ଧାରାବାହିକ ବାଳିକା ବଧୁର ଆନନ୍ଦୀଙ୍କୁ ମିଳୁନି କାମ
ମୁମ୍ବାଇ: ଟିଭିର ଅନ୍ୟତମ ଲୋକପ୍ରିୟ ଧାରାବାହିକ ହେଉଛି ‘ବାଳିକା ବଧୁ' । ଏଥିରେ ଆନନ୍ଦୀ ଭୂମିକାରେ ଅଭିନୟ କରିଥିବା ତୋରାଲ ରସପୁତ୍ର ଘରେ ଘରେ ବେଶ୍ ପରିଚିତ ହୋଇଥିଲେ । ତାଙ୍କର ନିଖୁଣ ଅଭିନୟକୁ ଲୋକେ ଖୁବ୍ ପସନ୍ଦ ବି କରିଥିଲେ ।
ବାଳିକା ବଧୁ ଧାରାବାହିକରେ ୩ ଜଣ ଅଭିନେତ୍ରୀ ଆନନ୍ଦୀ…