Latest Odisha News

BREAKING NEWS

ଛୁଟି କାଟିବାକୁ ଏକାଠି ଗଲେ ଜାହ୍ନବୀ,ଶିଖର

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ତାଙ୍କ ବୟଫ୍ରେଣ୍ଡ ଶିଖର ପହାଡିଆଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଉଭୟ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ନଜର ଆସୁଛନ୍ତିି । ରବିବାର ସକାଳେ ଜାହ୍ନବୀ ଓ ଶିଖରଙ୍କୁ ମୁମ୍ବାଇ…

ଘରୋଇ ଟୁର୍ଣ୍ଣାମେଂଟର ପୁରସ୍କାର ରାଶି ବୃଦ୍ଧି କଲା ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ସିଜନରୁ ଘରୋଇ ଟୁର୍ଣ୍ଣାମେଂଟର ପୁରସ୍କାର ରାଶି ବୃଦ୍ଧି କରିଛି । ରବିବାର ବିସିସିଆଇ ସେକ୍ରେଟାରୀ ଜୟ ଶାହ ଏ ସମ୍ପର୍କରେ ସୂଚନା ଦେଇଥିଲେ । ରଣଜୀ ଚାମ୍ପିୟନଙ୍କୁ ଏବେ ୨ କୋଟି ବଦଳରେ ୫କୋଟି ଟଙ୍କା ମିଳିବ । ମହିଳା ସିନିୟର ଦିନିକିଆ…

ଉତ୍କଳ ବିଶ୍ବବିଦ୍ୟାଳୟରେ ସମ୍ପୂର୍ଣ୍ଣ ସ୍ୱୟଂଞ୍ଚାଳିତ ପରିଜା ପାଠାଗାର ଓ ଡିଜିଟାଲ ପାଠାଗାର ଉଦଘାଟିତ

ଭୁବନେଶ୍ୱର: ସମ୍ପୂର୍ଣ୍ଣ ସ୍ୱୟଂଞ୍ଚାଳିତ ପରିଜା ପାଠାଗାର ସହ ଡିଜିଟାଲ ପାଠାଗାରକୁ ଆଜି ପରିଜା ପାଠାଗାର ଇତିହାସରେ ଏକ ମାଇଲଖୁଣ୍ଟ ବୋଲି କୁହାଯାଇ ପାରେ । କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ସମ୍ପୂର୍ଣ୍ଣ ସ୍ୱୟଂଞ୍ଚାଳିତ ପାରିଜା ପାଠାଗାରକୁ ଉଦଘାଟନ କରିଥିଲେ । ଏହି ପାଠାଗାରରେ ଆର. ଏଫ.…

ରାତି ଅଧରେ ହଠାତ୍ ମନ୍ଦିରରେ ବାଜିଲା ଘଣ୍ଟି ଓ ଡ଼୍ରମ୍‌, ଲୋକେ ଭୟଭୀତ

ନୈନିତାଲ: ଏକ ମନ୍ଦିରରେ ହଠାତ୍ ଅଧରାତିରେ ଅଚାନକ ଘଣ୍ଟି ଓ ଡ଼୍ରମ ବାଜି ଉଠିଲା । ଏହା ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ଏତେ ରାତିରେ କିଏ ଘଣ୍ଟି ଓ ଡ଼୍ରମ ପିଟୁଛି ଭାବି ଗ୍ରାମବାସୀ ମନ୍ଦିରରେ ଆସି ପହଞ୍ôଚଲେ । ଆଉ ସେଠାରେ ଯାହା ଦେଖିଲେ ଦୀର୍ଘ ନିଶ୍ୱାସ ନେଲେ । ନୈନିତାଲର ଥାଣ୍ଡି…

୨୦ ଦେଶର ପ୍ରତିନିଧିଙ୍କୁ ନାଗରିକ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଅପ୍ରେଲ୍‍ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି କିଟ୍‍ ବିଶ୍ୱବିଦ୍ୟାଳୟ ଚାଲୁଥିବା ସମ୍ମାନଜନକ ୟୁଥ-୨୦ କନ୍‍ସଲ୍‍ଟେସନ୍‍ ଅବସରରେ ଆମେରିକା, ବ୍ରିଟେନ୍‍, ଜର୍ମାନ୍‍, ୟୁକ୍ରେନ୍‍, ସୁଇଜରଲାଣ୍ଡ, ପୋଲାଣ୍ଡ, ଆର୍ମେନିଆ, ସ୍ଲୋଭାକିଆ, ବୁଲ୍‍ଗେରିଆ, କଙ୍ଗୋ, ଆଇଭେରି କୋଷ୍ଟ ଆଦି ୨୦ ଦେଶର…

ବ୍ୟର୍ଥ ହେଲା ଆୟାରଙ୍କ ଶତକ, କୋଲକାତା ବିପକ୍ଷରେ ମୁମ୍ବାଇର ୨୩ତମ ବିଜୟ

ମୁମ୍ବାଇ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । କୋଲକାତା ବିପକ୍ଷରେ ମୁମ୍ବାଇର ଏହା ୨୩ତମ ବିଜୟ । କୋଲକାତା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୧୮୫ ରନ କରିଥିଲା । ଭେଙ୍କେଟେଶ…

ବିବାହ ମଣ୍ଡପରେ କନ୍ୟାକୁ ଚାପୁଡ଼ା ମାରିଲେ ବର, ଲୋକେ ଦେଖି ତାଜୁବ୍

ଉଜବେକିସ୍ତାନ: ଜଣେ ପୁରୁଷ ମହିଳାଙ୍କୁ ସର୍ବସାଧାରଣରେ ଅପମାନିତ କରିବା କିମ୍ବା ସେମାନଙ୍କ ଉପରକୁ ହାତ ଉଠାଇବା ବର୍ତ୍ତମାନ ସାଧାରଣ କଥା ହୋଇଗଲାଣି । ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟେ ବର ବିବାହ ମଣ୍ଡପରେ ସମସ୍ତଙ୍କ ସାମ୍ନାରେ କନ୍ୟାକୁ ଚାପୁଡ଼ା ମାରିଛନ୍ତିି । ଯାହାକୁ ଦେଖି…

ସମ୍ବଲପୁରରେ କୋହଳ ହେଲା କର୍ଫ୍ୟୁ

ସମ୍ବଲପୁର: ଆସନ୍ତାକାଲି ଠାରୁ ସମ୍ବଲପୁରରେ କର୍ଫ୍ୟୁ କୋହଳ ହେବ । ଏନେଇ ପ୍ରଶାସନ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ଅନୁସାରେ, ସମ୍ବଲପୁରରେ କାଲିଠୁ ସକାଳ ୭ଟା ୩୦ରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ । ସେହିଭଳି ଅପରାହ୍ଣ ୩ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ…

ପୋଷାକ ପରିଧାନକୁ ନେଇ ଉର୍ଫିଙ୍କୁ ହତ୍ୟା ଧମକ

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ଅଭିନେତ୍ରୀ ଉର୍ଫି ଜାଭେଦ୍‌ଙ୍କୁ ହତ୍ୟା ଧମକ ଦିଆଯାଇଛି । ଏନେଇ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ କାର୍ଯ୍ୟାଳୟରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଉର୍ଫି…

ଏପ୍ରିଲରୁ ଜୁନ ମଧ୍ୟରେ ୧୨ ଫିଲ୍ମ ହେବ ରିଲିଜ, ବାଜିରେ ୧୬୦୦ କୋଟି

ମୁମ୍ବାଇ:ଏପ୍ରିଲ ଶେଷ ଭାଗରୁ ଜୁନ ପର୍ଯ୍ୟନ୍ତ ବଲିଉଡର ୧୨ଟି ବଡ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ମାଧ୍ୟମରେ ବଲିଉଡର ୧୬୦୦ କୋଟି ବାଜିରେ ଲାଗିଛି । କରୋନା ପୂର୍ବରୁ ୨୦୧୮ ଗ୍ରୀଷ୍ମକାଳୀନ ସିଜନରେ ୩୯ ଫିଲ୍ମ ରିଲିଜ ହୋଇଥିଲା । ଏହା ମଧ୍ୟରୁ ୯ ଫିଲ୍ମ ସୁପରହିଟ ହୋଇଥିଲା । ୨୦୨୨ରେ…