Latest Odisha News

BREAKING NEWS

ସମ୍ବଲପୁର ସର୍କଲ ଜେଲରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ କଏଦୀ!

ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲରେ କଏଦୀଙ୍କ ଆତ୍ମହତ୍ୟା ଅଭିଯୋଗ। ବେକରେ ଗାମୁଛା ଦେଇ ଝୁଲିପଡ଼ିଲେ କଏଦୀ। ଜେଲ୍‌ କୋଠରୀରୁ ମୃତଦେହ ଉଦ୍ଧାର କରିଛି ପୁଲିସ୍। ମୃତକ ଜଣଙ୍କ ହେଲେ ସଦର ଥାନା ସିନ୍ଦୂରପଙ୍କ ଅଞ୍ଚଳର ଧରଣୀଧର ମହାନନ୍ଦ। ତାଙ୍କ ବୟସ ୩୫ ହେବ। ଏକ ପାରିବାରିକ କଳହ ମାମଲାରେ…

ସୁନା କିଣିବାକୁ ଯାଉଛନ୍ତି କି ! ଥରେ ନଜର ପକାନ୍ତୁ କେତେ ରହିଛି ସୁନା ଦର ?

ଭୁବନେଶ୍ୱର : ସୁନା ଗହଣା ସମସ୍ତଙ୍କର ପସନ୍ଦ । ବିଶେଷ କରି ମହିଳା ମାନେ ସୁନା ଗହଣା ପିନ୍ଧିବାକୁ ଅଧିକ ପସନ୍ଦ କରିଥାଆନ୍ତି । ସୁନାର କ୍ରମାଗତ ଦର ପରିବର୍ତ୍ତନକୁ ନେଇ ସମସ୍ତେ ଚିନ୍ତିତ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସୁନା ଦର ଲୋକଙ୍କୁ ବିଚଳିତ କରିଛି। ତେବେ ଆଜି କେତେ ରହିଛି…

ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ଭିତର ଚନ୍ଦନଯାତ୍ରା

ପୁରୀ: ଆଜିଠାରୁ ମହାପ୍ରଭୁଙ୍କର ଭିତର ଚନ୍ଦନ ନୀତି ଆରମ୍ଭ ହେଉଛି । ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ୨୧ ଦିନ ଧରି ଅନୁଷ୍ଠିତ ହେବ । ୧୫ ତାରିଖ ଦିନ ଏକାଦଶୀ, ୧୯ ତାରିଖ ଦିନ ସାବିତ୍ରୀ ଅମାବାସ୍ୟା, ୨୪ ତାରିଖ ଦିନ ଶୀତଳ ଷଷ୍ଠୀ ଓ ୩୧ ତାରିଖ ଦିନ ରୁକ୍ମିଣୀ ବିବାହ ମହାପ୍ରଭୁଙ୍କ…

ଚକ ଯା’ ଗଡ଼ି ଯା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଶ୍ରୀଜୀଉମାନଙ୍କ ଯାତ୍ରା ନିମନ୍ତେ ଉଦ୍ଦିଷ୍ଟ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ନାମରେ ଅନୁସୃଜିତ ତିନିଗୋଟି ସୁଦୃଶ୍ୟ ରଥ ମୁଖ୍ୟ ଆକର୍ଷଣ ଭାବେ ପରିଗଣିତ ।…

ଶୋଇଥିବା ବେଳେ ମହିଳାଙ୍କ ଉପରେ ମାଡ଼ିଗଲା କାର୍‌, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବୌଦ୍ଧ : ଭାରସାମ୍ୟ ହରାଇ ଘରେ ପଶିଗଲା କାର୍‌ । ଶୋଇଥିବା ଅବସ୍ଥାରେ ମହିଳାଙ୍କ ଉପରେ ମାଡ଼ିଗଲା । ଘଟଣାସ୍ଥଳରେ ଚାଲିଗଲା ମହିଳାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ବୌଦ୍ଧ ରାଧାନଗର ଗାଁରେ ଘଟିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କାରଟି ଚାରିଛକ ପଟୁ ବୌଦ୍ଧ ଆଡ଼କୁ…

ଶିଶୁ କବିତା : ଦେହକୁ ହିତ, ପାଟିକୁ ମିତ

ତରୁଣ କୁମାର ମିଶ୍ର  ଆସିଛି ଖରା, ତାତିଛି ଧରା ଦେହରୁ ବହେ ଝାଳ , ପାଟି ଖୋଜଇ କାକୁଡ଼ି ଲସି ତରଭୁଜ ଓ ତାଳ । କାକୁଡ଼ି କାଟି ଲଙ୍କା ଗୁଣ୍ଡ ଓ ଲୁଣ ତହିଁରେ ଦେଇ, ଖାଇଲେ ତାକୁ ଲାଗଇ ମଜା ଶୋଷ ବି ଯାଏ ମରି । ଦେହକୁ ହିତ ଅଟଇ ସେତ ସେ ଉପକାରୀ ଫଳ , ଚାଷୀ ଭାଇ ତା ବାଡ଼ିରେ…

କବିତା : ଅରଣ୍ୟ ଆକ୍ରୋଶ

ବଳରାମ ପୂଜାରୀ  ଚିପୁଡି ଦିଅ ? ବୈଶାଖର ପେଜୁଆ ଆକାଶରେ ଓହଳି ପଡିଥିବା ଅଗର୍ଭା ମେଘମାନଙ୍କୁ, ନିଗାଡି ଦିଅ ଜଙ୍ଗଲ ଜଙ୍ଘ ସନ୍ଧିରେ ଲେଞରା ଆଖିରେ ଆକାଶ ଆଡ଼କୁ ଆଁକରି ଅନାଇଁ ଥିବା, ଅଧା ଜୀଆଁ ଅଧା ମରା 'ମୟୁରଝୋଲା' ର ବଳକା,ସାଉଁଟା ରକ୍ତକୁ ? କିଛି ନ ପାଇଲେ, ନିଜ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧୪)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଧନ୍ୟବାଦ ସିଡ଼୍‌” । ବୀରା କହିଲା । ନିଜ ବ୍ୟାଗ୍‌ପତ୍ରର ସିକ୍ୟୁରିଟି ଚେକିଂ କରେଇ ସାରି ମିଃ. ଓ ମିସେସ୍ ମାହେଶ୍ୱରୀ କ୍ରୁଜ୍ ଭିତରକୁ ଆସିସାରିଥିଲେ । “ପିଲାଏ ଆସୁଛ ନା ନାହିଁ?” “ହଁ, ଆସୁଛୁ”, କହି ବୀରା…

ଭାଷା ଭାଗବତ : ଜୟ, ପରାଜୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରୟାସ ରଖିଲେ ବି ଜାରି ଯଦିବା ଯାଏ କେହି ହାରି ହାରିଲେ ପୁଣି ଚେଷ୍ଟା କରି ହୁଏ ବିଜୟ ଅଧିକାରୀ ପରାଜୟରୁ ନେଇ ଶିକ୍ଷା ଉଦ୍ୟମ କଲେ ଏକା ଏକା ବିଜୟ ହୁଏ ସୁନିଶ୍ଚିତ ଏ ସତ୍ୟ ବହୁ ପ୍ରମାଣିତ ଅନେକ ଥର ପରାଜୟ ପରେ ବି…

କେଉଁ ସମୟରେ ବ୍ୟାୟାମ କରିବା ଉଚିତ୍‌ ?

ସୁସ୍ଥ ଶରୀର ପାଇଁ ପ୍ରତିଦିନ ବ୍ୟାୟାମ କରିବା ନିହାତି ଆବଶ୍ୟକ । ବିଶେଷ କରି ସକାଳ ସମୟରେ ବ୍ୟୟାମ କରିବା ଶରୀର ପାଇଁ ଅଧିକ ଫାଇଦାବନ୍ତ ହୋଇଥାଏ । ତେବେ ବ୍ୟାୟାମର ସଠିକ ସମୟ ହେଉଛି ଧ୍ୟାନ। ଆପଣ କେତେବେଳେ ବ୍ୟାୟାମ ପାଇଁ ସମୟ ବାହାର କରିପାରୁଛନ୍ତି ସେଇଟା ହିଁ ଗୁରୁତ୍ୱପୂର୍ଣ୍ଣ । ତେଣୁ…