Latest Odisha News

BREAKING NEWS

ସମ୍ ହସ୍ପିଟାଲ୍‌ରେ ‘ଜାତୀୟ ଫୋରେନ୍‌ସିକ୍ ମେଡିସିନ୍ ଡେ’ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ‘ଜାତୀୟ ଫୋରେନ୍‌ସିକ୍ ମେଡିସିନ୍ ଡେ’ ପାଳିତ ହୋଇଯାଇଛି । ଶୁକ୍ରବାର ଏକ ନିରନ୍ତର ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) କାର୍ଯ୍ୟକ୍ରମରେ ଫୋରେନ୍‌ସିକ୍ ମେଡିସିନ୍…

ଲୋକସେବା ଭବନ ପାଇଁ ଜାଲ୍ ପାସ୍, ଆଇଟି ପ୍ରୋଗ୍ରାମରଙ୍କ ସହ ନକଲି ଅଧିକାରୀ ଗିରଫ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୁଖ୍ୟ କାର୍ଯ୍ୟାଳୟ ଲୋକସେବା ଭବନ ମଧ୍ୟକୁ ପରିଚୟ ପତ୍ର ବିନା ପ୍ରବେଶ ଅସମ୍ଭବ । କିନ୍ତୁ ଆପଣ ଲୋକସେବା ଭବନକୁ ପ୍ରବେଶ କରି ପାରିବେ ଜାଲ୍ ପାସ୍ ନେଇ । ଜାଲ୍ ପାସରେ ଲୋକସେବା ଭବନକୁ ପ୍ରବେଶ କରୁଥିବା ଜଣେ ନକଲି ସମବାୟ ଅଧିକାରୀଙ୍କ ସହ ଜାଲ୍ ପାସ୍ ଦେଇଥିବା…

ଶୁଭମନଙ୍କ ଶତକ, ହାଇଦ୍ରାବାଦ ସମ୍ମୁଖରେ ୧୮୯ ରନର ଟାର୍ଗେଟ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଥିବା ଗୁଜରାଟ ଟାଇଟନ୍ସର ଶୁଭମନ ଗିଲ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିସ୍ଫୋରକ ଶତକ ମାରିଛନ୍ତି । ତାଙ୍କ ଶତକ ବଳରେ ଗୁଜରାଟ ୧୮୯ ରନର ଟାର୍ଗେଟ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ସେ ୫୮ ବଲରେ ୧୩ ଚୌକା ଓ ଗୋଟିଏ ଛକା ସହାୟତାରେ ୧୦୧ ରନ…

ଗ୍ଲାମରର୍ସ କୁଶଳୀ ମହିଳା ଶ୍ରମିକ, ୩୦ ପୁରୁଷଙ୍କ ମଧ୍ୟରେ ଏକାକୀ କାମ କରନ୍ତି

ମେଲବୋର୍ଣ୍ଣ: ଆଜିକାଲି ମହିଳାମାନେ ବିଭିନ୍ନ ପ୍ରକାରର କାର୍ଯ୍ୟ କରୁଛନ୍ତି । ଏମିତି କିଛି କାମ ଅଛି, ଯାହା କେବଳ ପୁରୁଷମାନେ କରିଥାନ୍ତି । ଆଉ ଯଦିସେଇ କାମକୁ ଜଣେ ମହିଳା କରେ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଜଣେ ଗ୍ଲାମରର୍ସ ମହିଳା ନିର୍ମାଣ ଶ୍ରମିକ ଭାବେ କାମ କରି ଏବେ ଖୁବ୍…

ଭୁବନେଶ୍ୱରରୁ ଦୁବାଇ ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡ଼ିଲା ବିମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଭୁବନେଶ୍ୱରରୁ ଦୁବାଇ ବିମାନ ଉଡ଼ାଣର ଶୁଭାରମ୍ଭ କରିଛନ୍ତି । ୧୭୦ ଯାତ୍ରୀଙ୍କୁ ନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ଉଡ଼ାଣ କରିଛି ଇଣ୍ଡିଗୋ…

୧୫ ସହରରେ ୪୨ ଉପରେ ପାରଦ, ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର/କାମାକ୍ଷାନଗର: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରବଳ ଖରାରେ ସିଜୁଥିବା ବେଳେ ଉପକୂଳରେ ଅସହ୍ୟ ଗୁଳୁଗୁଳି ହେଉଛି । ଆଜି ରାଜ୍ୟର ୧୫ ସହରରେ ପାରଦ ୪୨ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ବଲାଙ୍ଗିରରେ ରାଜ୍ୟର ସର୍ବାଧିକ ୪୪.୪ ଡିଗ୍ରୀ ରେକର୍ଡ ହୋଇଛି । ଟିଟିଲାଗଡ଼ରେ ପାରଦ…

ବିଜେପି ହାତରୁ ଖସୁଛି କ୍ଷମତା ! ୨୦୨୪ରେ ଶକ୍ତିଶାଳୀ ହେବେ କି ବିରୋଧୀ ?

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ହାତରୁ ଆଉ ଏକ ରାଜ୍ୟ ଖସିଛି । ଏବେ ୧୫ ରାଜ୍ୟରେ ସରକାରରେ ଅଛି ବିଜେପି । ବହୁମତ ସହ ୬ ରାଜ୍ୟରେ ବିଜେପି କ୍ଷମତାରେ ଥିବା ବେଳେ ୯ ରାଜ୍ୟରେ ସହଯୋଗୀ ଦଳ ସହ ସରକାର ଚଳାଉଛି । ଉତ୍ତର-ପୂର୍ବ ରାଜ୍ୟରେ ବିଜେପିର ସର୍ବାଧିକ…

ମହାରାଷ୍ଟ୍ରରେ ପାୱାର କଷୁଛନ୍ତି କର୍ଣ୍ଣାଟକ ଗଣିତ !

ଭୁବନେଶ୍ୱର: କଂଗ୍ରେସର ୪୦ ପ୍ରତିଶତ କମିଶନ ଫଣ୍ଡା କର୍ଣ୍ଣାଟକରେ କାମ କରିବା ପରେ ଏହି ଫଣ୍ଡାକୁ ଅନ୍ୟ ରାଜ୍ୟରେ ଆପଣାଇବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଯଦି କର୍ଣ୍ଣାଟକରେ ୪୦ ପ୍ରତିଶତ କମିଶନର ଦୁର୍ନୀତି ଥିଲା ତହେଲେ ମହାରାଷ୍ଟ୍ରରେ ଦୁର୍ନୀତିର ମାତ୍ରା ଶହେ ପ୍ରତିଶତ। ତେଣୁ ଏହି…

କର୍ଣ୍ଣାଟକରୁ କଂଗ୍ରେସ ଖସାଇଲା, ଦେଶରୁ ଖସାଇଦେବେ କି ବିରୋଧୀ ?

ଭୁବନେଶ୍ୱର: କଂଗ୍ରେସର କର୍ଣ୍ଣାଟକ ବିଜୟ ବିରୋଧୀଙ୍କ ପାଇଁ ନୂତନ ଆଶାର ସଂଚାର କରିଛି। ବିରୋଧୀ ଏକତା ଦିଗରେ ଏହା ଏକ ବଡ଼ ଉପଲବ୍ଧି କୁହାଯାଉଥିବା ବେଳେ ଆସନ୍ତା ୧୦ ଦିନ ମଧ୍ୟରେ ବିରୋଧୀମାନେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିବେ। ଦେଶର ପ୍ରମୁଖ ୧୨ ଟି ବିରୋଧୀ ଦଳ ବିହାରର ପାଟନାରେ…

ରାହୁଲ ଦୌଡୁଛନ୍ତି, ହାତ ବଢୁଛି !

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ବିଜୟ ପରେ ଏବେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରାକୁ ନେଇ ଜୋରଦାର ଚର୍ଚ୍ଚା। ଭାରତ ଯୋଡୋ ଯାତ୍ରା ହିଁ କର୍ଣ୍ଣାଟକରେ କଂଗ୍ରେସ ବିଜୟର ମୂଳଦୁଆ ପକାଇଲା ବୋଲି କୁହାଯାଉଛି। ୫ ମାସ ଧରି ପ୍ରାୟ ୪ ହଜାର କିଲୋମିଟରର ଏହି ଯାତ୍ରା କଂଗ୍ରେସ ସପକ୍ଷରେ ଦେଶବ୍ୟାପୀ ଏକ…