Latest Odisha News

BREAKING NEWS

୧୫ରୁ ହିଟୱେଭ୍, ପଶ୍ଚିମ ଓଡ଼ିଶାରେ ବର୍ଷିବ ନିଆଁ

ଭୁବନେଶ୍ୱର: ରାଜ୍ୟରେ ପୁଣି ବହିବ ଝାଞ୍ଜି ପବନ । ଆସନ୍ତା ୧୫ ତାରିଖରୁ ରାଜ୍ୟରେ ବିଶେଷ କରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ । ହିଟୱେଭ୍ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

ହନୁମାନଙ୍କ ଗଦା ଧରି ସାମ୍ନାକୁ ଆସିଲେ ରାହୁଲ: କଂଗ୍ରେସ କହିଲା ବଜରଙ୍ଗବାଲି ଆମ ସାଥୀରେ

ବାଙ୍ଗାଲୋର: କର୍ଣ୍ଣାଟକରେ କଂଗ୍ରେସ ପୂର୍ଣ୍ଣ ବହୁମତ ଆଡକୁ ଆଗଉଛି । ଏକଜିଟ ପୋଲର ଆକଳନରୁ କାହିଁ କେତେ ଅଧିକ ଆଗରେ ରହିଛି କଂଗ୍ରେସ ।  ପ୍ରାୟ ୧୩୭ ସିଟରେ ଆଗୁଆ ରହିଛି । ବିଜେପି ନିଜର ପରାଜୟ ସ୍ୱୀକାର କରି ସାରିଲାଣି । କଂଗ୍ରେସର ବିପୁଳ ବିଜୟଧାରାକୁ ଲକ୍ଷ୍ୟ କରି ଛତିଶଗଡ…

ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଶ୍ରମ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଅତିରିକ୍ତ ୨ଟି ବିଭାଗ । ଗଣଶିକ୍ଷା ବିଭାଗ ଏବଂ ଶ୍ରମ ବିଭାଗ ଦୁଇଟି ଯାକ ଦାୟିତ୍ୱ ଏବେ ପ୍ରମିଳା ମଲ୍ଲିକଙ୍କ ପାଖରେ । ଦୁଇ ମନ୍ତ୍ରୀ ସମୀର ଦାସ ଏବଂ ଶ୍ରୀକାନ୍ତ ସାହୁ ଗତକାଲି ଇସ୍ତଫା ଦେବା ପରେ ଏହି ବିଭାଗ ଦୁଇଟି ଖାଲି…

ଝାରସୁଗୁଡା ଉପନିର୍ବାଚନ; ନୋଟାରେ ପଡିଲା ୨,୦୭୩ ଭାେଟ

ଝାରସୁଗୁଡା:ଝାରସୁଗୁଡା ଉପନିର୍ବାଚନ ଫଳାଫଳ ସାମ୍ନାକୁ ଆସିଯାଇଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟରେ ବାଜିମାତ କରିଛନ୍ତି । ଦୀପାଳିଙ୍କୁ ମିଳିଛି ଏକ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ । ପୋଷ୍ଟାଲ ଭୋଟକୁ ମିଶାଇ ଦୀପାଳିଙ୍କ ଖାତାକୁ ଯାଇଛି ୧ ଲକ୍ଷ ୭ ହଜାର ୧୯୮ ଭୋଟ । ଉପ…

ଜିତିବା ପରେ ଦୀପାଳିଙ୍କ ସହ କଥା ହେଲେ ନବୀନ, କହିଲେ ‘ଝାରସୁଗୁଡ଼ାର ବିକାଶ ପାଇଁ କାମ କର’

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ଦୀପାଳି ଦାସ ବିଜୟ ହେବା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଐତିହାସିକ ବିଜୟ ପାଇଁ ଫୋନରେ ନବୀନ, ଦୀପାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଝାରସୁଗୁଡ଼ାର ଦ୍ରୁତ ବିକାଶ ପାଇଁ କାମ କରିବାକୁ…

ଝାରସୁଗୁଡ଼ା ଫଳାଫଳର ସମୀକ୍ଷା କରିବୁ: ବିଜେପି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିଜୟ ହୋଇଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮ ହଜାର ୭୨୧ ଭୋଟ୍ ବ୍ୟବଧ୍ୟାନରେ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠାରୁ ବିଜୟୀ ହୋଇଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି…

ଜଳନ୍ଧର ଲୋକସଭା ଉପନିର୍ବାଚନ, ଆପ୍ ଆଗୁଆ

ଜଳନ୍ଧର: ପଞ୍ଜାବର ଜଳନ୍ଧର ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଭୋଟ୍ ଗଣତିରେ ଆମ୍ ଆଦମୀ ପାର୍ଟି ଆଗୁଆ ରହିଛି । ବର୍ତ୍ତମାନ ସୁଦ୍ଧା ଆପ୍ ପ୍ରାର୍ଥୀ ସୁଶୀଲ କୁମାର ରିଙ୍କୁ କଂଗ୍ରେସର କର୍ମଜିତ କୌରଙ୍କ ଠାରୁ ୫୭ ହଜାର ୬୮୭ ଭୋଟରେ ଆଗୁଆ ଅଛନ୍ତି । ନିର୍ବାଚନ କମିଶନଙ୍କ ୱେବସାଇଟ୍…

ଝାରସୁଗୁଡା ଉପନିର୍ବାଚନ: ବଢିଲା ବିଜେଡି-ବିଜେପି ଭୋଟ; ଖସିଲା କଂଗ୍ରେସ

ଝାରସୁୁଗୁଡା:ଝାରସୁଗୁଡା ଉପନିର୍ବାଚନରେ ବିଜେଡି ମାରିଛି ବାଜିମାତ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି । ସେ ୧ ଲକ୍ଷ ହଜାର ୩ ଭୋଟ୍ ପାଇଁ ଉପ ନିର୍ବାଚନ ଜିତିଛନ୍ତି । ୨୦୧୯ ନିର୍ବାଚନ ତୁଳନାରେ  ଉପ ନିର୍ବାଚନରେ ବିଜେପି-ବିଜେଡିର ଭୋଟ ବଢିଥିବା ଲକ୍ଷ୍ୟ…

ଭଉଣୀ ନିର୍ବନ୍ଧ ପାଇଁ ଭାରତ ଆସିଲେ ପ୍ରିୟଙ୍କା

ମୁମ୍ବାଇ : ବଲିଉଡ ତଥା ରାଜନୀତିର ଚର୍ଚ୍ଚିତ ଯୋଡ଼ି ରାଘବ ଓ ପରିଣୀତି । ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଆଜି ଉଭୟଙ୍କର ନିର୍ବନ୍ଧ । ସେଥିପାଇଁ ସଜେଇ ହୋଇଛି ମଣ୍ଡପ । ଦିଲ୍ଲୀର କପୁରଥଲା ହାଉସରେ ଉଭୟଙ୍କର ନିର୍ବନ୍ଧ ହେବ। ଆଜିର ଏହି ନର୍ବନ୍ଧରେ ଉଭୟଙ୍କ…

କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢିଲେ କିଏ ହେବ ମୁଖ୍ୟମନ୍ତ୍ରୀ ?  ଭାଗବଣ୍ଟା ହେବ କି ଆସନ ?

ବେଙ୍ଗାଲୁର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ସେଠାରେ ଆଜି ଚାଲିଥିବା ମତଗଣନା ପ୍ରାୟ ସ୍ପଷ୍ଟ ହୋଇଯାଇଛି। ଗଣତି ଆରମ୍ଭରୁ କଂଗ୍ରେସ  ବହୁମତ ଆଡକୁ ଅଗ୍ରସର ହେଉଥିବା ଦେଖିବାକୁ ମିଳିଥିଲା । ଫଳଫଳକୁ ଦେଖି କଂଗ୍ରେସ ଶିବିରରେ ଏକପ୍ରକାର ଖୁସିର ମାହୋଲ ।  ୨୨୪ ବିଧାନସଭା ଆସନରୁ…