Latest Odisha News

BREAKING NEWS

ଆରପାରିରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ବାପା

ମୁମ୍ବାଇ: ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ବାପା ତଥା ଜ୍ୟୋତିଷାଚାର୍ଯ୍ୟ ପି ଖୁରାନାଙ୍କର ଶୁକ୍ରବାର ସକାଳେ ପଞ୍ଜାବର ମୋହାଲିରେ ପରଲୋକ ହୋଇଯାଇଛି । ଏହି ଖବରପାଇ ଅନେକ ଅଭିନେତା,ଅଭିନେତ୍ରୀ,ପ୍ରଯୋଜକ ଓ ସମ୍ପର୍କୀୟ ପହଞ୍ôଚ ପି. ଖୁରାନାଙ୍କ ଶେଷ ଦର୍ଶନ କରିଥିଲେ । ସନ୍ଧ୍ୟାରେ ଚଣ୍ଡିଗଡ଼ର…

ସାଙ୍ଗଙ୍କୁ ଡ଼ାକି ଭୋଜି ଦେଲେ: ଖାଇବା ପରେ ୨ ହଜାର ଟଙ୍କା ଲେଖାଏଁ ମାଗିଲେ

ବ୍ରିଟେନ: ବିବାହ ହେଉ ବା ଜନ୍ମ ଦିନ କି ବ୍ରତୋପନୟନ କିମ୍ବା କୌଣସି ଖୁସିରେ କେହି ଭୋଜି ଦେବାର ନାଁ ଶୁଣିଲେ ସମସ୍ତେ ଉତ୍ସାହିତ ହୁଅନ୍ତି । ଯେତେବେଳେ ଲୋକଙ୍କ ସହ ମିଶି ସୁସ୍ୱାଦୁ ଖାଦ୍ୟ ଖାଇବାର ସୁଯୋଗ ଆସେ, ସେତେବେଳେ ସମସ୍ତେ ଖୁସି ହୋଇଥାନ୍ତି । ଏପରି ଭୋଜିରେ ଖାଇବା ପରେ ଯଦି କେହି…

ଏମ୍ସ ଭୁବନେଶ୍ୱରର ନୂଆ ଅଧ୍ୟକ୍ଷ ଡକ୍ଟର ଏ. କେ ବିଷୋୟୀ

ଭୁବନେଶ୍ୱର: ଜଣାଶୁଣା କାର୍ଡିଆକ୍ ସର୍ଜନ ଡକ୍ଟର ଅକ୍ଷର କୁମାର ବିଷୋୟୀଙ୍କୁ ଭୁବନେଶ୍ୱର ଏମ୍ସର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡକ୍ଟର ସୁବ୍ରତ ଆଚାର୍ଯ୍ୟଙ୍କ ସ୍ଥାନରେ ଡକ୍ଟର…

କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ଭାସୁଛି ପୋକ, କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି

ଯାଜପୁର : କୋଲଡ଼ ଡ୍ରିଂକ୍ସ ପିଉଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ ! କୋଲଡ଼ ଡ୍ରିଂକ୍ସ ବୋତଲରୁ ବାହାରୁଛି ପୋକ । ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଗ୍ରାହକ । ଖରାଦିନେ କୋଲ୍ଡ ଡ୍ରିଙ୍କସ ପିଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । ବିଶେଷ କରି ନାମୀ ଦାମୀ କମ୍ପାନୀର କୋଲ୍ଡ ଡ୍ରିଙ୍କସ୍‌…

ଆଦାନୀ-ହିଣ୍ଡେନବର୍ଗ ମାମଲା, ସେବିକୁ କ୍ଲିନ୍ ଚିଟ୍ ଦେଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ମାମଲାରେ ସୁପ୍ରିମକୋର୍ଟ ଦ୍ୱାରା ଗଠିତ କମିଟି ଦେଇଥିବା ବେଳେ କୌଣସି ନିଷ୍କର୍ସ ମିଳିନାହିଁ । ରିପୋର୍ଟରେ କୁହାଯାଇଛି, ଆଦାନୀ ଗ୍ରୁପ୍ କମ୍ପାନୀର ସେୟାରରେ ଏପେଟ ସେପଟ ଉପରେ ନଜର ରଖିବାରେ ସେବି ବିଫଳ ହୋଇଛି । କମିଟି…

ସ୍ୱାମୀର ଦୀର୍ଘାୟୁ କାମନା କରି ଝାରପଡା ଜେଲରେ ସାବିତ୍ରୀ ବ୍ରତ ପାଳିଲେ ଅର୍ଚ୍ଚନା ନାଗ୍

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ସ୍ୱାମୀର ଦୀର୍ଘାୟୁ କାମନା କରି ବ୍ରତ କରୁଛନ୍ତି ସ୍ତ୍ରୀ। ଓଡ଼ିଆ ପରମ୍ପରା ଅନୁଯାୟୀ ସଧବା ନାରୀ ମାନେ ସ୍ୱାମୀଙ୍କର ସୁସ୍ଥ ଶରୀର ଏବଂ ଦୀର୍ଘ ଆୟୁଷ କାମନା କରି ଆଜି ମାଙ୍କୁ ପୂଜା କରିଥାଆନ୍ତି । ନାଲି ଶଙ୍ଖା, ନୂଆ ଶାଢ଼ି, ଭୋଗ…

ଖେଳୁଥିବା ବେଳେ ଅଘଟଣ, ପୋଖରିରେ ବୁଡ଼ି ଯାଇ ଭାଇଭଉଣୀ ମୃତ

ଜୟପୁର: ବାପା ଜମିରେ କାମ କରୁଥିବା ବେଳେ ନିକଟସ୍ଥ ପୋଖରିରେ ବୁଡ଼ି ଭାଇଭଉଣୀ ପ୍ରାଣ ହରାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପିପଳପୁଟ ଗାଁରେ । ଗାଁ ନିକଟସ୍ଥ ପୋଖରିରେ ଜୀନୁ ବଡ଼ନାୟକଙ୍କ ୫ ବର୍ଷର ପୁଅ ଯୋଗେଶ ଏବଂ ୧୦ ବର୍ଷର ଝିଅ ସନ୍ତୋଷୀ ବୁଡ଼ି…

ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଲେ ପ୍ରଶାନ୍ତ କୁମାର ମିଶ୍ର ଓ କେଭି ବିଶ୍ୱନାଥନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ବରିଷ୍ଠ ଓକିଲ କେଭି ବିଶ୍ୱନାଥନ। ଶୁକ୍ରବାର ସେ ବିଚାରପତି ଭାବେ ଶପଥଗ୍ରହଣ କରିଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ନୂଆ ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ। ପ୍ରଧାନ ବିଚାରପତି ଡି.ୱାଇ…

ସାବିତ୍ରୀ ବ୍ରତ ଓ ବଟବୃକ୍ଷ ମାହାତ୍ମ୍ୟ

ସାବିତ୍ରୀ ବ୍ରତ ଓ ବଟବୃକ୍ଷ ମାହାତ୍ମ୍ୟ ଡକ୍ଟର ଲକ୍ଷ୍ମଣ ସାହୁ ଭାରତୀୟ ହିନ୍ଦୁ ସଂସ୍କୃତିରେ ନାରୀମାନଙ୍କ ବ୍ରତ ପାଳନ ଏକ ସ୍ୱତନ୍ତ୍ରତା ରୁଚି ରହିଛି । ପ୍ରତ୍ୟେକଟି ବ୍ରତ ତା'ର ସ୍ୱାମୀ ବା ପୁତ୍ର/ କନ୍ୟା ପାଇଁ ଉଦ୍ଦିଷ୍ଟ ଥାଏ । ସେଭଳି ସାବିତ୍ରୀ ବ୍ରତ ପାଳନ ନାରୀ ପାଇଁ ଅନ୍ୟ…

ଏଏସ୍ଓ ନିଯୁକ୍ତିରେ ଅନିୟମିତତା: ଓପିଏସ୍‌ସିର ମେରିଟ୍ ଲିଷ୍ଟ୍ ଖାରଜ କଲେ ହାଇକୋର୍ଟ

କଟକ: ଏଏସ୍‌ଓ ପରୀକ୍ଷାରେ ଅନିୟମିତତା ନେଇ ଆଜି ଓଡ଼ିଶା ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି। ଏଥିରେ ଓପିଏସ୍‌ସିର ମେରିଟ୍ ଲିଷ୍ଟ୍ ଖାରଜ କରିଛନ୍ତି ହାଇକୋର୍ଟ। ଏଥିସହିତ ୨ ମାସ ମଧ୍ୟରେ ପୁଣିଥରେ ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲିଖିତ ପରୀକ୍ଷାରେ…