ସୋସିଆଲ ମିଡିଆରେ ଭାଇରାଲ ହେଉଛି ସଂସଦ ଭବନର ଅଖଣ୍ଡ ଭାରତର ଚିତ୍ର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂତନ ସଂସଦ ଭବନର ଉଦଘାଟନ କରିଛନ୍ତି । ଏହି ସଂସଦ ଭବନର ଅନେକ ଚିତ୍ର ସୋସିଆଲ ମିଡିଆରେ ଶେୟାର ହେବାରେ ଲାଗିଛି । ଏହା ମଧ୍ୟରେ ଅଖଣ୍ଡ ଭାରତର ଏକ ଚିତ୍ର ଭାଇରାଲ ହେବାରେ ଲାଗିଛି । ଏହାର ସତ୍ୟତା ସମ୍ପୂର୍ଣ୍ଣ ପୃଷ୍ଠ ହୋଇପାରି ନାହିଁ ।…