ଫିଲ୍ମ ‘ଆଶିକ୍ ୪’ ରେ ନଜର ଆସିବେ ବିଗ୍ ବସର ହିଟ୍ ଯୋଡି
ମୁମ୍ବାଇ: ଫିଲ୍ମ ‘ଆଶିକ୍ ୪’କୁ ନେଇ ନିର୍ମାତା ସାଜିଦ୍ ଖାନ୍ ଏବେ ଚର୍ଚ୍ଚାରେ । ଏହି ଫିଲ୍ମରେ ସେ ବିଗ୍ ବସ୍ ସିଜିନ୍ ୧୬ର ହିଟ୍ ଯୋଡ଼ି ଅଙ୍କିତ ଗୁପ୍ତା ଓ ପ୍ରିୟଙ୍କା ଚହର ଚୌଧୁରୀ ନଜର ଆସିବେ ବୋଲି ଆଲୋଚନା ହେଉଛି ।
ନିକଟରେ ଅଙ୍କିତ୍ଙ୍କ ଧାରାବାହିକ ଜୁନୋନିୟତ ସୁଟିଂ ସେଟ୍ରେ…