Latest Odisha News

BREAKING NEWS

ଚଳିତ ବର୍ଷ ହିଁ ରିଲିଜ୍ ହେବ ‘ପୁଷ୍ପା ୨’

ମୁମ୍ବାଇ: ଏବେ ସାଉଥ ଫିଲ୍ମ ବକ୍ସ ଅଫିସରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛି । ୨୦୨୧ ମସିହାରେ ରିଲିଜ୍ ହୋଇଥିବା ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ବେଶ୍ ଲୋକପ୍ରିୟ ହୋଇପାରିଥିଲା । ଫିଲ୍ମର କାହାଣୀ, ଅଲୁ ଅର୍ଜୁନଙ୍କ ଶୈଳୀ ଏବଂ ଏହାର ଗୀତଗୁଡ଼ିକ ଦର୍ଶକଙ୍କ ହୃଦୟକୁ ଛୁଇଁବା ସହ ଭଲ ବ୍ୟବସାୟ ବି…

ନୂତନ ସଂସଦ ଭବନ ଉଦଘାଟନ ଉତ୍ସବରେ ସାମିଲ୍ ହେବେନି ୨୦ ବିରୋଧୀ ଦଳ, ଯିବ ବିଜେଡି

ଭୁବନେଶ୍ୱର: ନୂତନ ସଂସଦ ଭବନକୁ କିଏ କରିବ ଉଦଘାଟନ ? ପ୍ରଧାନମନ୍ତ୍ରୀ ଆସନ୍ତା ୨୮ ତାରିଖରେ ନୂତନ ସଂସଦ ଭବନର ଉଦଘାଟନ କରିବେ । ଯାହାକୁ ତମାମ ବିପକ୍ଷ ଦଳ ବିରୋଧ କରିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିମ୍ବା ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦଘାଟନ କରନ୍ତୁ ବୋଲି ଦାବି କରି…

ହେଟ ସ୍ପିଚ ମାମଲାରେ ଆଜମ ଖାଁ ଦୋଷମୁକ୍ତ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ଆଜମ ଖାଁ ୨୦୧୯ ହେଟସ୍ପିଚ ମାମଲାରେ ଦୋଷମୁକ୍ତ ହୋଇଛନ୍ତି । ସେ ଏଥିନେଇ ଆଶ୍ୱସ୍ତ ପାଇଥିଲେ ମଧ୍ୟ ଆଉ ବିଧାୟକ ପଦ ଫେରିପାଇବେ ନାହିଁ । ରାମପୁର କୋର୍ଟ ଏହି ମାମଲାରେ ତାଙ୍କ ବିରୋଧରେ ୧୫୩ଏ, ୫୦୫ ଓ ୧୯୫୧ ଜନ ପ୍ରତିନିଧି ଆଇନର ଧାରା ୧୨୫ ଅନୁଯାୟୀ ଦୋଷୀ…

‘ତେଲେଙ୍ଗାନା ରାଜନୀତି’, ଜିତିଲେ ଚାକିରୀ ଦେବ ବିଜେପି

ଭୁବନେଶ୍ୱର: ତେଲେଙ୍ଗାନରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ବ୍ୟବହାର କରିବ ୨୦୧୪ର ଫର୍ମୁଲା। ନିଯୁକ୍ତିର କଥା କହି ୨୦୧୪ ରେ ବିଜେପି ଦେଶରେ ଶାସନକୁ ଆସିଥିବା ବେଳେ ତେଲେଙ୍ଗାନାରେ ବିଜେପି ଏଥର ପ୍ରଚାରରେ ଚାକିରୀକୁ ପ୍ରମୁଖ ଅସ୍ତ୍ର କରିବ। ରାଜ୍ୟରେ ବହୁ ସଂଖ୍ୟାରେ…

ମୋଦିଙ୍କର ରାଜସ୍ଥାନ ଦରକାର!

ଭୁବନେଶ୍ୱର: ରାଜସ୍ଥାନ ଉପରେ ବିଜେପିର ନଜର। ରାଜସ୍ଥାନରେ କଂଗ୍ରେସ ସରକାର ଥିବାବେଳେ ଆଗକୁ ନିର୍ବାଚନ ଅଛି। କିନ୍ତୁ ସେଠାରେ କଂଗ୍ରେସ ମଧ୍ୟରେ ଗୋଷ୍ଠୀ କନ୍ଦଳ ତୀଵ୍ର ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଗେହଲଟ ଓ କଂଗ୍ରେସ ନେତା ପାଇଲଟଙ୍କ ଲଢେଇ ଲାଗି ରହିଛି। ଏଭଳି ସ୍ଥିତିରେ ବିଜେପି…

କର୍ଣ୍ଣାଟକରୁ ବାର୍ତ୍ତା, ହାତ କରିବନି ହତାଦର

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ବିଜୟ ପରେ ସବୁ କ୍ଷେତ୍ରରେ ଅତି ମାପିଚୁପି ନିଷ୍ପତ୍ତି ନେଉଛି କଂଗ୍ରେସ। ସିଦ୍ଦରମେୟାଙ୍କୁ ମୁଖ୍ୟମନ୍ତ୍ରୀ ଚୟନଠୁ ଆରମ୍ଭ କରି ଡି କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା। ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡି ବସିଥିଲେ ମଧ୍ୟ ତାଙ୍କୁ ମନାଇବାରେ…

ହେଲମେଟ୍ ପିନ୍ଧି ବାଇକ୍‌ରେ ଗଲା କୁକୁର, ଲୋକଙ୍କୁ କଲା ସଚେତନ

ଚେନ୍ନାଇ: କୁକୁର ଓ ମଣିଷ ଭିିତରେ ସମ୍ପର୍କ ଘନିଷ୍ଟ ହୋଇଥାଏ । ସେଥିଲାଗି ଅନେକ କୁକୁର ପାଳିବାକୁ ପସନ୍ଦ କରିଥାନ୍ତି । ଲୋକମାନେ ତାଙ୍କ କୁକୁରକୁ ନିଜ ପିଲାଙ୍କ ପରି ଯତ୍ନ ନେଇଥାନ୍ତି । ଯୁଆଡ଼େ ଯାଆନ୍ତି ସାଙ୍ଗରେ ମଧ୍ୟ ନେଇଥାନ୍ତି । ତାର ସୁରକ୍ଷା ନେଇ ମଧ୍ୟ ଲୋକେ ଚିନ୍ତା କରନ୍ତି । ଏବେ…

ଟିଏମସି ଅଫିସ ଉପରେ ଚାଲିଲା ବୁଲଡୋଜର

ମୁର୍ଶିଦାବାଦ: ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ପ୍ରଶାସନ ଏକ ଅବୈଧ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟ ଉପରେ ବୁଲଡୋଜର ଚଳାଇଛି । ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ଟିଏମସି କୌଣସି କାର୍ଯ୍ୟାଳୟ ଏ ଭଳି ଭାବେ ଭଙ୍ଗାଯାଇଛି । କଲିକତା ହାଇକୋର୍ଟ ଜିଲ୍ଲା ପ୍ରଶାସନକୁ ଟିଏମସି ପାର୍ଟି…

କାର ଉପରେ ବସି ରିଲ୍‌ସ ବନାଇଲେ କନ୍ୟା, ଦେଲେ ଜରିମାନା

ଲକ୍ଷ୍ନୌ: ଏବେ ଲୋକେ ରିଲ୍ସ ପାଇଁ ପାଗଳ । ବିଶେଷକରି ଯୁବପିଢୀଙ୍କ ଭିତରେ ଏହି ମାନସିକତା ଅଧିକ ବସା ବାନ୍ଧିଛି । ସୋସିଆଲ ମିଡ଼ିଆରେ ଏହାର ଚାହିଦା ବଢୁଥିବାରୁ ମୋଟ ଉପରେ ଲୋକେ ସେଲ୍ଫି ଓ ରିଲ୍ସ ପାଇଁ ଏପରି ସ୍ତରକୁ ଚାଲିଯାଉଛନ୍ତି, ଯାହାକୁ ଦେଖି ଆଖି ଖୋସି ହୋଇଯିବ । ଏପରିକି ବିପଦପୂର୍ଣ୍ଣ…

କାଳବୈଶାଖୀ; ଟ୍ରେନ ଉପରେ ପଡିଲା ଗଛ

ରାୟଗଡା:ହଠାତ ମାଡି ଆସିଲା କାଳବୈଶାଖୀ । ଆଗକୁ ଗଡିପାରିଲାନି ଟ୍ରେନ । ଟ୍ରାକ ଉପରେ ଅଟକି ରହିଲା । ଆଉ ଏହି ସମୟରେ ପ୍ରବଳ ପବନରେ ଗଛ ଉପୁଡି ପଡିଲା ଟ୍ରେନ ଉପରେ  । ଏମିତି ଦୃଶ୍ୟ ଦେଖିବାକୁ ମିିଳିଥିଲା ଆଜି ଅରାହ୍ନରେ  । ଅନ୍ୟପକ୍ଷେ  ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ…