Latest Odisha News

BREAKING NEWS

ସରିଛି ମାଟ୍ରିକ ମୂଲ୍ୟାୟନ, କେବେ ପ୍ରକାଶ ପାଇବ ଫଳ ?

କଟକ: ମାଟ୍ରିକ ଖାତା ଦେଖା ସରିଥିବା ବେଳେ ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶନ ନେଇ ପ୍ରକ୍ରିୟା ଜାରି ରହିଛି । ଖୁବଶୀଘ୍ର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ ପାଇଁ ପ୍ରୟାସ କରାଯାଉଥିବା କହିଛନ୍ତି ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି । ପ୍ରେମସିଟରେ ବୋର୍ଡ ଉପସଭାପତି କହିଛନ୍ତି, ୪୫ ଦିନ…

କବିତା : ବୈଶାଖୀ

ଗଦାଧର ସାହୁ  ଚୈତ୍ର ଚାଲିଗଲା ବୈଶାଖ ଆସିଲା ଧରି ନିଦାରୁଣ ପେଡି, ପିଡା ପରେ ପିଡା ପେଡିରୁ କାଢିକି ଆମକୁ ଦେବ ଫୋପାଡି । ତତଲା ପବନ ଝାଞ୍ଜି ବୁହାଇବ ଦେହ ମୁହଁ ଦେବ ପୋଡି, ଶରୀରେ ଆମରି ଉତ୍ତାପ ବଢାଇ ଅଂଶୁଘାତେ ଦେବ ମୋଡି । କାଳ ବଇଶାଖୀ ଅକାଳେ ବହିବ ପବନ ମେଘ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଏକ ଭିନ୍ନ ଆବେଗରେ ଉଦ୍‌ବେଳିତ ହୋଇଉଠିଲେ ଚନ୍ଦ୍ରଭାନୁ । ଦୁଇ ମୁଦ୍ରିତ ପତା ଉପରକୁ ଉଠାଇ ପାଖରେ ଠିଆହୋଇଥିବା ସେଇ ନାରୀକୁ ଦେଖିବାପାଇଁ ଚେଷ୍ଟାକଲେ । କିନ୍ତୁ ଏ କ’ଣ ? ଚତୁର୍ଦ୍ଦିଗ ଅନ୍ଧକାର । ଟେବୁଲ ଉପରେ ଥିବା…

ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ୪୦ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର: ଉପନିର୍ବାଚନକୁ ନେଇ ଝାରସୁଗୁଡ଼ାରେ ରାଜନୈତିକ ଉଷ୍ମତା ରହିଥିବା ବେଳେ ସେଠି ପାଣିପାଗ ବି ଉଷ୍ମ ରହିଛି । ଗତକାଲି ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଥିବା ବେଳେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଆଜି ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡାରେ ପାରଦ ୪୦.୪ ଡିଗ୍ରୀ…

ସିଏନଜି ବୋଝେଇ ଗାଡିରୁ ଗ୍ୟାସ ଲିକ

ପୁରୀ: ପୁରୀ ସହରର ନିକଟବର୍ତ୍ତୀ ମାଳତୀପାଟପୁରଠାରେ ସିଏନଜି ଗ୍ୟାସ ଲିକ୍ । ଏକ ସିଏନଜି ଗ୍ୟାସ ବୋଝଇ ଟ୍ରକରୁ ଏହା ଲିକ ହୋଇଛି  । ଗାଡ଼ିଟି ଭୁବନେଶ୍ୱରରୁ ପୂରୀ ଅଭିମୁଖେ ଆସୁ୍‌ଥିବାବେଳେ ଏହି ଘଟଣା ଘଟିଛି । ଏହି ଟ୍ରକରେ ପ୍ରାୟ ୩୫୦୦ ଲିଟର ଗ୍ୟାସ ଲୋଡ଼ ଥିଲା  । ତେବେ ହଠାତ୍ ଗ୍ୟାସ…

ଭାଷା ଭାଗବତ : ବହିର ସଂସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହାର ଯେଉଁପରି ରୁଚି ସେ ଯଦି ତାହା ହିଁ କରୁଛି ଅପୂର୍ବ ବହିର ସଂସାର ବିନଷ୍ଟ ହେବ ଅତି ଶୀଘ୍ର ବହି ବ୍ୟତୀତ ସବୁ କଥା ସୃଷ୍ଟି କରିବ ମଥାବ୍ୟଥା ଆତ୍ମପ୍ରଚାର ପରାୟଣ ଲୋକେ କରିବେ ହଇରାଣ ମଲାଟ ଚିତ୍ର ଦେଲେ ଦେଖା ସମୀକ୍ଷା ନ ହୋଇଲେ…

ସାଢ଼େ ୯ ଘଣ୍ଟାର ଜେରା ପରେ ସିବିଆଇକୁ କାହିଁକି ଶୁଭେଚ୍ଛା ଜଣାଇଲେ କେଜ୍ରିୱାଲ୍ ?

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସାଢ଼େ ୯ ଘଣ୍ଟା ଧରି ଜେରା କରିଥିଲା । ସିବିଆଇ ଜେରା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ସିବିଆଇକୁ ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି, ‘ଜେରା ପାଇଁ ସିବିଆଇ ଅଫିସରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ସେବା ଓ ସେବକ ପରମ୍ପରାର ଆଲୋଚନା ନିଶ୍ଚିତ ଭାବେ ଅତ୍ୟନ୍ତ କଷ୍ଟକର ଓ ଗୁରୁତ୍ୱପୂର୍ଣ୍ଣ । କାରଣ ଏଭଳି ସେବାର ନମୁନା ଅତ୍ୟନ୍ତ ବିରଳ. ଆଜି ସେହି ସେବା…

କର୍ଣ୍ଣାଟକରେ ପୁଣି ବିଜେପିକୁ ଝଟକା: କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁର:କର୍ଣ୍ଣାଟକରେ ପୁଣି ବିଜେପିକୁ ଝଟକା । ଦଳ ଛାଡିଲେ ପୁଣି ଜଣେ ବରିଷ୍ଠ ନେତା । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର କଂଗ୍ରେସରେ ଯୋଗ ଦେଇଛନ୍ତି । ବିଜେପିର ଏହି ବରିଷ୍ଠ ନେତାଙ୍କୁ ଦଳ ଆଗାମୀ ନିର୍ବାଚନ ପାଇଁ ଟିକେଟ ନ ଦେବାରୁ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ଗତ…

ଛତୁ ତୋଳିବା ବେଳେ ଗୁଳିମାଡ଼, ୩୧ ଜଣଙ୍କ ମୃତ୍ୟୁ

ଦାମାସ୍କସ୍: ଛତୁ ତୋଳୁ ତୋଳୁ ଟଳି ପଡ଼ିଲେ ୩୧ ଜଣ । ସିରିଆର ହମା ସହରରେ ଏଭଳି ଅଘଟଣ ଘଟିଛି । ଛତୁ ତୋଳୁଥିବା ବେଳେ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ବ୍ରିଟେନର ମାନବାଧିକାର ସଂଗଠନ ସିରିଆନ୍ ଅବଜର୍ଭେଟରି । ସିରିଆର ସରକାରୀ ନ୍ୟୁଜ୍ ଏଜେନ୍ସି ମଧ୍ୟ ଏହା ପ୍ରକାଶ କରିଛି ।…