Latest Odisha News

BREAKING NEWS

ଭାଷା ଭାଗବତ : ତ୍ରୁଟି ଓ ପ୍ରମାଦ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଅତି ଶୁଦ୍ଧତାପ୍ରେମୀ ହୋଇ ବାସ୍ତବ ଭାଷାକୁ ଲୁଚାଇ ରଖଂତି ଅନେକ ଲେଖକ ରହେନି ସ୍ବଭାଷାର ଟେକ ଲୋକ ତୁଂଡରୁ ଯେଉଁ ଶବ୍ଦ ବାହାରି ହୁଏ ବାକ୍ୟ, ପଦ ତହିଁରେ ନ ଥିଲେ ଶୃଂଖଳା ବୁଡ଼େନି ସ୍ବଭାଷାର ଭେଳା ଶୁଦ୍ଧ, ଅଶୁଦ୍ଧ ମିଶାମିଶି ଭାଷାରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକ ବିଶିଷ୍ଠ ସେବା ହେଉଛି ମହାସୁଆର ସେବା। ଏମାନେ ବ୍ରlହ୍ମଣ ସେବକ କିନ୍ତୁ ଶାଢ଼ୀବନ୍ଧା ସେବକ ନୁହଁନ୍ତି। କେବଳ ବ୍ରତ ସଂସ୍କାର ପରେ ସ୍ନାନ ପୂର୍ଣ୍ଣିମା ଦିନ ଛେକ…

ରାତି ଅଧରେ ନବୀନ, ଯୋଗୀଙ୍କ ସମେତ ଅନେକ ବଡ଼ ବଡ଼ିଆ ହରାଇଲେ ବ୍ଲୁ ଟିକ୍

ଭୁବନେଶ୍ୱର: ବିଳମ୍ବିତ ରାତିରେ ରାଜ୍ୟ ତଥା ଦେଶର ଅନେକ ବଡ ବଡିଆ ଏବଂ ସଂସ୍ଥାର ଟ୍ବିଟର ଆକାଉଣ୍ଟର ବ୍ଲୁ ଟିକ୍ ମାର୍କ ହଟିଯାଇଛି। ଯେଉଁଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ରାଜ୍ୟର ଶାସକ ଦଳର ଅନେକ ବଡ଼ ବଡିଆ ନେତା,…

ରାଷ୍ଟ୍ରପତି ଭାବେ ପ୍ରଥମ ଥର ପାଇଁ ନିଜ ଜିଲ୍ଲାକୁ ଆସିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ନିଜ ଜନ୍ମମାଟି ମୟୂରଭଞ୍ଜକୁ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତ ବର୍ଷ ମେ' ୯ ତାରିଖରେ ମୟୂରଭଞ୍ଜର ବାରିପଦା ଗସ୍ତରେ ଆସିବେ ମହାମହିମ। ସେ ମୟୂରଭଞ୍ଜ ମହାରାଜାଙ୍କ ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଏଥିସହ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟ ମୁଖ୍ୟ…

ଓଡ଼ିଶାରେ ୪, ଦେଶରେ ୧୦୦ ଫୁଡ୍ ଷ୍ଟ୍ରୀଟ ତିଆରି କରିବାକୁ କେନ୍ଦ୍ର୍ରର ପ୍ରସ୍ତାବ

ନୂଆଦିଲ୍ଲୀ: ଦେଶର ୧୦୦ ଜିଲ୍ଲାରେ ଅତି କମ୍‌ରେ ଗୋଟିଏ କରି ଫୁଡ ଷ୍ଟ୍ରୀଟ ଖୋଲି ତାହାକୁ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଯେଉଁଥିରେ ଓଡ଼ିଶାର ୪ଟି ଫୁଡ୍ ଷ୍ଟ୍ରୀଟ୍ ରହିଛି। ଏହାକୁ ଆଗୁଆ ଯୋଜନା ବା ପାଇଲଟ ପ୍ରୋଗ୍ରାମ ଭିତ୍ତିରେ…

କିଟ୍‌ରେ ଅନୁଷ୍ଠିତ ହେବ ସି-୨୦ ସମ୍ମିଳନୀ

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟରେ ଆସନ୍ତା ୨୨ ଓ ୨୩ ତାରିଖ ଦୁଇଦିନ ଧରି ଜି-୨୦ଢାଞ୍ଚା ଅନ୍ତର୍ଗତ ସିଭିଲ୍‌୨୦ (ସି-୨୦) ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଦେଶ ଓ ବିଦେଶରୁ ୪୦୦ ଊଦ୍ଧ୍ୱର୍ ପ୍ରତିନିଧି ଯୋଗଦେବେ । ସି-୨୦ ହେଉଛି ଜି-୨୦ର ଅଫିସିଆଲ୍‌ ଏନ୍‌ଗେଜମେଣ୍ଟ ଗ୍ରୁପ । ଏହାର…

ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ହୋଟେଲ୍ ଉପରେ ବୋମାମାଡ଼

ଭୁବନେଶ୍ୱର: ଗୁରୁବାର ରାତିରେ ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ଏକ ହୋଟେଲ ଉପରେ ବୋମାମାଡ଼ ହୋଇଛି । ବାଇକ୍ ଯୋଗେ ୨ ଜଣ ଦୁର୍ବୃତ୍ତ ଜାତୀୟ ରାଜପଥରେ ରସୁଲଗଡ଼ ଛକରେ ପହଞ୍ଚିଥିଲା । ରାତି ପ୍ରାୟ ୮ଟା ୧୫ ପାଖାପାଖି ଓଭରବ୍ରିଜରେ ବାଇକକୁ ରଖି ବୋମା ଫିଙ୍ଗିଥିଲେ ଦୁଇ ଦୁର୍ବୃତ୍ତ ।…

ପୁଞ୍ଚ ୫ ସହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ

ଭୁବନେଶ୍ୱର: ଜମ୍ମୁ କାଶ୍ମୀରର ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ସହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଥିବା ଜଣାପଡ଼ିଛି । ସେନା ବାହିନୀର ଗାଡ଼ିକୁ ଆତଙ୍କବାଦୀ ଗ୍ରେନେଡ୍ ମାଡ଼ କରିଥିବା ଗାଡ଼ି ଜଳି ଯାଇଥିଲା । ସହିଦ ହୋଇଥିବା ଓଡ଼ିଆ ଯବାନ ଜଣଙ୍କ ଘର…

ଦିଲ୍ଲୀ ସମ୍ମୁଖରେ ୧୨୮ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଗୁରୁବାର  ବର୍ଷା ବାଧାପ୍ରାପ୍ତ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ୧୨୮ ରନର ବିଜୟ ଲକ୍ଷ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି କୋଲକାତା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଜାସନ ରାୟଙ୍କ ୪୩ ରନ କରିଥିଲେ । ତେବେ…

ଅନଲାଇନ୍ ଟ୍ରେଡିଂ ଫ୍ରଡ୍, ବାଲେଶ୍ୱରରୁ ୨ ଜଣଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ୱର: ଅର୍ଥନୈତିକ ଅପରାଧ ଶାଖା (EOW) ଗୁରୁବାର ୨ ଜଣଙ୍କୁ ଗିରଫ କରିଛି । ବାଲେଶ୍ୱରର ୩୦ ଜଣଙ୍କ ଠାରୁ ଉଭୟ ଅନଲାଇନ୍ ଟ୍ରେଡିଂ ନାଁରେ ପ୍ରାୟ ୪ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଗିରଫ ଦ୍ୱୟ ରିପନ କୁମାର ଜେନା ଓ ଅନୁପମ ପ୍ରଧାନ ବୋଲି ଜଣାପଡ଼ିଛି । ଗିରଫ ରିପନ ଜେନା…