Latest Odisha News

BREAKING NEWS

ଭିତରକନିକା ଜାତୀୟ ଉଦ୍ୟାନର ବଦଳିବ ରୂପରେଖ

ରାଜନଗର : ନୂଆ ରୂପରେ ଦେଖିବାକୁ ମିଳିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ଭିତରକନିକା ପର୍ଯ୍ୟଟନସ୍ଥଳୀଠାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ନିମନ୍ତେ ମାଷ୍ଟର୍‌ପ୍ଲାନ୍‌ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଏଥିପାଇଁ ସରକାର ୨୦୨୧-୨୨ ଆର୍ଥିକ ବର୍ଷରେ ୫୮ କୋଟି ୫୮ ଲକ୍ଷ ୫୩…

ରାଜଧାନୀରେ ବ୍ୟାପକ ହେଲା ସେଫ ସିଟି ଡ୍ରାଇଭ, ଚେକିଂ ଓ ବ୍ଲକିଂ ଜୋରଦାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବ୍ୟାପକ ହେଲା ସେଫ ସିଟି ଡ୍ରାଇଭ। ଲୋକଙ୍କ ସୁରକ୍ଷା ସହ ନିଶା ଚାଲାଣ ଓ ଅପରାଧ ରୋକିବା ପାଇଁ ଚେକିଂ ଓ ବ୍ଳକିଙ୍ଗ ଜୋରଦାର କରାଯାଇଛି। ସବୁଆଡ଼େ ପୁଲିସ ପଇଁତରା ମାରିବା ସହ ମୁଖ୍ୟ ଛକ ରାସ୍ତାଗୁଡ଼ିକରେ ଚେକିଂ ଚାଲିଛି ବୋଲି ଭୁଭନେଶ୍ୱର ଡିସିପି ପ୍ରତୀକ…

ଆଜିଠୁ ଆରମ୍ଭ +୨ ନାମଲେଖା ଆବେଦନ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ +୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ପ୍ରଥମବର୍ଷ ନାମଲେଖା ଆବେଦନ ପ୍ରକ୍ରିୟା । ସାମ୍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀ କରିପାରିବେ ଆବେଦନ । ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ଆସନ୍ତା ଜୁନ୍ ୨୦ ତାରିଖ ରାତି ୧୧ଟା ୪୫ ଧାର୍ଯ୍ୟ ସମୟ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୯)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଏତିକି ବେଳେ ଧଳା ନେଭି ୟୁନିଫର୍ମ ପିନ୍ଧିଥିବା ଜଣେ ଲୋକ ଆସି ମାଇକ୍‌ରେ କିଛି ଘୋଷଣା କଲେ । “ପ୍ରିୟ, ଯାତ୍ରୀଗଣ, ଆମେ ଦୁଃଖର ସହ ଆପଣମାନଙ୍କୁ ଜଣାଉଛୁ ଯେ, ଇଂଜିନ୍‌ରେ କିଛି ଯାବିକ ତ୍ରୁଟି ଯୋଗୁଁ ଆମେ…

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କରଞ୍ଜିଆ ତହସିଲଦାରଙ୍କ ଘରେ ଓ ଅଫିସ୍‌ରେ ଭିଜିଲାନ୍ସ ଚଢଉ

କରଞ୍ଜିଆ: ବେଆଇନ ଖଣି ଲିଜ୍ କମାଉଥିଲ କୋଟି କୋଟି ଟଙ୍କା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗର ଭିଜିଲାନ୍ସ ଜାଲରେ ଫସିଲେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ। ଦୁର୍ନୀତି ଅଭିଯୋଗରେ କଟକ ଭିଜିଲାନ୍ସସ ଟିମ୍‌ ତହସିଲଦାରଙ୍କ ଘର ସମେତ ସରକାରୀ କାର୍ଯ୍ୟାଳୟ ଓ ପୈତୃକ ଘରେ ଚଢଉ କରୁଛି। ବେଆଇନ୍…

ଓଡ଼ିଶାର ପ୍ରମୋଦ କୁମାର ମିଶ୍ର ଦେଶର ଦ୍ୱିତୀୟ ଶୀର୍ଷ ନୀତି ନିର୍ଦ୍ଧାରକ

ଭୁବନେଶ୍ୱର: ଦେଶର ନୀତି ନିର୍ଦ୍ଧାରଣ କରୁଥିବା ଯେଉଁ କେତେକ ପ୍ରଭାବଶାଳୀ ପ୍ରଶାସକଙ୍କ ଅଛନ୍ତି, ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓଡ଼ିଆ ପୁଅ ଡ. ପ୍ରମୋଦ କୁମାର ମିଶ୍ର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆସୁଥିବା ସମସ୍ତ ଫାଇଲ୍ ପ୍ରମୋଦ କୁମାର…

କବିତା : ରାତିର କଥା

ସାଧନା ପଣ୍ଡା ଭଲ ପାଇବାର ବିଭୁତିକୁ ଛାତିରେ ସାଇତି ଗ୍ରହଣ ପରି ଢୋକୁଛି ପ୍ରୀତିର ଗରଳକୁ ! ଶୋଷରେ ଜର ଜର ଏଇ ଦୁର୍ବଳ ମନର ଜଖମରେ ମଲମ ଲଗାଇ ନିସ୍ତେଜ, ନିର୍ବେଦରେ ସାରା ରାତି ଅନାଇ ରହିଛି ଟିକେ ଶ୍ୟାମଳ ଛୁଆଁକୁ ! ଅନନ୍ତ ପ୍ରତୀକ୍ଷାର ଅନ୍ତକରି ଧୋଇ ଦେଇଛି ଶ୍ରାବଣ…

ଭାଷା ଭାଗବତ : ସ୍ବଭାଷା ଦୁର୍ବଳ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଋତୁ ବର୍ଣନା ବାରଂବାର କରିଲେ ସୁକବି ପ୍ରବର ହେଲା କାହାର ଉପକାର ଥରେ ତ ନିଶ୍ଚୟ ପଚାର ନାରୀର ସୌଂଦର୍ଯ ବର୍ଣନା ଯେତେ କଲେ ବି ହୁଏ ଊଣା ତେବେ ବି ଆମ କବିଗଣ ନ ଥକି କଲେ ପୁନଃ ପୁନଃ ଦେବଂକ ଜୀବନ ଚରିତ ହୋଇଥିଲେ ହେଁ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବହୁବିଧ ସେବା ଓ ସେବକଙ୍କ ଆଲୋଚନା ଦିନକୁ ଦିନ ରୋଚକ ହେଉଛି। କାରଣ କିଛି ଅଜଣା ବା ଅନାଲୋଚିତ ସେବା ବିଷୟରେ ଆମେ ଜାଣିପାରିଛେ। ଆଜି ସେହିପରି କିଛି ସେବକଙ୍କ ବିଷୟରେ…

ରାଗ ଖାଇଲେ ଆଖିରେ ଲୁହ ଆସେ କାହିଁକି ! ଜାଣନ୍ତୁ ଏହା ପଛର କାରଣ କ’ଣ ?

ଲୋକମାନେ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । କିଛି ଲୋକଙ୍କୁ ସାଧା ଖାଦ୍ୟ ପସନ୍ଦ ଥାଏ ତ କିଛି ଲୋକଙ୍କୁ ଚଟପଟା ଖାଦ୍ୟ ପସନ୍ଦ ଥାଏ । ବିଶେଷ କରି ରାଗ ଖାଇବାକୁ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଲୋକ ନାପସନ୍ଦ କରିଥାଆନ୍ତି । ଲଙ୍କା ଖାଦ୍ୟର ସ୍ୱାଦ ବଢ଼ାଇଥାଏ । କିନ୍ତୁ…