର୍ଷୀୟା ବୃଦ୍ଧା,ତାଙ୍କ ଆତ୍ମବିଶ୍ୱାସକୁ ଲୋକେ ଦେଲେ ଧନ୍ୟବାଦ

ଯଦି କେହିି ହୃଦୟରେ ନିଜକୁ ଯୁବକ ବୋଲି ଅନୁଭବ କରନ୍ତି, ଯେତେ ବୟସ୍କ ହୁଅନ୍ତୁ ନା କାହିଁକି ସେ ସବୁବେଳେ ଯୁବକ ହିଁ ରହିବେ । ଯଦି ଆପଣ ଏହାକୁ ବିଶ୍ୱାସ କରୁନାହାଁନ୍ତି, ତେବେ ଏବେ ଭାଇରାଲ ହେଉଥିବା ଏକ ଭିଡିଓ ଦେଖିଲେ ଠିକ୍ ବୁଝିପାରିବେ । ଜଣେ ବୃଦ୍ଧା ଏପରି ଡ଼୍ୟାନ୍ସ କରୁଛନ୍ତି ଯେ, ଲୋକେ…

ଇଣ୍ଡିଆନ ନାଭି ଅଗ୍ନିବୀର ପାଇଁ ରେଜିଷ୍ଟ୍ରେଶନ ଆରମ୍ଭ: ଏଇ ତାରିଖ ସୁଦ୍ଧା କରନ୍ତୁ ଆବେଦନ

ନୂଆଦିଲ୍ଲୀ:ଭାରତୀୟ ନୌସେନାରେ ଭର୍ତ୍ତି ହେବା ପାଇଁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆନା ନାଭି ଅଗ୍ନିବୀର ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅନଲାଇନ ରେଜିଷ୍ଟ୍ରେଶନ ପ୍ରକ୍ରିୟା । ଆଶାୟୀ ପ୍ରାର୍ଥୀମାନେ ନାଭିର ଅଫିସିଆଲ ୱେବସାଇଟ joinindiannavy.gov.in କୁ ଯାଇ…

ଫ୍ୟାନୀ ବ୍ଲାଙ୍କର୍ସ-କୋଏନ ଗେମ୍ସରୁ ଓହରିଲେ ନୀରଜ

ନୂଆଦିଲ୍ଲୀ: ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ହେଙ୍ଗେଲୋରେ ହେବାକୁ ଥିବା ଫ୍ୟାନୀ ବ୍ଳାଙ୍କର୍ସ-କୋଏନ ଗେମ୍ସରୁ ଓହରି ଯାଇଛନ୍ତି । ନେଦରଲାଣ୍ଡର ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ନୀରଜ ମାଂସପେଶୀଜନିତ ସମସ୍ୟାରେ…

ବ୍ୟବସାୟୀଙ୍କ ଘରେ ପଶି ଆତଙ୍କ ଖେଳାଇଲେ; ଖଣ୍ଡା, ତଲୱାର ଦେଖାଇ କଳା କନା ବୁଲାଇଲେ

ଭବାନୀପାଟଣା /କେସିଙ୍ଗା: ରାତି ଅଧରେ ଘରେ ପଶିଲେ । ଖଣ୍ଡ, ତଲୱାର ଦେଖାଇ ସମସ୍ତଙ୍କୁ ଚୁପ କରାଇ ଦେଲେ । ତା’ ପରେ ରଶିରେ ସମସ୍ତଙ୍କ ମୁହଁ, ଗୋଡ, ହାତ ବାନ୍ଧି ଦେଇ ଘରେ ଯାହା ଥିଲା ବୋହି ନେଲେ । ଏମିତି ଡକାୟତି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳରେ। କଳାହାଣ୍ଡି…

ଜାତୀୟ ସବ ଜୁନିୟର ହକି: ଓଡିଶା ରନର୍ସଅପ

ରାଉରକେଲା: ଏଠାରେ ଅନୁଷ୍ଠିତ ଜାତୀୟ ସବ ଜୁନିୟର ହକିରେ ଓଡିଶା ରନର୍ସଅପ ହେବାକୁ ବାଧ୍ୟ ହୋଇଛି । ଫାଇନାଲରେ ଓଡିଶା ଅପେକ୍ଷାକୃତ ଶକ୍ତିଶାଳୀ ଉତରପ୍ରଦେଶ ନିକଟରୁ ୧-୭ ଗୋଲରେ ପରାଜିତ ହୋଇଛି । ଏଥିସହ ୟୁପି ଟିମ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛି । ଲିଗ ପର୍ଯ୍ୟାୟରେ ପ୍ରଭାବୀ ପ୍ରଦର୍ଶନ…

ପତ୍ନୀଙ୍କୁ ବାପଘର ବୁଲାଇ ନେବାକୁ ଡାକି ବାଟରେ ହତ୍ୟା; ୪ ଦିନ ପରେ ଜଙ୍ଗଲରୁ ମିଳିଲା ଶବ

ନୂଆପଡ଼ା: ବାପଘର ନେଇ ଯିବେ ବୋଲି ସୁୁଆଗରେ ପତ୍ନୀ ସୁନେଙ୍କୁ ଡାକିଥିଲେ । ପତ୍ନୀ ବି ମନଖୁସିରେ ସଜବାଜ ହୋଇ ବାହାରି ପଡିଲେ । ସ୍ୱାମୀଙ୍କ ମନରେ ଏତେ ଜଘନ୍ୟ ଚିନ୍ତାଧାରା ବୁଲୁଛି ବୋଲି ସେ ବା କାହିଁକି ଜାଣିବେ ? ସାଇକେଲରେ ସ୍ୱାମୀ-ସ୍ତ୍ରୀ ଦୁହେଁ ବାହାରି ପଡିଲେ ବାପଘର ବୁଲି । ହେଲେ…

ଦ୍ରୁତଗତିରେ ଆସୁଥିଲା କାର, ତାଳଦଣ୍ଡା କେନାଲ ଭିତରେ ପଶିଗଲା

କଟକ:କଟକ ତାଳଦଣ୍ଡା ତାଳଦଣ୍ଡା କେନାଲ ଭିତରେ ପଶିଗଲା କାର । କାରରେ ବସିଥିଲେ ୨ ଜଣ । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, କାରଟି ଦ୍ରୁତ ଗତିରେ ଆସୁଥିଲା । ମାତୃଭବନ-ନୂଆବଜାର ରାସ୍ତାରେ ଯାଉଥିବାବେଳେ ହଠାତ ଭାରସାମ୍ୟ ହରାଇ କେନାଲ…

ଚମକିବ କୋଣାର୍କ ମନ୍ଦିର ଚାରିପାଖ: ଖର୍ଚ୍ଚ ହେବ ୨୦୯ କୋଟିି

ଭୁବନେଶ୍ୱର: ଚମକିବ କୋଣାର୍କ ମନ୍ଦିର । ପୂର୍ବାପେକ୍ଷା ଆହୁରି ଦିଶିବ ଆକର୍ଷଣୀୟ । କୋଣାର୍କ ମନ୍ଦିର ପରିସର ଏବଂ ଚତୁଃପାର୍ଶ୍ୱକୁ ଅଧିକ ବିକଶିତ ଏବଂ ଆକର୍ଷିତ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଐତିହ୍ୟ ଓ ସ୍ମାରକୀ ତଥା ପର୍ଯ୍ୟଟନ ଆକର୍ଷଣ ସମନ୍ୱିତ ବିକାଶ ଯୋଜନା…

କାହାପାଇଁ ‘ମୋ ଘର’ ଯୋଜନା ? କେମିତି କରିବେ ଆବେଦନ ଜାଣନ୍ତୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ୧୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ ବାଜିଛି ମୋହର । ଏଥି ମଧ୍ୟରେ ରହିଛି ମୋ ଘର ଯୋଜନା । ଏହି ଯୋଜନାରେ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ପାଇଁ ସବସିଡିରେ ଯୋଗାଇ ଦିଆଯିବ ସହାୟତା ।…