Latest Odisha News

BREAKING NEWS

ଭାଷା ଭାଗବତ : ଶାଂତି ସଂଧାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଭୋକ ଓ ଭୟ ଥିଲେ ଜୀବ ସର୍ବଦା ବିଚଳିତ ହେବ ଅନ୍ନାର୍ଜନ ଓ ଧନାର୍ଜନ ଆଡ଼କୁ ଯିବ ଆପେ ମନ ବିତ୍ତ ସହିତ ପ୍ରତିପତ୍ତି ଦୂରେଇ ପାରେନି ବିପତ୍ତି ଜୀବନସାରା ହଂତସଂତ ହୁଏ ସେ ମରିବା ପର୍ଯଂତ ଅନ୍ୟ ଉପରେ ନିୟଂତ୍ରଣ ନୁହଇ ଉତ୍ତମ ଲକ୍ଷଣ…

ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ଗାଏବ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ବାରିପଦା: ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ଗାଏବ। ପ୍ରାୟ ୧୨ ଜଣ ଛାତ୍ରଛାତ୍ରୀଙ୍କ ଓଡ଼ିଆ ବିଷୟର ଉତ୍ତର ଖାତା ଗାଏବ ହୋଇଯାଇଥିବା ଜଣାପଡ଼ିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ଶ୍ରୀମା ମହିଳା ମହାବିଦ୍ୟାଳୟରେ। ଏ ନେଇ ମୂଲ୍ୟାୟନ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ କଲେଜ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରା ଆଲୋଚନା ଅବସରରେ ଆଜି ଜାଣିବା ଏମିତି ଜଣେ ସେବକଙ୍କ ବିଷୟରେ। ଯାହାଙ୍କ ପରିଚୟ ଟିକିଏ ଭିନ୍ନ ଧରଣର "ମହାଜନ "। ଆପଣମାନେ ଚିନ୍ତା କରୁଥିବେ ଜଣେ ମହାଜନ…

‘ମୋ ବସ’ରେ ଯାତ୍ରୀଙ୍କ ପକେଟରେ ୫୦ ହଜାର ଲୁଟ୍, ଦେଖଣାହାରୀ ସାଜିଛି କମିଶନରେଟ ପୋଲିସ

ଭୁବନେଶ୍ୱର: ଟ୍ୱିନସିଟି କଟକ ଓ ଭୁବନେଶ୍ୱରର ବିଭିନ୍ନ ରୁଟରେ ଚଳାଚଳ କରୁଥିବା 'ମୋ ବସ୍'ର ଯାତ୍ରୀଙ୍କ ପାଇଁ ଚୋରି ମାମଲାରୁ ନିସ୍ତାର ନାହିଁ ବୋଲି ମନେ ହେଉଛି। ସଦ୍ୟତମ ଘଟଣାକ୍ରମରେ ମଙ୍ଗଳବାର ଜଣେ ଗରିବ ବ୍ୟକ୍ତି ଲୁଟର ଶିକାର ହୋଇଛନ୍ତି। ସେ ପରିବାର ସଦସ୍ୟଙ୍କ ସହ ମୋ ବସରେ ଯାଉଥିବା…

ଆକ୍ସନ ମୋଡରେ ଏସଟିଏ, ଅନେକ ଛାତ୍ରଛାତ୍ରୀଙ୍କ ବିରୋଧରେ ଲଗାଇଲା ଜରିମାନା

ଭୁବନେଶ୍ୱର: ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ପକ୍ଷରୁ 'ଜିରୋ ଡେଥ୍ ଓ୍ୱିକ୍' ପାଳନ ଅବସରରେ ସପ୍ତାହେ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ମଙ୍ଗଳବାର ପ୍ରଥମ ଦିନରେ ଏସଟିଏ…

ମୋଦୀ ଅଳ୍ପ ପାଠ ପଢ଼ିଛନ୍ତି, ଦୁଇ ହାତରେ ଦେଶକୁ ଲୁଟ୍ କରୁଛନ୍ତି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀ ବିଧାନସଭାର ବଜେଟ୍ ଅଧିବେଶନରେ ଆଦାନୀ ମାମଲା ସମ୍ପର୍କରେ ଗୃହରେ ଏକ ସଂକଳ୍ପ ନିଆଯାଇଛି । ଯାହା ଆଲୋଚନା ହେବା ପରେ ପାରିତ ହୋଇଛି। ସଂକଳ୍ପକୁ ସମର୍ଥନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆଦାନୀ କେବଳ ଆଗରେ ଅଛନ୍ତି, ସମସ୍ତ…

ରାହୁଲ ଗାନ୍ଧୀ ଦଣ୍ଡିତ ହେବା ପରେ ପ୍ରଧାନମନ୍ତ୍ରୀ କହିଲେ, କୋର୍ଟଙ୍କ ରାୟ ଉପରେ ପ୍ରଶ୍ନ ଉଠୁଛି

ନୂଆଦିଲ୍ଲୀ: ଦିଲ୍ଲୀର ବିଜେପି ମୁଖ୍ୟାଳୟରୁ ଦଳର ନୂଆ କୋଠା ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାରୁ ସେମାନଙ୍କର ମୂଳଦୁଆ ଦୋହଲିଯାଇଛି। ଆଜି ଭାରତକୁ ରୋକିବା ପାଇଁ ସାମ୍ବିଧାନିକ ଅନୁଷ୍ଠାନ ଉପରେ ଆକ୍ରମଣ କରାଯାଉଛି।…

ନାବାଳିକା ମୃତ୍ୟୁ ପଛରେ ବଳି ସନ୍ଦେହ, ପଶ୍ଚିମବଙ୍ଗ ଡିଜିପିଙ୍କୁ ରିପୋର୍ଟ ମାଗିଲା ଏନସିପିସିଆର

କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ କୋଲକାତାରେ ଥିବା ତିଜଲାରେ ଜଣେ ୭ ବର୍ଷର ନିରୀହ ଝିଅର ମୃତ୍ୟୁ ମାମଲାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରି ଏନସିପିସିଆର ରାଜ୍ୟ ଡିଜିପିଙ୍କୁ ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ…

ଭକ୍ତି, ପରମ୍ପରା ଓ ସଂସ୍କୃତିର ପ୍ରତୀକ ସାହି ଯାତ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ସର୍ବଦା ଚଳଚଂଚଳ ରହିଥାଏ । ଚୈତ୍ର ଶୁକ୍ଳ ଅଷ୍ଟମୀରୁ ବୈଶଖା କୃଷ୍ଣ ଦ୍ୱିତୀୟା ପର୍ଯ୍ୟନ୍ତ ପୁରୀରେ ଦେବ ଓ ଦାନବର ଜୀବନ୍ତ ଚିତ୍ର ଦେଖିବେ ଭକ୍ତମାନେ । ସାହି ଯାତ ପୁରୀର ପରିଚୟ । ଶ୍ରୀକ୍ଷେତ୍ରର ୭ ସାହି ଆଖଡା ଏଥିପାଇଁ ସମସ୍ତ ପ୍ରସ୍ତୁତି କରିଥାନ୍ତି…

ଝାରସୁଗୁଡ଼ାରେ ଗ୍ରାମ୍ୟ ପୋଖରୀ ଗୁଡିକର ନବୀକରଣ କରୁଛି ବେଦାନ୍ତ

ଝାରସୁଗୁଡା: ବେଦାନ୍ତ ଆଲୁମିନିୟମ, ଭାରତର ବୃହତମ ଆଲୁମିନିୟମ ଉତ୍ପାଦକ, ଝାରସୁଗୁଡାର ୧୯ଟି ଗାଁ ପୋଖରୀକୁ ନବୀକରଣ କରି ୩୦୦୦ରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କୁ ସେମାନଙ୍କର ଜଳ ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିଛି । କାଟିକେଲା, ଡାଲ୍କି, ପରମାନପୁର, ବଡମାଲ, କେଲଡାମାଲ, ସୋଢମାଲ,…