ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଆଇଏଏସ ଅଧିକାରୀ ଚଞ୍ଚଲ ଓ ଅନନ୍ୟା
ଭୁବନେଶ୍ୱର: ସରିଲା ବାହାଘର । ସବୁଦିନ ପାଇଁ ଜୀବନ ସାଥୀ ହେଲେ ଦୁଇ ଆଇଏଏସ ଅଫିସର ଚଞ୍ଚଲ ରାଣା ଓ ଅନନ୍ୟା ଦାସ । ଗୁଆହାଟୀର ଏକ ତାରକା ହୋଟେଲରେ ଉଭୟଙ୍କ ବାହାଘର ସମ୍ପନ୍ନ ହୋଇଛି । ସୋସିଆଲ ମିଡିଆରେ ଦୁଇ ଅଧି୍କାରୀଙ୍କ ବିବାହ ସମୟର ଫଟୋ ବେଶ ଭାଇରାଲ ହୋଇଛି ।
ବଲାଙ୍ଗୀର…