ନକ୍ସଲଙ୍କ ବଡ ଧରଣର ଆକ୍ରମଣ ଯୋଜନାକୁ ପଣ୍ଡ କଲେ ଯବାନ: ୨ ମାଓବାଦୀ ନିପାତ
ସୁକମା: ଛତିଶଗଡ ସୁକୁମା ଜିଲ୍ଲା ଭେଜି ଥାନା ଅନ୍ତର୍ଗତ ଦନ୍ତେଶପୁରମ ଜଙ୍ଗଲରେ ମାଓବାଦୀ- ଡିଆରଜି ଯବାନ ମୁହାଁମୁହିଁ ହୋଇଛନ୍ତି । ଏନକାଉଣ୍ଟରରେ ୨ ନକ୍ସଲଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଜଙ୍ଗଲରେ ଏବେ ବି ଆହୁରି ନକ୍ସଲ ଉପସ୍ଥିତ ଅଛନ୍ତି ଏବଂ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି…